ଡିଏଭି ଗୁରୁକୁଳ କୁହୁଡି ୧୦୦% ପାସ୍ | ଆଦିତ୍ୟ ସାମନ୍ତରାୟ ସ୍କୁଲ ଟପ୍ପର ଟାଙ୍ଗୀ, ୧୪|୦୫ : ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳିତ ଦଶମ ପରୀକ୍ଷାର ଫଳାଫଳ | ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର କୁହୁଡି ଡି ଏ ଭି ଗୁରୁକୁଳ ଛାତ୍ରମାନେ ବାଜିମାତ କରିଥିବା ଜଣାପଡିଛି | ଆଦିତ୍ୟ ସାମନ୍ତରାୟ ୪୬୭ ମାର୍କ ଶତକଡା ୯୪ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି | କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ଥିଲେ ନିଶ୍ଚିତ ସଫଳତା ହାସଲ କରିହୁଏ ବୋଲି ଆଦିତ୍ୟ କହିଛନ୍ତି | ଏହି ସଫଳତା...
ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର. ମୋଟ ୪୬ ଟି ଅଭିଯୋଗର ହେଲା ଶୁଣାଣୀ. ରାଇରଙ୍ଗପୁର :ତା ୧୪-୦୫-୨୦୨୫ ରିଖ ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବାମନଘାଟି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀ ଯଦୁନାଥ ଜେନା ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ରାଇରଙ୍ଗପୁର ଶ୍ରୀ ଗୋକୁଳାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ...
ସିଦ୍ଧଳ ରଥଯାତ୍ରା ନିମନ୍ତେ କାର୍ଯ୍ୟ ସମୀକ୍ଷା ବୈଠକ * ଜଗତସିଂହପୁର,ତା୧୪.୦୫.୨୦୨୫ରିଖ: ଆଜି ପୂର୍ବାହ୍ନରେ ସିଦ୍ଧଳ ଠାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ କହିଲେ ଯେ ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳା ଓ ଆଡ଼ମ୍ବର ର ସହ ପାଳନ କରାଯିବ । ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ର ଆକଳନ କରି ତୁରନ୍ତ ବନ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ...
ତିର୍ତ୍ତୋଲ ସାମ୍ବାଦିକ ସଙ୍ଘର ବଣଭୋଜି ଉତ୍ସବ ତିର୍ତ୍ତୋଲ ୧୪/୫- ତିର୍ତ୍ତୋଲ ବ୍ଲକ ର କାର୍ଯ୍ୟରତ ତିର୍ତ୍ତୋଲ ସାମ୍ବାଦିକ ସଙ୍ଘର ବଣଭୋଜି ଅନୁଷ୍ଠିତ ହୋଇଯାଇଛି l ଏହି ବଣଭୋଜି ସମ୍ପାଦକ ସୌରଜିତ ପଢ଼ିଆରୀଙ୍କ ତତ୍ୱାବଧାନାରେ ସ୍ଥାନୀୟ ମହାନଦୀ କୂଳ ଝାଉଁ ଜଙ୍ଗଲରେ ଅନୁଷ୍ଠିତ ବଣଭୋଜି ଉତ୍ସବରେ ସଭାପତି ଟୁକନ ଚରଣ ସେଠୀ, ଉପଦେଷ୍ଟା ଅମରଜ୍ୟୋତି ସାହୁ, କାର୍ଯ୍ୟକାରୀ ସଭାପତି ପ୍ରଭାତ ପରିଡା, ରଞ୍ଜନ ଖୁଣ୍ଟିଆ, ମାନସ କୁମାର ସୁତାର, ଚନ୍ଦ୍ରକାନ୍ତ ବାରିକ, ନିଶାକର ଦାସ, ସୁବାଶିଷ ସ୍ୱାଇଁ, ଅବଦୁଲ ନଜିମ, ସୁଶୀଲ ମହାପାତ୍ର, ଭାନୁ ଶଙ୍କର ରାଉତରାୟ, ଦିଲ୍ଲୀପ ସାହୁ, ଗୋପାଳ ଦାସ, ସ୍ୱାଗତ ରଞ୍ଜନ ଦାସ, ଏମ ଏସ...
ଯୁବକଙ୍କ ଅକାଳ ବିୟୋଗ ବୁଗୁଡ଼ା :୧୪/୦୫(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ, ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି l ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ପ୍ରଶାନ୍ତ କୁମାର ପାଣିଗ୍ରାହୀ (୪୯ବର୍ଷ)ବୋଲି ଜଣାପଡିଛି l ସୂଚନା ପ୍ରକାରେ ପ୍ରଶାନ୍ତ ଗୁଜୁରାଟର ବରୋଦା ଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ l ତେବେ ସେଠାରେ ସ୍ୱାସ୍ଥ୍ୟ ଖରାପ ହେବାରୁ ଗତ କିଛିଦିନ ତଳେ ନିଜ ଗ୍ରାମ ଲକ୍ଷ୍ମୀପୁରକୁ ଆସିଥିଲେ l ସେ ପ୍ରଥମେ ବୁଗୁଡ଼ା ଏବଂ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା...
ଗୋଲିଆ ଆଦର୍ଶ ବିଦ୍ୟାଳୟ ର ଦଶମ ଶ୍ରେଣୀର ଶୁଭଶ୍ରୀ, ଦ୍ବାଦଶର ସ୍ମିତାରାଣୀ ପ୍ରଥମ ବୁଗୁଡା,୧୪/୦୫(ସୋରେନ କୁମାର ପ୍ରଧାନ): ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ଗୋଲିଆ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ୮୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମେଧାବୀ ଛାତ୍ରୀ ଶୁଭଶ୍ରୀ ବିଷୋୟୀ ସର୍ବାଧିକ ୪୭୩ ମାର୍କ (୯୪.୮%) ହାସଲ କରି ବିଦ୍ଯାଳୟ ଟପ୍ପର ରୂପେ ବିବେଚିତ ହୋଇଥିବା ଜଣାଯାଇଛି। ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ୪୧ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଛାତ୍ରୀ ସ୍ମିତାରାଣୀ ସେଠୀ...
ସ୍ମୃତି ପ୍ରଜ୍ଞା ସାହୁଙ୍କୁ ସମୟର ପ୍ରଗତି ସଂଗଠନ ତରଫରୁ ସଂମାନିତ,ଜବାହାର ନବାଦେୟ ବିଦ୍ୟାଳୟ ରାହାମା ରୁ ଦଶମ ପରୀକ୍ଷା ରେ 97% ନମ୍ବର ରଖି ସଫଳ ଅର୍ଜନ କରିଛନ୍ତି ସ୍ମୃତି ପ୍ରଜ୍ଞା ସାହୁ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡକିପୁର ପଂଚାୟତ ମାଳହୁଙ୍କା ର ଵେବସାୟୀ କୈଳାଶ ଚନ୍ଦ୍ର ସାହୁଙ୍କ ବଡ଼ ଝିଅ ସ୍ମୃତି ପ୍ରଜ୍ଞା ସାହୁ, ପ୍ରତ୍ୟକ ବାପା ମା ଚାହାଁନ୍ତି ପିଲାମାନେ ବଡ଼ ମଣିଷ ହୋଇ ନିଜ ର ନାଁ କରନ୍ତି, ବାପା କୈଳାଶ ଚନ୍ଦ୍ର ସାହୁ,ମା ଝୁନତେ ସାହୁ, ଦାଦା ଦିରେଶ ଓ ସନ୍ତୋଷ ସାହୁ, ଖୁଡି ମମତା ଓ ଜାନକୀ ସାହୁ...
ଖଇରା ବ୍କକରେ ଯୁଗ୍ମ ଜନଶୁଣାଣୀ ଶିବିର ପ୍ରହସନ ପାଲଟିଛି, ବାଲେଶ୍ଵର ଜିଲ୍ଲା ଖଇରା ବ୍କକରେ ଜନଶୁଣାଣୀ ଶିବିର ପ୍ରହସନ ପାଲଟିଛି। ଏହି କାର୍ଯ୍ୟକ୍ରମରେ ଆଳଦା ଗ୍ରାମର ଏକ ସରକାରୀ ଶଶ୍ମାନ ଜମି,, ବ୍ଯାକ୍ତିଗତ ଜଳଜମିକୁ ମାପ ଚିହ୍ନଟ କରିବା ପାଇଁ ଜନଶୁଣାଣୀ ଶିବିରରେ ଅଭିଯୋଗ ଲିଖିତ ଭାବେ ଗତ ତା ୧୦,୦୨,୨୦୨୫ ଜନଶୁଣାଣୀ ଶିବିରରେ ପୂର୍ବରୁ ଲିଖିତ ଭାବେ ଦେଇଥିଲେ ମଧ୍ୟ ତତ୍କାଳିନ ଖଇରା ତହସିଲଦାର ମାପ ଚିହ୍ନଟ କରୁନଥିବାରୁ ପୁନଶ୍ଚ ଆଜି ତା ୧୩,୦୫,୨୦୨୫ ତାରିଖରେ ଅଭିଯୋଗ କରିଥିଲେ। ସରକାରୀ ଶଶ୍ମାନ ଜମିକୁ ସରକାରଙ୍କ ରକ୍ଷାଣ ଦ୍ବାୟୀତ୍ବ ସରକାରୀ କର୍ମଚାରୀ ମାନଙ୍କର ହେଲେ ଆଳଦା ଗ୍ରାମର...
କର୍କଟ ରୋଗରେ ପୀଡିତା ମୀନାରାଣୀ ସ୍ୱାଇଁଙ୍କୁ ଆର୍ଥିକ ସହାୟତା ସହ ଏକ ମାସର ରାସନ୍ ସାମଗ୍ରୀ ପ୍ରଦାନ * ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ନବାଡିଆ ଗ୍ରାମର କର୍କଟ ରୋଗରେ ପୀଡିତା ମୀନାରାଣୀ ସ୍ଵାଇଁଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ମୀନାରାଣୀ କିଛି ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଚଲାବୁଲା କରିବାକୁ ଅକ୍ଷମ | ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି । ଅର୍ଥାଭାବରୁ ତାଙ୍କ ପରିବାର ଅତ୍ୟନ୍ତ ଦୟନୀୟ ଜୀବନଯାପନ କରୁଛନ୍ତି | ଏବେ ଚିକିସ୍ଥାରେ ଅର୍ଥ...
ପାଳି କରି ଅଫିସି ଖୋଲୁ ଛନ୍ତି ଗୁରୁ ଶିଷ୍ୟା ତିର୍ତୋଲ 15/5 ତିର୍ତୋଲ ବ୍ଲକରେ ରହିଛି ଉଠା ଜଳ ସେଚନ କାର୍ଯ୍ୟାଳୟ ଯେଉଁଠି ଗୁରୁ ଶିଷ୍ୟା ବା ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ପାଳି କରି ଅଫିସି ଖୋଲୁ ଛନ୍ତି, ଆଜି ନିର୍ବାହୀ ଯନ୍ତ୍ରୀଙ୍କ ଅଫିସି ଗୃହ ତାଲା ଖୋଲା ତ କାଲି ସହକାରୀ ଯନ୍ତ୍ରୀ ଙ୍କ ଅଫିସି ଗୃହ ତାଲା, ଏହିପରି ପାଳିରେ ଚାଲିଛି ଉଠା ଜଳ ସେଚନ କାର୍ଯ୍ୟାଳୟ, ଏହି କାର୍ଯ୍ୟାଳୟ ଙ୍କୁ ଆସୁଥିବା ଲୋକେ ଏସ ଡି ଓ ଙ୍କୁ ପାଉ ନାହାନ୍ତି ତେଣୁ ସମସ୍ୟା ସମାଧାନ ହୋଇ ପାରୁନି, ଉଠା ଜଳ ସେଚନ ପମ୍ପ ହାଉସୁ ପାଇଁ...
ପିଇବା ପାଣି ପାଇଁ ଥାନାର ଦ୍ବାରସ୍ତ ଆଙ୍କର - ପାରାଦୀପ ରଙ୍ଗିଆ ଗଡାରେ ଥିବା ରାମଚଣ୍ଡି ପଡ଼ା ରେ ଦୀର୍ଘ ଦଶ ରୁ ପନ୍ଦର ବର୍ଷ ହେବ ରହି ଆସୁଥିବା କିଛି କିନର ଙ୍କୁ ବିଭିନ୍ନ ସମୟ ରେ ସେହି ଅଞ୍ଚଳ ର କିଛି ଯୁବକ ଅଶିଲ ଇଙ୍ଗିତ ଓ ଜାତି ଆଣ ଆଖ୍ୟପ୍ କରି ଆସୁଥିଲେ ଏନେଇ କିନର୍ ସଙ୍ଗ ର ଅଧ୍ୟକ୍ଷ ରାଧା ସ୍ୱାଇଁ ରାମ ଚଣ୍ଡୀ ପଡ଼ାର ମୂରବୀ ଙ୍କ ଦୁର୍ଷ୍ଟି ଗୋଚର କରିଥିଲେ ସେମାନେ ଏଥିରୁ ନିର୍ବୁର୍ତ ରହିଥିଲେ କିନ୍ତୁ ଆଜି ସବୁ ଦିନ ପରି ଇଣ୍ଡିଆନ ଅଏଲ କମ୍ପାନୀ ପଖ୍ୟରୁ ଦୀୟା...
ନାଉଗାଁ ବ୍ଲକ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ୧୩/୦୫/ବିକ୍ରମ ଓଡିଶା ନିୟଜୁ,ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୩୫ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୨୭ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୮ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ସମ୍ପର୍କୀୟ ୨ ଟି ,ଜମିଜମା ସମସ୍ୟା ସମ୍ପର୍କୀୟ...