Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ପରାକ୍ରମ ଶୋଭାଯାତ୍ରା

ରାହାମା | 15/05/2025 | ବିକ୍ରମ ଓଡ଼ିଶା ନିୟୁଜ

ପରାକ୍ରମ ଶୋଭାଯାତ୍ରା *(ଭାରତର ସୁରକ୍ଷାରେ ପ୍ରତେକ ନାଗରିକ)* * ଅପରେସନ ସିନ୍ଦୂର ରେ ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀକୁ ଗର୍ବିତ କରିଥିବାବେଳେ ଭାରତୀୟ ସେନାର ଏହି ଅସୀମ ତ୍ୟାଗ ଓ ବଳିଦାନ କୁ ସମ୍ମାନ ଜଣାଇ ରାହାମା ଅଞ୍ଚଳର ସମସ୍ତ ସଚେତନ ଜନସାଧାରଣ ଓ ବୁଦ୍ଧିଜୀବୀ ମାନଙ୍କ ତରଫରୁ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଆସନ୍ତାକାଲି ୧୬/୦୫/୨୫ ରିଖ ଶୁକ୍ରବାର ସକାଳ 8' ଘଟିକା ସମୟରେ ରାହାମା ବଜାର କଲେଜ ରୋଡ଼ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରୁ ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଯାଉଅଛି।* ...

Article Image

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସାରଳା ମନ୍ଦିର ପରିଦର୍ଶନ

ତିର୍ତ୍ତୋଲ | 15/05/2025 | ବିକ୍ରମ ଓଡ଼ିଶା ନିୟୁଜ

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସାରଳା ମନ୍ଦିର ପରିଦର୍ଶନ ତିର୍ତ୍ତୋଲ-୧୫/୫-(ରିପୋର୍ଟ-ଟୁକନ ସେଠୀ)-ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ଠାକୁରାଣୀଙ୍କ ଚନ୍ଦନ ଯାତ୍ରା ଓ ପବିତ୍ର ବୃଷ ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସପରିବା ରେ ଝଙ୍କଡ଼ ସାରଳା ପୀଠ ରେ ପହଞ୍ଚି ମାଆଙ୍କ...

Article Image

ଶିଳ୍ପମନ୍ତ୍ରୀଙ୍କ ଦ୍ଵାରା ସରକାରୀ ଚିକିତ୍ସକଙ୍କ ନିମନ୍ତେ ବାସଗୃହ ନିର୍ମାଣର ଭିତ୍ତପ୍ରସ୍ତର ସ୍ଥାପନ

ନାଉଗାଁ | 15/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଶିଳ୍ପମନ୍ତ୍ରୀଙ୍କ ଦ୍ଵାରା ସରକାରୀ ଚିକିତ୍ସକଙ୍କ ନିମନ୍ତେ ବାସଗୃହ ନିର୍ମାଣର ଭିତ୍ତପ୍ରସ୍ତର ସ୍ଥାପନ ନାଉଗାଁ, ୧୫/୫/: ବିକ୍ରମ ଓଡିଶା ନିୟଜୁ,ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପୂର୍ତ୍ତ ବିଭାଗର ରାସ୍ତା ଓ ଗୃହନିର୍ମାଣ ବିଭାଜନ ପକ୍ଷରୁ ସରକାରୀ ଚିକିତ୍ସକଙ୍କ ରହିବା ନିମନ୍ତେ ନୂତନ ବାସଗୃହ ନିର୍ମାଣର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ ହୋଇଯାଇଛି। ଦୀର୍ଘ ବର୍ଷ ଧରି ଏଠାରେ ଡାକ୍ତର ଓ କର୍ମଚାରୀ ମାନଙ୍କ ରହିବା ନିମନ୍ତେ ବାସଗୃହର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଆଜି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ ଏହି ନୂତନ ବାସଗୃହ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ...

Article Image

ବିଷ ଖାଇ ସ୍ବାମୀ-ସ୍ତ୍ରୀ ଗୁରୁତର

ବୁଗୁଡ଼ା | 15/05/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଷ ଖାଇ ସ୍ବାମୀ-ସ୍ତ୍ରୀ ଗୁରୁତର ବୁଗୁଡ଼ା,୧୫/୫(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ କଣ୍ଟାବଣି ଗ୍ରାମରେ ଜନୈକ ଦମ୍ପତ୍ତି ବିଷ ଖାଇ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ସ୍ବାମୀ-ସ୍ତ୍ରୀ ହେଲେ ନାରାୟଣ ସାହୁ(୩୬) ଓ କାଜଲ ସାହୁ (୩୦)।ପ୍ରକାଶ ଯେ, ସୁରତରେ କାମ କରୁଥିବା ନାରାୟଣ ଗତ ମାସରେ ଘରକୁ ଆସିଥିଲେ । ପାରିବାରିକ ଅଶାନ୍ତି କାରଣରୁ ସ୍ତ୍ରୀ ଗତକାଲି ସକାଳେ ସ୍ବାମୀଙ୍କୁ ଖାଦ୍ୟରେ ବିଷ ମିଶାଇ ଖାଇବାକୁ ଦେଇ ନିଜେ ବିଷ ଖାଇ ଦେଇଥିଲେ । ସ୍ବାମୀ ଖାଇ ସାରି ଉଠିବା ବେଳକୁ ସ୍ତ୍ରୀ ବାନ୍ତି କରିବାରେ ଲାଗିଥିଲେ। ପରିବାର ଲୋକେ ଏହା...

Article Image

ମା’ ହତ୍ୟାର ପ୍ରତିଶୋଧ ନେଲା ପୁଅ ।

ରାଉରକେଲା | 15/05/2025 | ବିକ୍ରମ ଓଡ଼ିଶା ନିୟୁଜ

ମା’ ହତ୍ୟାର ପ୍ରତିଶୋଧ ନେଲା ପୁଅ । ମାଆକୁ ମାରି ଜେଲ ଯାଇଥିଲା ବାପା । ଘରକୁ ଫେରିବା ପରେ ହତ୍ୟା କଲା ପୁଅ । ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଭାଲୁପତ୍ରା ଗାଁରେ ହତ୍ୟାକାଣ୍ଡ। ମୃତକଙ୍କ ନାଁ କାନ୍ତି କୁମାର ବର୍ମା । ପାରିବାରିକ କଳହରୁ ସେ ପତ୍ନୀଙ୍କୁ ହତ୍ୟାକରି ଜେଲ୍ ଯାଇଥିଲା । ୨୦୨୪ ଡିସେମ୍ବର ମାସରେ ଜେଲରୁ ବାହାରିଥିଲା । ନିଜ ପୁଅ ଗାଁ ଲୋକଙ୍କ ଭଲ ସଂପର୍କରେ ନଥିଲା କାନ୍ତି କୁମାର । ଆଜି ସକାଳୁ ସେ ଗାଁ ରାସ୍ତାରେ ଯାଉଥିବା ବେଳେ ଧାରୁଆ ଅସ୍ତ୍ରରେ...

Article Image

କୋଦଳା ରେ ବିଜେପିର ପରାକ୍ରମ ଶୋଭାଯାତ୍ରା, ସାମିଲ୍ ହେଲେ ବିଭିନ୍ନ ବର୍ଗର ଲୋକେ

ଗଞ୍ଜାମ | 15/05/2025 | ବିକ୍ରମ ଓଡ଼ିଶା ନିୟୁଜ

କୋଦଳା ରେ ବିଜେପିର ପରାକ୍ରମ ଶୋଭାଯାତ୍ରା, ସାମିଲ୍ ହେଲେ ବିଭିନ୍ନ ବର୍ଗର ଲୋକେ ଅପରେସନ ସିନ୍ଦୂରର ସଫଳତାକୁ ନେଇ ବିଜେପିର ପରାକ୍ରମ ଶୋଭାଯାତ୍ରା। ଗଞ୍ଜାମ କୋଦଳା ଠାରେ ଅନୁଷ୍ଠିତ ହୋଇଯାଇଛି ପରାକ୍ରମ ଶୋଭାଯାତ୍ରା। କୋଦଳା ଦଣ୍ଡିଶ୍ୱର ମନ୍ଦିର ଠାରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି। କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। କୋଦଳା ଏନ୍ ଏ ସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ,ସମସ୍ତ କାଉଁସିଲର ବହୁ ଜନପ୍ରତିନିଧି, ଏନ୍ ଏ ସି କର୍ମଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।...

Article Image

ଆନ୍ତ ଜ଼ିଲ୍ଲା ଡକାୟତ ଗିରଫ, ଚୋରୀ ସାମଗ୍ରୀ ଉଦ୍ଧାର |ଜଗତସିଂହପୁର SDPO ଙ୍କ ସାମ୍ବାଦିକ ସମ୍ମିଳନୀ)

ଜଗତସିଂହପୁର | 15/05/2025 | ବିକ୍ରମ ଓଡ଼ିଶା ନିୟୁଜ

(ଆନ୍ତ ଜ଼ିଲ୍ଲା ଡକାୟତ ଗିରଫ, ଚୋରୀ ସାମଗ୍ରୀ ଉଦ୍ଧାର |ଜଗତସିଂହପୁର SDPO ଙ୍କ ସାମ୍ବାଦିକ ସମ୍ମିଳନୀ) ଜଗତସିଂହପୁର ତା=15/5/25 ଜଗତସିଂହପୁର ଜ଼ିଲ୍ଲା ର ପୂରପଲ୍ଲୀ ରେ ଆଇନି ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି | ଏହା ର ସୁଯୋଗ ନେଇ ଆନ୍ତଜ଼ିଲ୍ଲା ଡକାୟତ ଗ୍ରୁପ ସକ୍ରିୟ ହୋଇ ଜଗତସିଂହପୁର ଜ଼ିଲ୍ଲା ରେ ଦୈନ ଦିନ ଚୋରୀ, ରାହାଜାନି ଭଳି ଜଘନ୍ୟ ଅପରାଧ ଘଟାଇ ଚାଲିଛନ୍ତି | ଚଳିତ ମାସ ୩ ତାରିଖ ବିଳମ୍ବିତ ରାତିରେ ବିରିଡି ଥାନା ଅନ୍ତର୍ଗତ ଅଣଖିଆ ସ୍ଥିତ ଦଣ୍ଡିଲୋ ଗ୍ରାମର ସୁକାନ୍ତ ମହାରଣା ଙ୍କ ପରିବାର ବିଳମ୍ବିତ ରାତିରେ ସୋଇଥିବା ସମୟରେ ପଞ୍ଚାଜଣ ଦୁର୍ବୁତ୍ତ ଘର...

Article Image

ଆଉ ନାହାନ୍ତି ହାଣ୍ଡିଆ ଗ୍ରାମ ର ପରୋପକାରୀ ଓ ସମାଜ ସେବୀ ସମ୍ପଦ ସାହୁ

ପାରାଦ୍ୱୀପ | 15/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଆଉ ନାହାନ୍ତି ହାଣ୍ଡିଆ ଗ୍ରାମ ର ପରୋପକାରୀ ଓ ସମାଜ ସେବୀ ସମ୍ପଦ ସାହୁ ଗତ ଦୁଇଦିନ ତଳେ ହୋଇଥିବା ଏକ ସଡ଼କ ଦୁର୍ଘଟଣା ରେ କଟକ scb ମେଡ଼ିକାଲ ରେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ମୃତ୍ୟୁ ହେଇଥିଲା ଏଥିରେ ହାଣ୍ଡିଆ ଗ୍ରାମ ବାସୀ ଜଣେ ପରାଉପକାରି,ମିଷ୍ଟଭାଷୀ,ସମାଜ ସେବୀ ଓ ନିଜ ଗ୍ରାମ ର ମାଟି ପାଇଁ ଲଡ଼େଇ କରୁଥିବା ସଂଗ୍ରାମୀ ଙ୍କୁ ହରାଇ ଶୋକାକୁଳ ପରିବେଶ ଭିତରେ ଦୁଃଖ ପ୍ରକାଶ କରିଥିଲେ

Article Image

ନାଉଗାଁ ଫେଷ୍ଟିଭାଲ୍ ମାନ୍ୟବର ବିଧାୟକଙ୍କ ଦ୍ବାରା ଉଦଘାଟିତ।

ନାଉଗାଁ | 15/05/2025 | ବିକ୍ରମ ଓଡ଼ିଶା ନିୟୁଜ

ନାଉଗାଁ ଫେଷ୍ଟିଭାଲ୍ ମାନ୍ୟବର ବିଧାୟକଙ୍କ ଦ୍ବାରା ଉଦଘାଟିତ। ନାଉଗାଁ୧୫/୦୫/ବିକ୍ରମ ଓଡିଶା ନିୟଜୁ, ନାଉଗାଁ ବ୍ଲକରେ ଏକ ରାଜ୍ୟସ୍ତରୀୟ ସାଂସ୍କୃତିକ ମହାସମାବେଶରେ ତୃତୀୟ ନାଉଗାଁ ଫେଷ୍ଟିଭାଲ-୨୦୨୫ ସ୍ଥାନୀୟ ବିଧାୟକ ଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି ଉକ୍ତ ଉତ୍ସବ ନାଉଗାଁ ଫେଷ୍ଟିଭାଲ ପରିଷଦ ଆନୁକୂଲ୍ୟରେ ଫେଷ୍ଟିଭାଲ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଉଦ୍ଘାଟନ କରି କଳା ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ନାଉଗାଁ ମାଟିର ଉଲଖେନୀୟ ଅବଦାନ ରହିଛି ବୋଲି ମତ ବ୍ୟକ୍ତ କରିଥିଲେ। ନାଉଗାଁ ଫେଷ୍ଟିଭାଲ-୨୦୨୫ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇଥିଲେ ଶୈଳବାଳ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଗାୟତ୍ରୀ ବିଶ୍ୱାଳ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ ଉତ୍ସବ କଟକ...

Article Image

କୁଜଙ୍ଗ ଆଥେଲେଟିକ କ୍ଲବ ତରଫରୁ ଜଳ ଛତ୍ର ପ୍ରଦାନ

ପାରାଦ୍ୱୀପ | 15/05/2025 | ବିକ୍ରମ ଓଡ଼ିଶା ନିୟୁଜ

କୁଜଙ୍ଗ ଆଥେଲେଟିକ କ୍ଲବ ତରଫରୁ ଜଳ ଛତ୍ର ପ୍ରଦାନ -ପାରାଦ୍ୱୀପ ରୁ ପ୍ରମୋଦ ଦାସ ଙ୍କ ରିପୋର୍ଟ ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ର କୁଜଙ୍ଗ ଆଥେଲେଟିକ କ୍ଲବ ତରଫରୁ ଜଳ ଛତ୍ର ର ଵେବସ୍ତା କରାଯାଇଥିଲା କ୍ଲବ ର ସଭାପତି ଦିଲ୍ଲୀପ କୁମାର ସାହୁ, ସମ୍ପାଦକ ରଜନୀ କାନ୍ତ ଗୁରୁ, କାଯ୍ୟ କାରି ସଭାପତି ଦେବେନ୍ଦ୍ର ନାରାୟଣ ରାଜ ଗୁରୁ,ସହ ସମ୍ପାଦକ ବୈଷ୍ଣବ ଚରଣ ଦାସ ଖେଳ ପରିଚାଳକ ପ୍ରଦ୍ୟୁମ୍ନ ପଟ୍ଟନାୟକ, ବିଶ୍ଵନାଥ ମଲ୍ଲିକ, କ୍ଲବ ମେମ୍ବର ସୁରେଶ ଲେଙ୍କା, ସେକ ଅବତାର ଅଲି, ଶ୍ରୁତିକାନ୍ତ ପଣ୍ଡା, ଚନ୍ଦ୍ରକାନ୍ତ ନାୟକ, ରୋନାକ ଗୁପ୍ତା,ସଞ୍ଜୟ ଦାସ ସବୁ କ୍ଲବ...

Article Image

ଜଳ ଭଣ୍ଡାର ଦାବୀ ସମାବେଶ ଶିବିର ପାଇଁ ପ୍ରସ୍ତୁତି ବୈଠକ 17ରେ

ଜଗତସିଂହପୁର | 14/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଳ ଭଣ୍ଡାର ଦାବୀ ସମାବେଶ ଶିବିର ପାଇଁ ପ୍ରସ୍ତୁତି ବୈଠକ 17ରେ |~~~~~~~~~~~~~~~ ଦେବୀ ନଦୀ ଓ କନ୍ଦଳ ନଦୀରେ ଜଳ ଭଣ୍ଡାର ନିର୍ମାଣ ଦାବୀ ଦିବସ ପହଂଗା ର ବଢ଼େଇ ସାହି କୁତ୍ତାମଚଣ୍ଡୀ ମନ୍ଦିର ରେ ଆସନ୍ତା ଜୁନ ଏକ ତାରିଖ (ରବିବାର )ରେ କରାଯିବ |ଏହି ଶିବିର କୁ ସଫଳ କରିବାପାଇଁ ଏକ ପ୍ରସ୍ତୁତି ବୈଠକ ଆସନ୍ତା 17ତାରିଖ ଶନିବାର 10ଟା ସମୟରେ କୁତ୍ତାମ ଚଣ୍ଡୀ ମନ୍ଦିରରେ ଅନୁଷ୍ଠିତ ହେବ |ଉପକୂଳ ଓଡିଶା ବିକାଶ ପରିଷଦ. ନିଆଳି ଆଞ୍ଚଳିକ ନାଗରିକ ମଞ୍ଚ. ରାଜ୍ୟ ସାମ୍ବାଦିକ ସଂଘ ର କର୍ମ କର୍ତ୍ତା. ସିଠାଳ. ଏକାବେରୁଆଁ. ଶାଗଡ଼ାଇଲୋ. ପହଂଗା....

Article Image

ଶ୍ରୀ ଅଜୟ କୁମାର ରାଉତ ଯୁବ ଆଇନୀଜୀବୀ ଏବଂ ଗାଳ୍ପିଙ୍କର ଗଳ୍ପ ସଂକଳନ " ସହିବା ଲୋକ ହିଁ ବଡ "

ନୟାବଜ଼ାର | 14/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀ ଅଜୟ କୁମାର ରାଉତ ଯୁବ ଆଇନୀଜୀବୀ ଏବଂ ଗାଳ୍ପିଙ୍କର ଗଳ୍ପ ସଂକଳନ " ସହିବା ଲୋକ ହିଁ ବଡ " କଟକ ସ୍ଥିତ ନୟାବଜ଼ାର ଶ୍ରୀ ଜଗନ୍ନାଥ ଜିଉ ଓ ମଦନ ମୋହନ ମଠରେ ଉନ୍ମାଚିତ ହୈଇଛି. ଉକ୍ତ ପୁସ୍ତକ ଉନ୍ମାଚନ ସଭାରେ ପ୍ରକାଶକ କେଶବ ଚନ୍ଦ୍ର ରାଉତ ଏବଂ ମାଧୁରୀ ରାଉତ, ମୁକ୍ଷୟ ଅତିଥି ଭାବରେ ଭାଷା ସାହିତ୍ୟ ଗବେଷଣାର ଡ୍ର. ସୁବ୍ରତ କୁମାର ପୃଷଟି, ମୁଖ୍ୟ ବକ୍ତା ଭାବରେ ଓଡିଶା ଉଞ୍ଚାନ୍ୟାୟଳୟ ବରିଷ୍ଟ ଆଇନୀଜୀବୀ ଏବଂ ଲେଖକ ଦୟାନନ୍ଦ ମହାପାତ୍ର, ସାନମାନିତା ଅତିଥି ଭାବରେ...