Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ପୁରୀ ସିପସରୁବାଲି ଠାରେ ମମତାଙ୍କୁ 5ଏକର ଜମି ଦେଇଛନ୍ତି ନବୀନ

ପୁରୀ | 16/05/2025 | ବିକ୍ରମ ଓଡ଼ିଶା ନିୟୁଜ

ପୁରୀ ସିପସରୁବାଲି ଠାରେ ମମତାଙ୍କୁ 5ଏକର ଜମି ଦେଇଛନ୍ତି ନବୀନ ତାକୁ ବାତିଲ କରିବାକୁ ସରକାର ଙ୍କୁ ନିବେଦନ | ଜଗତସିଂହପୁର ତା 16/5ପୁରୀ ସିପ ସରୁବାଲି ଠାରେ ବିମାନବନ୍ଦର ନିକଟରେ ବିଗତ ସରକାର ସମୟରେ 5ଏକର ଜମି ମମତା ବାନାର୍ଜୀ ଙ୍କୁ ଦିଆଯାଇଛି |ବର୍ତମାନ ଓଡିଶା ସରକାର ତାକୁ ଫେରାଇ ଆଣି ବାକୁ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ର କର୍ମ କର୍ତ୍ତା ଡ଼କ୍ଟଇ ଧୃତିଧର ଦାସ. ଡ଼କ୍ଟର ଅରୁଣ ପାଣି ଡ଼କ୍ଟର ଗୌରାଙ୍ଗ ଚରଣ ସ୍ୱାଇଁ ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ. ସାମ୍ବାଦିକ ତପନ କୁମାର ରାଉତରାୟ ଜ୍ୟୋତି ରଞ୍ଜନ ପରିଡା ପ୍ରଦୀପ୍ତ କୁମାର ସ୍ୱାଇଁ. ଜାଇରମ...

Article Image

ଅଗ୍ନିକାଣ୍ଡ ଘଟାଇ ଅର୍ଦ୍ଧଦଗ୍ଧ ଅବସ୍ଥା ରେ ଅଭିଯୁକ୍ତ ଗିରଫ

କାକଟପୁର | 16/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଅଗ୍ନିକାଣ୍ଡ ଘଟାଇ ଅର୍ଦ୍ଧଦଗ୍ଧ ଅବସ୍ଥା ରେ ଅଭିଯୁକ୍ତ ଗିରଫ କାକଟପୁର ୧୬/୫ : ତୁଷାର ଦୀକ୍ଷିତ : ଅସ୍ତରଙ୍ଗ ବ୍ଲକ ଆଳସାହି ପଞ୍ଚାୟତ ଓଳିହାଁ ଗ୍ରାମ ବାବା ଐଶାନେସ୍ୱର ଶୈବ ପିଠ ସାମ୍ନା ରେ ଆଜି ରାତ୍ର ୩ଘଟିକା ୩୦ ମିନିଟ ସମୟ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ କାଣ୍ଡ, ଏହି ଗ୍ରାମ ର କ୍ଷେତ୍ରବାସୀ ବେହେରା ଙ୍କ ୩୮ ବର୍ଷୀୟ ପୁଅ ପ୍ରଭାତ ବେହେରା ଦୀର୍ଘ ବର୍ଷ ହେବ ଏହି ଶିବ ମନ୍ଦିର ସାମ୍ନା ରେ ଏକ ପୂଜା ସାମଗ୍ରୀ ଓ ଭେରାଇଟି ଷ୍ଟୋର ଦୋକାନ କରି ରୋଜଗାରକ୍ଷମ ଥିଲେ ମାତ୍ର ସେହି ସ୍ଥାନ...

Article Image

୩୦ବର୍ଷ ପରେ ଅବସର ନେଲେ ପାଚିକା ମୂଷି ବେୱା

କାକଟପୁର | 16/05/2025 | ବିକ୍ରମ ଓଡ଼ିଶା ନିୟୁଜ

୩୦ବର୍ଷ ପରେ ଅବସର ନେଲେ ପାଚିକା ମୂଷି ବେୱା କାକଟପୁର ୧୬/୫ (ତୁଷାର ଦୀକ୍ଷିତ )ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ର ଦୁଇ ନମ୍ବର ଅଙ୍ଗନବାଡି କେନ୍ଦ୍ର ର ପାଚିକା ମୂଷି ବେୱା ତିରିଶି ବର୍ଷ ଚାକିରୀ କରିସାରିବା ପରେ ୧୪ତାରିଖ ଦିନ ଅବସର ନେଇଛନ୍ତି। ସେ ଜଣେ ଉତ୍ତମ ବ୍ୟକ୍ତିତ୍ୱ ଥିବାରୁ ଅବସର ପରେ ତାଙ୍କ ସହକର୍ମୀ ମାନେ ଦୁଃଖ ପ୍ରକାଶ କରିଥିଲେ।ଏହି ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ରେ ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ୱାଡ଼ ସଭ୍ୟ ସମାଜ ସେବି ମନୋଜ ବିଶ୍ୱାଳ,ମାଆ ଲକ୍ଷ୍ମୀ କ୍ଳବ ସଭାପତି ତରୁଣ ତପନ ସ୍ୱାଇଁ,ସମସ୍ତ କେନ୍ଦ୍ର ର...

Article Image

ବଡ଼ଚଣା ଯାଦବ ପରିବାର ତରଫରୁ ବିଧାୟକ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଯାଜପୁର | 16/05/2025 | ବିକ୍ରମ ଓଡ଼ିଶା ନିୟୁଜ

ବଡ଼ଚଣା ଯାଦବ ପରିବାର ତରଫରୁ ବିଧାୟକ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ଶିଖର ଚଣ୍ଡୀ ପାଦ ଦେଶରେ ବଡ଼ଚଣା ଯାଦବ ତରଫରୁ ବିଧାୟକ ଅମର କୁମାର ନାୟକ ଙ୍କୁ ବରିଷ୍ଠ ଯାଦବ ନେତା ତ୍ରିଲୋଚନ ଦାସ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବଦିତ କରିଥିଲେ ପରେ କପିଳ ବେହେରା ସଭା ଆରମ୍ଭ କରି କହିଥିଲେ ଯେ ଆଗାମୀ ଦିନରେ କିଭଳି ଯାଦବ ମାନଙ୍କ ବିକାଶ ହେବ ଏହି ସଭାରେ ଉପସ୍ଥିତ ଥିଲେ ନୀଳମଣିବେହେରା,ପ୍ରଫୁଲ୍ଲ ଦାସ, ପ୍ରକାଶ ଦାସ,ପଞ୍ଚାନନ ବେହେରା,ମଦନ ବେହେରା,ସମେତ ବହୁ ଯାଦବ କର୍ମୀ...

Article Image

ବଡ଼ଚଣା ଯାଦବ ପରିବାର ତରଫରୁ ବିଧାୟକ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଯାଜପୁର | 16/05/2025 | ବିକ୍ରମ ଓଡ଼ିଶା ନିୟୁଜ

ବଡ଼ଚଣା ଯାଦବ ପରିବାର ତରଫରୁ ବିଧାୟକ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ଶିଖର ଚଣ୍ଡୀ ପାଦ ଦେଶରେ ବଡ଼ଚଣା ଯାଦବ ତରଫରୁ ବିଧାୟକ ଅମର କୁମାର ନାୟକ ଙ୍କୁ ବରିଷ୍ଠ ଯାଦବ ନେତା ତ୍ରିଲୋଚନ ଦାସ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବଦିତ କରିଥିଲେ ପରେ କପିଳ ବେହେରା ସଭା ଆରମ୍ଭ କରି କହିଥିଲେ ଯେ ଆଗାମୀ ଦିନରେ କିଭଳି ଯାଦବ ମାନଙ୍କ ବିକାଶ ହେବ ଏହି ସଭାରେ ଉପସ୍ଥିତ ଥିଲେ ନୀଳମଣିବେହେରା,ପ୍ରଫୁଲ୍ଲ ଦାସ, ପ୍ରକାଶ ଦାସ,ପଞ୍ଚାନନ ବେହେରା,ମଦନ ବେହେରା,ସମେତ ବହୁ ଯାଦବ କର୍ମୀ...

Article Image

ସହିଦ ଶ୍ରଦ୍ଧାଞ୍ଜଳି ସଭା।

ରାଇରଙ୍ଗପୁର | 16/05/2025 | ବିକ୍ରମ ଓଡ଼ିଶା ନିୟୁଜ

ସହିଦ ଶ୍ରଦ୍ଧାଞ୍ଜଳି ସଭା। ରାଇରଙ୍ଗପୁର ୧୬.୦୫.୨୦୨୫ ଶୁକ୍ରବାର ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନ ପ୍ରାଙ୍ଗଣରେ ସହିଦ ବୁନ୍ଦୁରାମ ସୋରେନଙ୍କ ଶ୍ରଦ୍ଧାଞ୍ଜଳି ସଭା " ସହିଦ ନୁନ୍ଦୁରାମ ସୋରେନ ଟ୍ରଷ୍ଟ" ଆନୁକୁଲ୍ୟରେ ଆୟୋଜନ କରାଯାଇ ଥିଲା । ଏଥିରେ ଅବସର ପ୍ରାପ୍ତ ସ୍ଥଳସେନା ମେଜର ମହେନ୍ଦ୍ର ନାଥ ମହାନ୍ତ ସଭାପତିତ୍ଵ କରିଥିଲେ । ମୁଖ୍ୟଅତିଥି ଡ. ଦିଗମ୍ବର ଗିରି, ସମ୍ମାନୀତ ଅତିଥି ରୂପେ ସୀମା ସଡ଼କ ସଂଗଠନ ବିଭାଗର ଅବସରପ୍ରାପ୍ତ ଏ.ଏ.ଓ. ରଘୁନାଥ ମାଝୀ, ଅବସରପ୍ରାପ୍ତ ଶିକ୍ଷକ ତିମିର ରଞ୍ଜନ ପଣ୍ଡା, ଶିକ୍ଷକ ରଞ୍ଜନ କୁମାର ନନ୍ଦ...

Article Image

ରାଜସ୍ଵ ନିରୀକ୍ଷକଙ୍କୁ ଆକ୍ରମଣ ଥାନାରେ ଅଭିଯୋଗ

ନାଉଗାଁ | 16/05/2025 | ବିକ୍ରମ ଓଡ଼ିଶା ନିୟୁଜ

ରାଜସ୍ଵ ନିରୀକ୍ଷକଙ୍କୁ ଆକ୍ରମଣ ଥାନାରେ ଅଭିଯୋଗ ନାଉଗାଁ, ୧୬/୫: ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ରାଜସ୍ଵ ନିରୀକ୍ଷକଙ୍କୁ ଆକ୍ରମଣ ହୋଇଥିବା ନାଉଗାଁ ତହସିଲ ପକ୍ଷରୁ ନାଉଗାଁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଉକ୍ତ ଆରଆଇଙ୍କ ଅଧିନରେ ଥିବା ଓଷକଣା ମୌଜାରେ ଜୈନିକ ବ୍ୟକ୍ତି ସରକାରୀ ସ୍ଥାନରୁ ଗଛ କାଟି ଗୃହ ନିର୍ମାଣ କରୁଥିବାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ନାଉଗାଁ ତହସିଲିଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତକରି ତହସିଲିଦାରଙ୍କ ନିର୍ଦ୍ଦେଶ କ୍ରମେ ଡେରିକି ଆରଆଇ ରାଜେଶ କୁମାର ସାହୁ ତାଙ୍କ କର୍ମଚାରୀ ମାନଙ୍କ ସହିତ ଶୁକ୍ରବାର ସକାଳେ ଉକ୍ତ ଘଟଣା ସ୍ଥଳକୁ ତଦନ୍ତ କରିବାକୁ...

Article Image

ବୀର ଯବାନଙ୍କ ଉଦ୍ଦେଶ୍ୟରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ରାହାମା | 16/05/2025 | ବିକ୍ରମ ଓଡ଼ିଶା ନିୟୁଜ

ବୀର ଯବାନଙ୍କ ଉଦ୍ଦେଶ୍ୟରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ* - *ରାହାମା ତା 16/05/2025* ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବାଣିଜିକ କେନ୍ଦ୍ର ରାହାମା ଠାରେ ଆଜି ଅପରେସନ ସିନ୍ଦୁର ର ସଫଳତା ଓ ଭାରତୀୟ ସେନାବାହିନୀ ବୀର ଯବାନଙ୍କ ଦକ୍ଷତାକୁ ସଂମ୍ମାନ ଜଣାଇ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ଡ଼ଃ ସୁନାକର ବେହେରା ଙ୍କ ସଂଯୋଜନାରେ କଲେଜ ଛକ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରୁ ସହ ସହ ସଂଖ୍ୟାରେ ଦେଶ ପ୍ରେମରେ ସମର୍ପିତ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ,ବୁଦ୍ଧିଜୀବୀ, ସ୍ବେଛାସେବୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନଧି,ଆରକ୍ଷୀ ବାହିନୀ, ବ୍ୟବସାୟୀ ବନ୍ଧୁ ଓ ଅଞ୍ଚଳର ଜନସାଧାରଣ ଏକତ୍ରିତ ହୋଇ ହସ୍ତରେ ତ୍ରିରଙ୍ଗା ଧରି ଏକ ବିରାଟ ଶୋଭାଯାତ୍ରାରେ...

Article Image

ଦୁର୍ଘଟଣାରେ ଦୁଇ ଭାଇଙ୍କ ମତ୍ୟୁ ଘଟଣା ବୋଲେରୋ ଜବତ, ଡ୍ରାଇଭର ଅଟକ

ବୁଗୁଡ଼ା | 16/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଦୁର୍ଘଟଣାରେ ଦୁଇ ଭାଇଙ୍କ ମତ୍ୟୁ ଘଟଣା ବୋଲେରୋ ଜବତ, ଡ୍ରାଇଭର ଅଟକ ବୁଗୁଡ଼ା,୧୬/୦୫(ସୋରେନ କୁମାର ପ୍ରଧାନ):ଗତ ମେ'୧୧ ତାରିଖ ରାତିରେ ବୁଗୁଡା-ଷୋଳମଇଲି ରାସ୍ତାରେ ଘଟିଥ‌ିବା ମର୍ମନ୍ତୁଦ ଦୁର୍ଘଟଣାରେ କାନସୁକା ଗ୍ରାମର ପଞ୍ଚୁ ନାଇକଙ୍କ ପୁଅ ଓମ୍ ପ୍ରକାଶ ନାଇକ(୧୬) ଓ ସନ୍ତୋଷ ନାଇକଙ୍କ ପୁଅ ଶୁଭ ନାଇକ (୧୮) ର ପ୍ରାଣହାନୀ ଘଟିଥିଲା I ଏନେଇ ସନ୍ତୋଷ ନାଇକଙ୍କ ଅଭିଯୋଗ କ୍ରମେ ପୁଲିସ କେସ୍ ନଂ ୩୦୮/୨୫ରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ ( ନଂ-ଓଡି ୦୭କେ-୬୬୨୯) କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା | ଘଟଣାର ପାରିପାଶ୍ୱିର୍କ ପରିସ୍ଥିତି ଓ ଆଖପାଖର...

Article Image

ଲକ୍ଷ୍ମୀ ବସ୍ ଧକ୍କା ରେ ଶିଶୁ ପୁତ୍ର ର ମୃତ୍ୟୁ , ସ୍ବାମୀ ସ୍ତ୍ରୀ ଗୁରୁତର

ଖୋର୍ଦ୍ଧା | 16/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଲକ୍ଷ୍ମୀ ବସ୍ ଧକ୍କା ରେ ଶିଶୁ ପୁତ୍ର ର ମୃତ୍ୟୁ , ସ୍ବାମୀ ସ୍ତ୍ରୀ ଗୁରୁତର - ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବଡସାହି ଠାରେ ଲକ୍ଷ୍ମୀ ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଶିଶୁ ପୁତ୍ର ର ମୃତ୍ୟୁ ଘଟିଥିବା ବେଳେ ସ୍ଵାମୀ ଓ ସ୍ତ୍ରୀ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡ଼ାକ୍ତରଖାନା ରେ ଭର୍ତି କରାଯାଇଛି। ଗତ କାଲି ଅପରାହ୍ନ ୪ ଟା ରେ କେରଙ୍କ ରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ଯାତ୍ରୀ ବାହୀ ଲକ୍ଷ୍ମୀ ବସ୍ ସହିତ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହିତ ମୁହାଁ ମୁହିଁ ଧକ୍କା...

Article Image

ଆମ ଏମ ଡି ଙ୍କ ଅଫିସି ରେ ବି ତାଲା, ଆମର ବନ୍ଦ ରହିଲେ କଣ ହେଲା

ତିର୍ତୋଲ | 16/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଆମ ଏମ ଡି ଙ୍କ ଅଫିସି ରେ ବି ତାଲା, ଆମର ବନ୍ଦ ରହିଲେ କଣ ହେଲା * ଉଠା ଜଳ ସେଚନ ଉପଖଣ୍ଡ, ତିର୍ତୋଲ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ବିସ୍ପୋରକ ମତ, ଆମ ଏମ ଡି ଅଦ୍ୟାବଧି କେହି ଜଏନ କରି ନାହାନ୍ତି ତାଙ୍କ ଅଫିସିରେ ତାଲା ଝୁଲୁଛି, ଆମର ତାଲା ଝୁ ଲିଲେ କଣ ହେଲା, ଉଠା ଜଳ ସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟା ଳୟରେ ଆଉ କେହି ଷ୍ଟାଫ ନାହାନ୍ତି, ମୁଁ ଏକା ଚାରି ଚାରିଟି ଉପଖଣ୍ଡ ଚାର୍ଜ ରେ ଅଛି, ଫିଲିଡି ଯାଉଛି, ସହକାରୀ ଯନ୍ତ୍ରୀ, ମ୍ୟାଡାମ ବି କାମ ପଡିଲେ...

Article Image

ଭାରତୀୟ ସୈନିକଙ୍କ ବୀରତ୍ବ ସମ୍ମାନରେ ତ୍ରିରଙ୍ଗା ଶୋଭାଯାତ୍ରା

ବୁଗୁଡ଼ା | 15/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଭାରତୀୟ ସୈନିକଙ୍କ ବୀରତ୍ବ ସମ୍ମାନରେ ତ୍ରିରଙ୍ଗା ଶୋଭାଯାତ୍ରା ବୁଗୁଡ଼ା,୧୫/୦୫(ସୋରେନ କୁମାର ପ୍ରଧାନ): ଗତ ଏପ୍ରିଲ ୨୨ ତାରିଖରେ କାଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କବାଦୀଙ୍କ ଲୋମହର୍ଷଣକାରୀ ଘଟଣା ପରେ ଆତଙ୍କବାଦୀଙ୍କୁ ଠିକଣା ଜବାବ ଦେବାକୁ ଯାଇ “ଅପରେସନ ସିନ୍ଦୂର” ପଦକ୍ଷେପର ସଫଳ ରୂପାୟନରେ ଭାରତୀୟ ସୈନିକଙ୍କ ପରାକ୍ରମକୁ ଭୂୟସୀ ପ୍ରଶଂସା ସହ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ଯରେ ବୁଗୁଡ଼ା ଏନଏସି ଓ ବ୍ଲକ ପ୍ରଶାସନ ପକ୍ଷରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବଡଦାଣ୍ଡଠାରୁ ଶୁଭାରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ଶତାଧିକ ବାଇକ୍ ଆରୋହୀ ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ନଗର ଭ୍ରମଣ କରିଥିଲେ।...