ଜଳ ଭଣ୍ଡାର ଦାବୀ ସମାବେଶ ଶିବିରରେ ପ୍ରତିଭା ସ୍ୱୀକୃତି ପତ୍ର ପାଇବେ 10ସାମ୍ବାଦିକ 10ସମାଜ ସେବୀ | ଯୋଗଦେବେ 40ରୁ ଅଧିକ ସାମ୍ବାଦିକ |, ~~~~~~~~~~~~~, ଜଗତସିଂହପୁର,/ନିଆଳି 17/5ଦେଵୀନଦୀ ରେ ଦେବୀଦଳ ଓ କନ୍ଦଳ ନଦୀ ର କୁଣ୍ଡିମୁଂହ ଠାରେ ପ୍ରାଚୀ.. ତଅଁଳ ନଦୀରେ ଚେକ ଡ୍ୟାମ ଓ ଆଡି ବନ୍ଧ ନିର୍ମାଣ ପାଇଁ ଓଡିଶା ର ମୁଖ୍ୟ ମନ୍ତ୍ରୀ ଙ୍କୁ ଦରଖାସ୍ତ ଦିଆଯିବ |ବିଧାୟକ ନିଆଳି ଛବି ମଲ୍ଲିକ ବିଧାୟକ ଜଗତସିଂହପୁର ଅମରେନ୍ଦ୍ର ଦାସଙ୍କୁ ଅନୁରପ ଦରଖାସ୍ତ ଦିଆଯିବ |ଦସ୍ତଖତ ସଂଗ୍ରହ ପାଇଁ ପହଁଗା ବଢ଼େଇସାହି କୁତ୍ତାମଚଣ୍ଡୀ ମନ୍ଦିର ରେ ଆସନ୍ତା ଜୁନ ଏକ ତାରିଖ ରବିବାର ଦିନଏକ ସମାବେଶ ହେବ...
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର କୃତି ଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜିଲ୍ଲାର 78 ଛାତ୍ରୀ ସମ୍ବର୍ଦ୍ଧିତ ରାଷ୍ଟ୍ରପତିଙ୍କ ପକ୍ଷରୁ କେଜିବିଭି ଛାତ୍ରୀଙ୍କୁ Rs10000/- ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଇରଙ୍ଗପୁର :- ମୟୁରଭଞ୍ଜ ଜିଲ୍ଲାର 26 ଗୋଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀମାନଙ୍କର ବିଦ୍ୟାଳୟର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଳଙ୍କୃତ କରିଥିବା ପ୍ରତ୍ୟେକ ପିଲାଙ୍କୁ 10000/- ଟଙ୍କା ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲାI ଜିଲ୍ଲାର ବାଳିକା ଶିକ୍ଷା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକଙ୍କ ତତ୍ୱାବଧାନରେ ସ୍ୱାଗତ ଅଭିଭାଷଣ ସହ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା...
ଭାରତୀୟ ଜନତା ପାର୍ଟି ଆନୁକୁଲ୍ୟ ରେ ଜିଲ୍ଲା ସ୍ତରୀୟ ଚାଷି ସମାବେଶ । - ତିର୍ତ୍ତୋଲ ତା୧୭/୦୫ (ରିପୋର୍ଟ-ଟୁକନ ସେଠୀ)- ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ତିର୍ତ୍ତୋଲ ସ୍ଥିତ ବିଣାପାଣି ମଣ୍ଡପ ଠାରେ ଏକ ଜିଲ୍ଲା ସ୍ତରୀୟ ବିଶାଳ ଚାଷି ସମାବେଶ ଅନୁଷ୍ଠିତ ହୋଇଯାଇଅଛି । ଜଗତସିଂହପୁର କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ତପନ କୁମାର ବେହେରା ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କର ଖାଦ୍ୟ, ଯୋଗାଣ , ବିଜ୍ଞାନ ବୈଷୟିକ ବିଭାଗ ମାନ୍ୟବର ମନ୍ତ୍ରୀ କୃଷ୍ଣ ନନ୍ଦ୍ର ପାତ୍ର ଏବଂ ସନ୍ତାନୀୟ ଅତିଥିଭାବେ ଶିଳ୍ପ...
ରାଜ୍ୟ ସଭାପତିଙ୍କ ଦ୍ୱାରା ସାମ୍ବାଦିକ ସନ୍ତୋଷ ବେହେରାଙ୍କୁ ପାରାଦ୍ୱୀପ ଶାଖାର ସହ-ସମ୍ପାଦକ ସହ ସଂମାନୀତ କରାଯାଇଛି, ପାରାଦୀପ, : ଓଡିଶା ସାମ୍ବାଦିକ ସଙ୍ଘ ପାରାଦୀପ ଶାଖାର କାର୍ଯ୍ୟକାରିଣୀ ବୈଠକ ନୂଆବଜାର ସଙ୍ଘ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି।ଓଜେୟୁ ପାରାଦୀପ ଶାଖାର ସଭାପତି କରମେଶ୍ବର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଓଜେୟୁ ର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର କୁମାର ବିଶ୍ବାଳ ଯୋଗ ଦେଇଥଲେ।ସାମ୍ବାଦିକ ମାନଙ୍କର ବୃତ୍ତିଗତ, ଅର୍ଥନୈତିକ, ପାରିବାରିକ,...
ନିଖୋଜ ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର କାକଟପୁର ୧୭।୫(ତୁଷାର ଦୀକ୍ଷିତ ) ଅସ୍ତରଙ୍ଗ ଥାନା ତାଳଦା ପଞ୍ଚାୟତ କୂଳସାହି ଗ୍ରାମର ମାନସିକ ବିକାରଗ୍ରସ୍ତ ନିଖୋଜ ବୃଦ୍ଧା ହାରାମଣି ବିଶ୍ବାଳ(୭୫) ଗଳିତ ମୃତ ଦେହ କାକଟପୁର ଥାନା ଲତାହରଣ ଗ୍ରାମ ବାଲି ପଡ଼ିଆରୁ ଆଜି ଉଦ୍ଧାର କରାଯାଇଛି।ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ କାକଟପୁର ଥାନା ଅଧିକାରୀ ଉମେଶ ସାହୁ ଫରେନ୍ସିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ପଞ୍ଚନମା କରିଛନ୍ତି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।ସୂଚନା ଅନୁଯାୟୀ, କୂଳସାହି ଗ୍ରାମର ସ୍ବର୍ଗତ ପଙ୍କଜ ବିଶ୍ବାଳଙ୍କ ପତ୍ନୀ ହାରାମଣି ସାମାନ୍ୟ ମାନସିକ ବିକାରଗ୍ରସ୍ତ ହୋଇ ନିଜ ଗ୍ରାମରେ...
ଓଡିଶା ସାମ୍ବାଦିକ ସଙ୍ଘ ପାରାଦୀପ ଶାଖାର କାର୍ଯ୍ୟକାରିଣୀ ବୈଠକ ତିର୍ତ୍ତୋଲ-୧୭/୫-(ରିପୋର୍ଟଓଡିଶା ସାମ୍ବାଦିକ ସଙ୍ଘ ପାରାଦୀପ ଶାଖାର କାର୍ଯ୍ୟକାରିଣୀ ବୈଠକ ନୂଆବଜାର ସଙ୍ଘ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି।ଓଜେୟୁ ପାରାଦୀପ ଶାଖାର ସଭାପତି କରମେଶ୍ବର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଓଜେୟୁ ର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର କୁମାର ବିଶ୍ବାଳ ଯୋଗ ଦେଇଥଲେ।ସାମ୍ବାଦିକ ମାନଙ୍କର ବୃତ୍ତିଗତ, ଅର୍ଥନୈତିକ, ପାରିବାରିକ, ସାମାଜିକ ଆଦି ସମସ୍ୟା ଗୁଡିକର ସମାଧାନ ପାଇଁ ଆଲୋଚନା କରିବା...
ଗାନ୍ଧି ଶିକ୍ଷାଶ୍ରମର ପୁରାତନ ଛାତ୍ରଛାତ୍ରୀମାନଙ୍କ ମହାମିଳନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ୧୯୩୪ ମସିହା ମେ' ୨୧ ତାରିଖ ଦିନ ଜାତିର ଜନକ ମହାତ୍ମା ଗାନ୍ଧି ହରିଜନ ପଦଯାତ୍ରା କାର୍ଯ୍ୟକ୍ରମରେ ଆସି ଆମ ଅଞ୍ଚଳରେ ପହଞ୍ଚି ଥିଲେ । ସ୍ଥାନୀୟ ବୈରୀ ଷ୍ଟେସନରେ ଓହ୍ଲାଇ ପଦଯାତ୍ରାରେ ଆସି ଏହି ଗାନ୍ଧି ସେବାଶ୍ରମରେ ଦିନ ଅତିବାହିତ କରିବା ସହ ଚମ୍ପାପୁର ଠାରେ ଏକ ବିଶାଳ ଜନସଭାରେ ଅଚଲବାସୀକୁ ଉଦବୋଧନ ଦେଇଥିଲେ । ଗାନ୍ଧୀଜୀଙ୍କ ପରାମର୍ଶ କ୍ରମେ ମହାନ ବିପ୍ଲବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଗାନ୍ଧୀ ସେବାଶ୍ରମକୁ ଗାନ୍ଧି ଶିକ୍ଷାଶ୍ରମରେ ରୂପାନ୍ତରିତ କରିଥିଲେ, ଯାହା ଆମ ଅଞ୍ଚଳର ଦୁଷ୍ପ୍ରାପ୍ୟ ଥିଲା, ତାକୁ ଆମେ...
ତିର୍ତ୍ତୋଲ ବିଜେଡି ରେ ହଇଚଇ ବିଧାୟକଙ୍କ ବିରୋଧରେ ଏକଜୁଟ ! ତିର୍ତ୍ତୋଲ-୧୭/୫-(ରିପୋର୍ଟ-ଟୁକନ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେଡି ରେ ଘଣ୍ଟାକେ ଘୋଡା ଛୁଟୁଛି । ଜେବେଠାରୁ ନୂତନ ବିଧାୟକ ଭାବେ ରମାକାନ୍ତ ଭୋଇ ନିର୍ବାଚିତ ହେଲେଣି ସେବେଠାରୁ ତାଙ୍କର ପୁର୍ବତନ ବିଧାୟକ ଟିକେଟ ଦେଇ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ,କିଛି ସରପଞ୍ଚ ଓ ସମିତି ସଭ୍ୟ ରମାକାନ୍ତ ଙ୍କ ଉପରେ ଅସନ୍ତୁଷ୍ଟ ହୋଇଛନ୍ତି । ସେହିପରି ଗତକାଲି ରମାକାନ୍ତ କିଛି କିଛି ହାତଗଣତି ନେତାଙ୍କୁ ନେଇ ଜଗତସିଂହପୁର ର ଏକ ନିବୁଜ କୋଠରୀ ରେ ଦଳୀୟ ସଭା ଆୟୋଜନ କରୁଥିବା ବେଳେ ଆଉ କିଛି ପ୍ରତିନିଧି କୁ...
ତିର୍ତୋଲ ବ୍ଲକ ରେ ହିତାଧିକାରୀ ଙ୍କୁ ନୂଆ ରାସନ କାର୍ଡ ବାଣ୍ଟିଲେ ଯୋଗାଣ ମନ୍ତ୍ରୀ ତିର୍ତୋଲ :୧୭/୫ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଠାରେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନୂଆ ହିତାଧିକାରୀ ଙ୍କୁ ବାଣ୍ଟିଲେ ରାସନ କାର୍ଡ l ପୂର୍ବସାରକାର ସମୟରୁ ବହୁ ଯୋଗ୍ୟ ହିତାଧିକାରୀ ରାସନ କାଡରୁ ବାଦ ପଡି ଅସୁବିଧା ର ସମୁଖୀନ ହେଉଥିବା ବେଳେ ଚଳିତ ମୋହନ ସରକାର ଏହାର ଗୁରୁତ୍ୱ କୁ ଉପଲବ୍ଧି କରି ବାସ୍ତବିକ ତଦନ୍ତ କରି ଯୋଗ୍ୟ ହିତାଧିକାରୀ ଙ୍କୁ ଚୟନ କରି ରାସନ କାର୍ଡ ରେ ସେମାନଙ୍କ ନା ସାମିଲି କରିଥିଲେ l ଆଜି...
ପଶ୍ଚିମେଶ୍ୱର ଙ୍କ ଚନ୍ଦନ ଯାତ୍ରା ଚାଲିଛି * କୁଜଙ୍ଗ 17/5 ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ବଣିତ ଗ୍ରାମରେ ଥିବା ପ୍ରାଚୀନ ଶୈବ ପୀଠ ଶ୍ରୀ ଶ୍ରୀ ପଶ୍ଚିମେଶ୍ୱର ମହାଦେବ ଙ୍କ ଚନ୍ଦନ ଯାତ୍ରା ବେଶ ସମାରୋହରେ ପାଳିତ ହେଉଛି l ଗ୍ରୀଷ୍ମ ପ୍ରବହ ଙ୍କୁ ନଜରରେ ରଖି ଅକ୍ଷୟ ତୃତୀୟା ଠାରୁ ଚନ୍ଦନ ଯାତ୍ରା ଦେବତା ମାନଙ୍କର ଅନୁଷ୍ଠିତ ଉଦେଶ୍ୟ ରେ ଆୟୋଜିତ ହୋଇ ଥାଏ, ପଶ୍ଚିମେଶ୍ୱର ମହାଦେବ ସୁସଜିତ ଡଙ୍ଗାରେ ବସି ଚନ୍ଦନ ପୋଖରୀ ରେ ଚାପ ଖେଳି ଗ୍ରୀଷ୍ମ ଲାଘବ କରି ଥାନ୍ତି, ସେବାୟତ ମାନେ ମା ଗୌରୀ ଓ ପ୍ରଭୁ ହର ଙ୍କୁ ବିମାନରେ ବଷାଇ ପୁଷ୍କରଣୀ...
ସରପଞ୍ଚଙ୍କ ସହଯୋଗ କ୍ରମେ କୁଜଙ୍ଗ ଆଥେଲେଟିକ କ୍ଲବ ତରଫରୁ ଜଳ ଛତ୍ର ପ୍ରଦାନ* * ୧୬/୦୫/୨୦୨୫ ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ର କୁଜଙ୍ଗ ଆଥେଲେଟିକ କ୍ଲବ ତରଫରୁ ଜଳ ଛତ୍ର ର ଵେବସ୍ତା କରାଯାଇଥିଲା କ୍ଲବ ର ସଭାପତି ଦିଲ୍ଲୀପ କୁମାର ସାହୁ, ସମ୍ପାଦକ ରଜନୀ କାନ୍ତ ଗୁରୁ, କାଯ୍ୟ କାରି ସଭାପତି ଦେବେନ୍ଦ୍ର ନାରାୟଣ ରାଜ ଗୁରୁ,ସହ ସମ୍ପାଦକ ବୈଷ୍ଣବ ଚରଣ ଦାସ ଖେଳ ପରିଚାଳକ ପ୍ରଦ୍ୟୁମ୍ନ ପଟ୍ଟନାୟକ, ବିଶ୍ଵନାଥ ମଲ୍ଲିକ, କ୍ଲବ ମେମ୍ବର ସୁରେଶ ଲେଙ୍କା, ସେକ ଅବତାର ଅଲି, ଶ୍ରୁତିକାନ୍ତ ପଣ୍ଡା, ଚନ୍ଦ୍ରକାନ୍ତ ନାୟକ, ରୋନାକ ଗୁପ୍ତା,ସଞ୍ଜୟ ଦାସ ସବୁ କ୍ଲବ...
ପ୍ରାକ୍ତନ ସମିତି ସଭ୍ୟଙ୍କୁ ଛେରା ବନ୍ଧୁକରେ ଆକ୍ରମଣ ବୁଗୁଡ଼ା,୧୬/୦୫(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗିଡି ଗ୍ରାମରେ ପ୍ରାକ୍ତନ ସମିତି ସଭ୍ୟ ସନ୍ତୋଷ କୁମାର ପାତ୍ର ଗୁରୁବାର ରାତିରେ ଜନୈକ ଅଜଣା ବ୍ଯକ୍ତି ଦ୍ବାରା ଛେରା ବନ୍ଧୁକ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୩୧୮/୨୫ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ, ଗତ ଗୁରୁବାର ରାତିରେ ସନ୍ତୋଷ ଘର ବାରଣ୍ଡାରେ ବସି ତାଙ୍କର ପୁଅ ଓ ପୁତୁରାକୁ ପାଠ ପଢାଉଥିଲେ । ଏହି ସମୟରେ ଜନୈକ ମୁଖାଧାରୀ ଅଜଣା ବ୍ଯକ୍ତି ତାଙ୍କ ନିକଟକୁ...