ବୋଧେଇ ପଂଚାୟତ ରେ ପରାକ୍ରମ ଶୋଭା ଯାତ୍ରା ଅନୁଷ୍ଠିତ, ତିର୍ତୋଲ ୧୯/୫ ତିର୍ତୋଲ ବ୍ଲକ ବୋଧେଇ ପଂଚାୟତ ଠାରେ ଅପ ରେସନ ସିନ୍ଦୁର ର ବିଜୟ ନିମନ୍ତେ ପରାକ୍ରମ ଶୋଭା ଯାତ୍ରା ଶିବ ପ୍ରସାଦ ସାହୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି,ଏହି ପରାକ୍ରମ ଶୋଭା ଯାତ୍ରା ସ୍ଥାନୀୟ ଅଂଚଳ ର ଆରାଧ୍ୟ୍ୟ ଦେଵ ପ୍ରଭୁ ନଡ଼ବଡି ଙ୍କ ପୀଠରୁ ଆରମ୍ଭ କରାଯାଇ ଦିଆନପୁର, ବିକିପୁର, ଇରିକୁଣ୍ଡଳ ଗ୍ରାମ ଓ ନୂଆପୋଖରୀ ବଜ଼ାର ପରୀକ୍ରମା କରାଯାଇ ଥିଲା ଏଥିରେ ବୋଧେଇ ପଂଚାୟତ ର ସ୍ୱୟଂ ସାହାୟକ ଗୀଷ୍ଟି ର ଏମ ବି କେ, ସି ଆର ପି, ଆଦି ଶତାଧିକ...
ଅସରାଏ ବର୍ଷା ରେ ଫାଟିଲା ନୂତନ ନଦୀ ବନ୍ଧ ଠିକାଦାର ଓ ବିଭାଗ ର ମଧୁଚନ୍ଦ୍ରିକା ର ନଗ୍ନ ଦୃଶ୍ୟ କାକଟପୁର 19/5 (ତୁଷାର ଦୀକ୍ଷିତ ) ନଦୀ ବନ୍ଧ ସୁରକ୍ଷା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ର ବେୟ କରିବା ସହିତ ବିଭିନ୍ନ ସ୍ଥାନରେ ଅନେକ ଯୋଜନା କୁ ନଦୀ ବନ୍ଧ ସହିତ ଅନ୍ତର୍ଭୁକ୍ତ କରି ଏହି କାର୍ଯ୍ୟ କୁ ଜଳପ୍ରକଳ୍ପ ବିଭାଗ ମାଧ୍ୟମ ରେ ଟେଣ୍ଡର କରି କିଛି ଠିକାସଂସ୍ଥା କୁ ପ୍ରଦାନ କରିଥାନ୍ତି. ମାତ୍ର ପ୍ରକୃତ ରେ ଉକ୍ତ ଠିକାସଂସ୍ଥା ଏହି କାର୍ଯ୍ୟ କୁ ସଠିକ ଭାବେ କରୁଛି କି...
ପୀରଜାହାନିଆଁ ପର୍ଯ୍ୟଟନ ସ୍ଥଳି ର ଉନ୍ନତି ପାଇଁ ସ୍ଥାନ ପରଖିଲେ ପ୍ରକଳ୍ପ ଅଧିକାରୀ ପରିଦର୍ଶନ। କାକଟପୁର ୧୯/୫ (ତୁଷାର ଦୀକ୍ଷିତ ) ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ସର୍ବ ଧର୍ମ ସମନ୍ୱୟ ର ପୀଠ ପୀର ଜାହାନିଆଁ ପର୍ଯ୍ୟଟନ ସ୍ଥଳ ସହିତ ସମୁଦ୍ର ବେଳାଭୂମି ର ପାରିପାର୍ଷିକ ଉନ୍ନତି ପାଇଁ ସୋମବାର ପୁରୀ ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି କ୍ଷେତ୍ର ପରିଦର୍ଶନ କରିଥିଲେ। ଦିନ ୧୧ଟା ସମୟରେ ପୀର ଜାହାନିଆଁ ଠାରେ ପହଂଚି ପର୍ଯ୍ୟଟନ ସ୍ଥଳର ପିଇବା ପାଣି, ପରିମଳ, ପାର୍କିଙ୍ଗି ସହ ବିଭିନ୍ନ ଆବଶକୀୟ ସୁବିଧା ତଥା ବ୍ୟବସାୟୀ ମାନଙ୍କ ପାଇଁ ନୂତନ...
ସୋସିଆଲ ମିଡିଆର ବିବାଦୀୟ ଖବରକୁ ପାଣି ପଞ୍ଚାୟତ ସଭାପତିଙ୍କ ଖଣ୍ଡନ କରିଛନ୍ତି। ଗଂଜାମ ଜିଲ୍ଲା.ହିଞ୍ଜିଳିକାଟୁ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଶାସନଆମ୍ବଗାଁ ସମିତିସଭ୍ୟା ପ୍ରତିନିଧିଙ୍କ ବିବାଦୀୟ ମନ୍ତବ୍ୟକୁ ନିମେଶ୍ବର ପାଣି ପଞ୍ଚାୟତ ସଭାପତି ଖଣ୍ଡନ କରିଛନ୍ତି । ଉକ୍ତ କାର୍ଯ୍ଯରେ ମାର୍କଣ୍ଡ ବାବୁଙ୍କ କୌଣସି ସମ୍ପୃକ୍ତ ନଥିବା ମଧ୍ୟ କହିଛନ୍ତି ସଭାପତି । ହିଞ୍ଜିଳି ଜଳସମ୍ପଦ ବିଭାଗ ଅଧିନରେ ନିମେଶ୍ବର ପାଣି ପଞ୍ଚାୟତ ଅନ୍ତର୍ଭୁକ୍ତ ରହିଛି ।ଏଣୁ ପାଣି ପଞ୍ଚାୟତରେ ଥିବା କମିଟି ମଧ୍ଯ୍ଯମରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକକାର୍ଯ୍ୟ ଚାଷୀଙ୍କ ପାଇଁ କରାଯାଉଛି ଏବଂ ସମସ୍ତ ସଭ୍ଯା ଅବଗତ ଥିବା ରହିଛି । ଏଥି...
୫୬ତମ ବାର୍ଷିକ ଚତୁର୍ଦ୍ଦଶୀ ମେଳା ଅବସରରେ ଆମ ଶିଶୁ ଅନନ୍ତ ଆଶ୍ରମ ପରିସରରେ "ଜୀବ ପୂଜନ" କାର୍ଯ୍ୟକ୍ରମ ତିର୍ତ୍ତୋଲ-୧୮/୫-(ରିପୋର୍ଟ-ଟୁକନ ସେଠୀ)- ବିଭିନ୍ନ ଜୀବ ମାନଙ୍କୁ ପୂଜା କରାଯାଇଥିଲା ଓ ଜୀବ ହତ୍ୟା ଜନୀତ ପାପରୁ ମାନବ ସମାଜର ମୁକ୍ତି ପାଇଁ ପ୍ରାର୍ଥନା କରାଯାଇଥିଲା ଓ ପୂଜା ପାଇଥିବା ସମସ୍ତ ଜୀବ ମାନଙ୍କୁ ସେମାନଙ୍କର ସ୍ବଭାବିକ ମୃତ୍ୟୁ ପର୍ଯ୍ୟନ୍ତ ଆଶ୍ରମ ପରିସରରେ ରଖି ଶେଷ ପର୍ଯ୍ୟନ୍ତ ଆଶ୍ରମ ରେ ସେବା ଦିଆଯିବ..... ଏହାଥିଲା ପୂଜ୍ୟ ଗୁରୁ ଦେବ ଙ୍କ ଏକ ଅଭିନବ ପ୍ରୟାସ । ପୂର୍ଣ୍ଣ୍ୟ ଭୂମି ଭାରତ ବର୍ଷର ସବୁଠାରେ "ଗୋ ପୂଜନ" ହେଉଥିବା ବେଳେ ଏଠି ପରମ...
କିଡ଼ନୀ ରୋଗରେ ପୀଡିତ ଗୌତମ ସ୍ୱାଇଁଙ୍କୁ ଆର୍ଥିକ ସହାୟତା * ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ନାରଦିଆ ଗ୍ରାମର କିଡ଼ନୀ ରୋଗରେ ପୀଡିତ ଗୌତମ ସ୍ବାଇଁଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ଗୌତମ ଜଣେ ଗରିବ ଶ୍ରେଣୀର ପିଲା | ରଙ୍ଗ କାମ କରି ପରିବାର ପ୍ରତିପୋଷଣ କରନ୍ତି । ଗତ କିଛି ମାସ ହେବ ଗୌତମ କିଡ଼ନୀ ରୋଗରେ ପୀଡିତ ହୋଇ ବର୍ତ୍ତମାନ ସେ ଚଲାବୁଲା ଠିକ ସେ କରିପାରୁନାହାନ୍ତି | ଗୋଡ ହାତ ସବୁ ଫୁଲି ଯାଉଛି | ଡାକ୍ତରଙ୍କ...
ଜଗତସିଂହପୁର ଜିଲ୍ଲା କାରାଗାରରେ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ* ତିର୍ତ୍ତୋଲ-୧୮/୫-(ରିପୋର୍ଟ-ଟୁକନ ସେଠୀ)- ଜିଲ୍ଲାର ଅଗ୍ରଣୀ ସେବା ଓ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସହଭାଗିତାରେ ଜିଲ୍ଲା କାରାଗାର ଆଳୀପିଙ୍ଗଳର ଅନ୍ତେବାସୀଙ୍କ ମାନସିକତାର ପରିବର୍ତନ ପାଇଁ ଆନ୍ତର୍ଜାତୀକ ଗୀତା ମିଶନର ସଭାପତି ବ୍ରହ୍ମଚାରୀ ଚିଦାନନ୍ଦ ଜୀ ମହାରାଜ ଓ ମାଳିକା ପ୍ରବଚକ ବ୍ରହ୍ମଚାରୀ ଦିବାକର ଦାସ ମହାରାଜଙ୍କ ଦ୍ଵାରା ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ ହେଲା। ଉକ୍ତ ଆଧ୍ୟାତ୍ମିକ ସମାବେଶରେ ଆଇନ୍ ସେବା ପ୍ରାଧିକରଣ ସଚିବ ବି. ଡି. ଡି ଚନ୍ଦନା, କାରାଗାରର...
ସୋସିଆଲ ମିଡିଆର ବିବାଦୀୟ ଖବରକୁ ପାଣି ପଞ୍ଚାୟତ ସଭାପତିଙ୍କ ଖଣ୍ଡନ କରିଛନ୍ତି। ଗଂଜାମ ଜିଲ୍ଲା.ହିଞ୍ଜିଳିକାଟୁ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଶାସନଆମ୍ବଗାଁ ସମିତିସଭ୍ୟା ପ୍ରତିନିଧିଙ୍କ ବିବାଦୀୟ ମନ୍ତବ୍ୟକୁ ନିମେଶ୍ବର ପାଣି ପଞ୍ଚାୟତ ସଭାପତି ଖଣ୍ଡନ କରିଛନ୍ତି । ଉକ୍ତ କାର୍ଯ୍ଯରେ ମାର୍କଣ୍ଡ ବାବୁଙ୍କ କୌଣସି ସମ୍ପୃକ୍ତ ନଥିବା ମଧ୍ୟ କହିଛନ୍ତି ସଭାପତି । ହିଞ୍ଜିଳି ଜଳସମ୍ପଦ ବିଭାଗ ଅଧିନରେ ନିମେଶ୍ବର ପାଣି ପଞ୍ଚାୟତ ଅନ୍ତର୍ଭୁକ୍ତ ରହିଛି ।ଏଣୁ ପାଣି ପଞ୍ଚାୟତରେ ଥିବା କମିଟି ମଧ୍ଯ୍ଯମରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକକାର୍ଯ୍ୟ ଚାଷୀଙ୍କ ପାଇଁ କରାଯାଉଛି ଏବଂ ସମସ୍ତ ସଭ୍ଯା ଅବଗତ ଥିବା ରହିଛି । ଏଥି...
ସାମ୍ବାଦିକ ତାର ଜନକ ଦେବର୍ଷି ନାରଦ ଙ୍କ ଜୟନ୍ତୀ ପାଳିତ * ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ନେହେରୁ ବଜାର ଠାରେ ଥିବା ସରସ୍ବତୀ ବିଦ୍ୟା ମନ୍ଦିର ପରିସର ରେ ସାମ୍ବାଦିକତାର ଜନକ ଆଦି ସାମ୍ବାଦିକ ଦେବର୍ଷି ନାରଦ ଙ୍କ ଜୟନ୍ତୀ,ବିଶ୍ୱ ସମ୍ବାଦ କେନ୍ଦ୍ର, ଜଗତସିଂହପୁର ଦ୍ୱାରା ଆଜଜନ କରା ଯାଇ ଥିଲା , ଏହିସଭା ରେ ବିଶ୍ୱ ସମ୍ବାଦ କେନ୍ଦ୍ର ସଂଯୋଜକ ତାପସ କୁମାର ଦାସ ସଭାପତିତ୍ବ କରିଥିଲେ, ସମ୍ନାନ୍ୱିତ ଅତିଥିଭାବେ ଶିକ୍ଷାବିତ ଅକ୍ଷୟ କୁମାର ଦାସ, ଅମର ଜ୍ୟୋତି ସାହୁ, ସରସ୍ବତୀ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଅରୁଣ କୁମାର ସାମନ୍ତରାଏ ପ୍ରମୁଖ ଯୋଗ ଦେଇ ଆଦି...
ଜଳଭଣ୍ଡାର ନିର୍ମାଣ ପାଇଁ ଦାବୀ ସମାବେଶ ଶିବିର ର କାର୍ଯ୍ୟ ନିର୍ଘଣ୍ଟ ~~~~~~~~~~~~~~~ ଜଗତସିଂହପୁର /ନିଆଳି ବର୍ତମାନ ନିଆଳି. କଣ୍ଟାପଡ଼ା ଜଗତସିଂହପୁର. ନାଉଗାଁ ସଂଲଗ୍ନ ଅଂଚଳର ଭୁତଳ ଜଳ ସ୍ତର କ୍ରମାଗତ ଭାବରେ ହ୍ରାସ ପାଉଛି |ଏହାର ନିରାକରଣ ପାଇଁ ଦେଵୀନଦୀ କନ୍ଦଳ ନଦୀରେ. ପ୍ରାଚୀ ନଦୀ ଓ ତଅଁଳା ନଦୀରେ ଚେକ ଡ୍ୟାମ ଓ ଆଡି ବନ୍ଧ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ନିଆଳି ବିଧାୟକ. ଜଗତସିଂହପୁର ବିଧାୟକ ଙ୍କୁ ଦରଖାସ୍ତ ଦିଆଯିବ |ଏଥି ପାଇଁ ପହଙ୍ଗା ବଢ଼େଇ ସାହିକୁତ୍ତାମ ଚଣ୍ଡୀ ମନ୍ଦିର ରେ ଏକ ସମାବେଶ ଜୁନ 1ତାରିଖ ରବିବାରଅନୁଷ୍ଠିତ ହେବ |ଉକ୍ତ କାର୍ଯ୍ୟକ୍ରମ ନିମ୍ନ...
ଜଉକଣ୍ଢେଇ ବାହାଘରରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ବିଶାଳ ଶୋଭାଯାତ୍ରା* *ଆସନ୍ତା ୨୩ ସନ୍ଧ୍ୟାରେ ୭ ରୁ ୯ ପର୍ଯ୍ୟନ୍ତ ୩ କିମି ଶୋଭାଯାତ୍ରା* *କଚେରୀ ବଜାର ମିଶନ ସ୍କୁଲ ପଡ଼ିଆରୁ ଆନନ୍ଦ ବଜାର ଲୋକନାଥ ମନ୍ଦିର ପର୍ଯ୍ୟନ୍ତ* ତା ୧୮/୫/୨୪ (ବ୍ୟୁରୋ) ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲେଶ୍ଵରର ବିଶାଳ ଲୋକ ଉତ୍ସବ ବାଲେଶ୍ଵରୀ ଜଉକଣ୍ଢେଇ ବାହାଘରରେ ପାରମ୍ପରିକ ଓ ଲୋକ ବାଦ୍ୟନୃତ୍ୟର ବିରାଟ ଶୋଭାଯାତ୍ରା ପ୍ରଦର୍ଶନ କରାଯିବ । ବାଲେଶ୍ଵରର ଲୋକକଳା ଓ ଲୋକ ସଂସ୍କୃତି କୁ ଉଜ୍ଜୀବିତ ରଖି ବିଶ୍ବ ଦରବାରରେ ପ୍ରତିଷ୍ଠା କରିବା ପାଇଁ ଦୀର୍ଘ ୧୫ ବର୍ଷ ଧରି ଜଉକଣ୍ଢେଇ ବାହାଘର...
ନବନିର୍ମାଣ କୃଷକ ସଂଗଠନ ତରଫରୁ ଜୟ ଯବାନ ଜୟ କିଷାନ ମହା ସମାବେଶ ଜିଲ୍ଲା ପ୍ରଭାରୀ ଅଶ୍ଵିନୀ କୁମାର ଙ୍କ ନେତୃତ୍ୱ ରେ ଢେଙ୍କାନାଳ ସ୍ଥିତ ବରଦା ଛକ ମଙ୍ଗଳା ମନ୍ଦିର ରୁ ଏକ ବିଶାଳ ରାଲି ବାହାରି ଗେଙ୍ଗୁଟିଆ ଶନି ମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ମହାସମାବେଶ ଅନୁଷ୍ଠିତ ହୋଇଅଛି, ଯେଉଁଥିରେ ଆଜି ସୀମାରେ ଯବାନ ମାନେ ଯୁଦ୍ଧ କରୁଥିବା ବେଳେ ଚାଷୀ ମାନେ ଜମି ରେ ଯୁଦ୍ଧ କରି ସାରା ଦେଶକୁ ଖାଦ୍ୟ ଯୋଗାଉଛନ୍ତି କିନ୍ତୁ ସରକାର ଯବାନ ମାନଙ୍କ ପ୍ରତି ଯେତିକି ସମ୍ବେଦନଶୀଳ ଚାଷୀ ଙ୍କ ପ୍ରତି ନୁହେଁ କହି ଚିତ୍କାର କରିଥିଲେ...