ରାତିଅଧରେ ଜଳିଗଲା ବାବାଙ୍କ ମଠ ହଟାତ ରାତିଅଧରେ ଜଳିଗଲା ବାବା ପଦ୍ମନାଭ ଙ୍କ ମଠ, କୌଣସି ମତେ ବଂଚିଗଲେ ବାବା, ପୋଥି ସମେତ, କୌପୁନି ବସ୍ତ୍ର ଆସବାସ ପତ୍ର ପୋଡି ଛାରଖାର, ନିଆଁ ଲାଗିବାର କାରଣ ଅସ୍ପଷ୍ଠ l କୁଜଙ୍ଗ ବ୍ଲକ ପଣ୍ଡୁଆ ପଂଚାୟତ ର ଗୌଡ଼ସହି ଗାଁ ରେ ବାବା ପଦ୍ମନବ ଦୀର୍ଘ ଦିନ ଧରି ସହରେଇ ମାଠରେ ରହିଆସୁ ଥଲେ, ଭିକ୍ଷା କରି ଜୀବନ ଜୀବିକା କରିବାସହିତ ମାଠରେ ଇଶ୍ୱରଙ୍କ ଉପାସନା କରିଆସୁ ଥିଲେ, ଗତକାଲି ସୋମବାର ବିଳମ୍ବିତ ରାତ୍ରିରେ ହଟାତ ମଠ ଟି ହୁତୁ ହୁତୁ ହୋଇ ଜଳି ଉଠିଥିଲା ବାବା ପଦ୍ମନାଭ...
ବେଗୁନିଆ ରେ ଯୋଗଦେବେ ନୂଆ ବିଡ଼ିଓ ବେଗୁନିଆ - ୧୯/୦୫ -ରାଜ୍ୟସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପତ୍ରାଙ୍କ ସଂଖ୍ୟା ୧୨୯୨୪/୧୯.୦୫.୨୦୨୫ ଅନୁସାରେ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରଜାଇଛି । ସେହି କ୍ରମ ରେ କିଛି ଦିନ ହେଲା ଖାଲି ପଡ଼ିଥିବା ବେଗୁନିଆ ବିଡ଼ିଓ ପଦବୀ ପୂରଣ ହୋଇଛି । ବେଗୁନିଆ ବିଡ଼ିଓ ଭାବେ ସନ୍ତୋଷ କୁମାର ଜେନା ଙ୍କୁ ନିଯୁକ୍ତି ଦିଆଯାଇଛି । ସେ ଖୁବ୍ ଶୀଘ୍ର କାର୍ଯ୍ୟ ରେ ଯୋଗଦେବେ ବୋଲି ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ ପୂର୍ବତନ ବିଡ଼ିଓ ଲକ୍ଷ୍ମୀଧର ସାହୁ ଙ୍କ ଅବସର ପରେ...
: ବିପୁଳ ପରିମାଣର ବେଆଇନ ମଦ ଜବତ... : ଦିନକୁ ଦିନ ଗ୍ରାମାଞ୍ଚଳରେ ବଢ଼ି ଚାଲିଛି ବେଆଇନ ନିଶା କରବାର... ଯାହା ଫଳରେ ସିଧା ସଳଖ ପ୍ରଭାବ ପଡୁଛି ଆଗାମୀ ଦିନର ଯୁବ ପିଢିଙ୍କ ଉପରେ...ସେଥିପାଇଁ ବେଆଇନ ନିଶା କରବାର କରୁଥିବା ଅମାନିଆ ବେପାରୀଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡିଛି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ...ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଧେଶ କ୍ରମେ ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ରାଧାକାନ୍ତ ଭୋଇ ଙ୍କ ସମେତ ASI ଅନ୍ତର୍ଯ୍ୟାମୀ ସାହୁ ଏବଂ ASI ରାମ ଚନ୍ଦ୍ର ଜେନା ସଦଳ ବଳେ ଏକ ଟିମ ଗଠନ...
ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ ୩୭ଗ୍ରାମ ବ୍ରାଉନସୁଗାର ସହିତ ବାଇକ ଜବତ, ଜଣେ ଗିରଫ ଯାଜପୁର, ୧୯/୫ , ଯାଜପୁର ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ନୂଆଗାଁ କୁସୁନପୁର ଛକରେ ଚଢ଼ାଉ, ୩୭ଗ୍ରାମ ବ୍ରାଉନସୁଗାର ସହିତ ବାଇକ ଜବତ, ଜଣେ ଗିରଫ। ସୂଚନା ମୁତାବକ ଅବକାରୀ ଅଧୀକ୍ଷକ ଦିବ୍ୟାକିଶ୍ୱର ଥଣ୍ଡଲଙ୍କ ନିର୍ଦ୍ଦେଶ କ୍ରମେ ଡୋଲୀପୁର ଅବକାରୀ ବିଭାଗ ଅଧିକାରୀ ବିଭୂପ୍ରସାଦ ସାହୁ ନୂଆଗାଁ କୁସୁନପୁର ଛକରେ ଚଢ଼ାଉ କରିଥିଲେ l ଏହି ସମୟରେ ଜଣେ ବ୍ୟକ୍ତି ବ୍ରାଉନ ସୁଗାର ବିକିବାକୁ ନେଇକି ଆସୁଥିବା ଦେଖି ଗିରଫ କରିନେଇଥିଲେ l ତେବେ ଏହି ଗିରଫ ବ୍ୟକ୍ତି...
(ସୋମନାଥ ମହାଦେବ ଏବଂ ପାର୍ବତୀ ଙ୍କ ବିବାହ ନିମନ୍ତେ ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ) ଜଗତସିଂହପୁର ତା=19/5/25 ଜଗତସିଂହପୁର ସଦର ମହକୁମା ହାଟ ବଜାର ସ୍ଥିତ ମୁଚୁକୁନ୍ଦ ସୋମନାଥ ମହାଦେବଙ୍କ ମନ୍ଦିର ପରିସରରେ ଶିବ ପାର୍ବତୀ ଙ୍କ ବିବାହ ଉଛବ ନିମନ୍ତେ ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାପ୍ରଭୁ ଶିବଙ୍କ କର୍ତ୍ତା ଭାବରେ ଅଶ୍ଵିନୀ କୁମାର ସ୍ଵାଇଁ ଏବଂ ମାତା ପାର୍ବତୀ ଙ୍କ କର୍ତ୍ତା ଭାବରେ ଭଗବାନ ସାହୁ ଉପସ୍ଥିତ ରହି ପୁରୋହିତ ମାନଙ୍କ ଦ୍ଵାରା ରୀତିନୀତି ଅନୁସାରେ ନିର୍ବନ୍ଧ କାର୍ଯ୍ୟକ୍ରମ ସମାପନ୍ନ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଉପସ୍ଥିତ ରହି ଜାଇ ଅନୁକୂଳ କରିବା ସହିତ ପରମ୍ପରା...
ଜମିବିକ୍ରୀକୁ ଅନୁମୋଦନ ନକରି ଅଟାକାଇଛନ୍ତି,ଖଇରା ଉପ ନିର୍ବନ୍ଧକ ଅଧିକାରୀ, (ଏଡିଏମ୍ ଓ ଜିଲ୍ଲା ଉପ ନିର୍ବନ୍ଧକଙ୍କୁ ଅଭିଯୋଗ କଲେ ୮୮ ବର୍ଷ ବୃଦ୍ଧ,) ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ଅଧିନ ସାରକୋଣା ଗ୍ରାମର ନିଶାକର ଦାସ, ୮୮ବର୍ଷ ନିଜର କ୍ରୟ କରିଥିବା ଜଳଜମିକୁ ଜମି ବିକ୍ରୀ ପାଇଁ ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟା ଗତ ତା ୧୭,୦୪,୨୦୨୫ ଦିନ ସରିଥିଲେ ମଧ୍ୟ ଖଇରା ସବ୍ ରେଜିଷ୍ଟ୍ରାର ଅଫିସର ଉପ ନିର୍ବନ୍ଧକ ଅଧିକାରୀ ଦଲିଲ କୁ ଅନୁମୋଦନ ନକରି କାର୍ଯ୍ୟାଳୟରେ ରଖିଥିବାରୁ ବୃଦ୍ଧ ଶ୍ରୀ ଦାସ ନିରାଶ ହୋଇଛନ୍ତି। ୧ ମାସରୁ ଉର୍ଦ୍ଧ୍ଵ ସମୟ ଧରି ଆଜି କରିବା ଆସନ୍ତା କାଲି...
ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଲୋକନାଥ ଥିଲେ ସାଲିସି ବିହୀନ ଲୋକନେତା ନେତା।* କୁଜଙ୍ଗ:19/5 ବିଶିଷ୍ଟ ଜନନେତା , କମ୍ୟୁନିଷ୍ଟ ଆନ୍ଦୋଳନର ମହାନ ପ୍ରବକ୍ତା, କୁଜଙ୍ଗ ମାଟିର ସୁପୁତ୍ର କମ୍ରେଡ ଲୋକନାଥ ଚଉଧୂରୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆଜି କୁଜଙ୍ଗ ଲୋକନାଥ ଭବନ ଠାରେ ତାଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଶିଳାନ୍ୟାସ କରାଯାଇଛି l କୁଜଙ୍ଗ ସୂଚନା ଭବନ ଠାରେ ଆୟୋଜିତ କ.ଲୋକନାଥ ଜନ୍ମ ଶତ ବାର୍ଷିକ ସ୍ମୃତି ସଂସଦ ସଭାପତି ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକନାଥ ଲୋକଙ୍କ ନେତା ଶୀର୍ଷକ ଭବ୍ୟ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି l ଅତିଥି ଭାବେ ଜଗତସିଂହପୁର ସାଂସଦ...
ନାଉଗାଁ ଓ ବାଂଶ ପଞ୍ଚାୟତର ପୂର୍ବତନ ସରପଞ୍ଚ ଙ୍କ ବିୟୋଗରେ ଶୋକ। ନାଉଗାଁ /୧୯/୦୫ ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକର ନାଉଗାଁ ଓ ବାଂଶ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ପରିଡା ଙ୍କ ବିୟୋଗ ଘଟିଛି। ତାଙ୍କର ଏହି ବିୟୋଗ ଖବର ପାଇଁ ସାରା ନାଉଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ଅପରାହ୍ନରେ ଶ୍ରୀ ପରିଡା ଙ୍କ ଦେହ ଯନ୍ତ୍ରଣା ହେବାରୁ ତାଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଯାଇଥିଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଶ୍ରୀ ପରିଡା ଜଣେ ସରଳ, ନିଷ୍କପଟ ଓ ମିଷ୍ଠଭାଷି ଓ ମେଳାପୀ ବ୍ୟକ୍ତିତ୍ୱ ଥିଲେ। ସେ ୧୯୮୫...
ଅରବିନ୍ଦ ନଗର ମୁଖ୍ୟ ରାସ୍ତା ବିପଦପୂର୍ଣ୍ଣ , ଘଟୁଛି ଦୁର୍ଘଟଣା , ପ୍ରତିକାର ଦାବି ବୁଗୁଡ଼ା,୧୯/୦୫(ସୋରେନ କୁମାର ପ୍ରଧାନ):ସ୍ଥାନୀୟ ମୁଖ୍ୟ ସଡକ ସହ ଅରବିନ୍ଦ ନଗରକୁ ସଂଯୋଗ କରୁଥିବା ରାସ୍ତାରେ ରହିଥିବା ଗାଢ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଅନ୍ୟମାନଙ୍କ ପାଇଁ ସମସ୍ଯାର କାରଣ ପାଲଟିଛି । ଯାନବାହାନ ଧରି ସେହି ରାସ୍ତାରେ ଯିବାବେଳେ ଗାଢ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅରବିନ୍ଦ ନଗରରେ ଅନେକ କୋଚିଂ ସେଣ୍ଟର ରହିଥିବାରୁ ସେହି ରାସ୍ତା ଦେଇ ସ୍କୁଲ ଓ କଲେଜର ଶହ ଶହ ଛାତ୍ରଛାତ୍ରୀ ଦୈନିକ ଦୁଇ ବେଳା ଯିବାଆସିବା କରିବା ସମୟରେ ସେହି ଗାଢ ଜାଗାରେ...
ଓଷ୍ଟା ପକ୍ଷରୁ ନାଉଗାଁ ବ୍ଳକ ନୁତନ ଶିକ୍ଷା ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା। ନାଉଗାଁ ୧୯/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକରେ ନୁତନ ଭାବେ ଯୋଗଦେଇ ଥିବା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ରାଉତଙ୍କୁ ନାଉଗାଁ ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅବସରରେ ନାଉଗାଁ ବ୍ଳକ ଓଷ୍ଟା ସଭାପତି ଶ୍ରୀଯୁକ୍ତ ସୁକାନ୍ତ କୁମାର ଲେଙ୍କା, ସମ୍ପାଦକ ହିମାଂଶୁ କୁମାର ମହାନ୍ତି,ଓଷ୍ଟା ଜିଲ୍ଲା ଉପଦେଷ୍ଟା ନିରଜ୍ଞନ ମହାନ୍ତି, ଉପଦେଷ୍ଟା ନିରଦ କୁମାର ସ୍ବାଇଁ, ନୃସିଂହ ଚରଣ ରାଉତ,ଶରତ...
ନାଉଗାଁ ଫେଷ୍ଟିଭାଲର ଉଦଯାପନୀ ଉତ୍ସବ। ନାଉଗାଁ,୧୯/୫ /ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ ସ୍ଥିତ ଗୋବରୀ ନଦୀ ପଠା ମଣିକର୍ଣ୍ଣିକା ଘାଟ ଚଗଲାଦାସ ମଠ ପଡିଆ ନିକଟରେ ନାଉଗାଁ ଫେଷ୍ଟିଭାଲ-୨୦୨୫ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ. ଚୌଧୁରୀ ସତ୍ୟ ଦାସଙ୍କ ସଭାପତିତ୍ବରେ ଫେଷ୍ଟିଭାଲର ଉଦଯାପନୀ ଉତ୍ସବ କୁ ସଭାପତିତ୍ୱ କରିଥିଲେ। ଏହି ଉଦଯାପନୀ ଉତ୍ସବ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ପ୍ରଦୀପ କରି ବାଲିକୁଦାର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଲଲାଟେନ୍ଦୁ ମହାପାତ୍ର ଉଦ୍ଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ପ୍ରଦେଶ କଂଗ୍ରେସ ପୂର୍ବତନ ସମ୍ପାଦକ ତଥା ସମାଜ ସେବୀ ଅଭିଳାଷ ମାଣିଆ ଯୋଗଦେଇଥିଲେ।...
ମା'ଜାଗୁଳାଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।* *ପୋଦନା ଚମ୍ପିୟାନ,ମୂଳୁଗାଁ ଉପବିଜେତା।* - ତିର୍ତ୍ତୋଲ:୧୯/୫-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଅଲଣା ଗ୍ରାମରେ ମା' ଜାଗୁଳାଇ କ୍ରିକେଟ ପଡ଼ିଆରେ ଚଳିତ ବର୍ଷ ପଞ୍ଚମ ଥର ପାଇଁ ଟେନିସ ବଲ କ୍ରିକେଟ ଟୁଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏହି ଟୁଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ସୁସାନ୍ତ କୁମାର ଶତପଥୀ ଯୋଗଦେବେ ଟ୍ରଫି ଉନ୍ମୋଚନ କରିବା ସହିତ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ତାଙ୍କ ସହିତ ପଞ୍ଚାୟତ ର ସମିତି ସଭ୍ୟ ଉମେଶ ଚନ୍ଦ୍ର ବାରିକ ମଧ୍ୟ ଉପସ୍ଥିତ ଥିଲେ। ଏହି ଟୁଣ୍ଣାମେଣ୍ଟ ରେ ପଞ୍ଚାୟତର ମୋଟ ୧୬ ଟିମ୍ ଭାଗ ନେଇଥିବା ବେଳେ...