ଯାତ୍ରୀବାହୀ ବସ୍ ଧକ୍କାରେ ଏଏନଏମ ଦିଦିଙ୍କ ମୃତ୍ୟୁ ବୁଗୁଡା,୨୯/୦୪(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଉପକଣ୍ଠସ୍ଥ ବଡଶଙ୍ଖ ନିକଟରେ ଏକ ଯାତ୍ରୀବାହୀ ବସ ଧକ୍କା ହୋଇ ଜନୈକା ସ୍କୁଟି ଆରୋହୀ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତା ମହିଳା ଜଣକ ହେଲେ କାନସୁକା ଏଏନଏମ ଦିଦି ରଚନା କୁମାରୀ ପ୍ରଧାନ (୪୨)। ପ୍ରକାଶ ଯେ, ଆଜି ଅପରାହ୍ନରେ ରଚନା ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଗୁଡ଼ାରୁ କାନସୁକା ଗାଁକୁ ସ୍ବାମୀଙ୍କ ସହ ସ୍କୁଟିରେ ଫେରୁଥିବା ବେଳେ ବଡଶଙ୍ଖ ନିକଟରେ ମା’ ସାରଳା ନାମକ ଯାତ୍ରୀବାହୀ ବସ୍ ସହ ଧକ୍କା ହୋଇଥିଲା ଏବଂ ସେ ଛିଟିକି ପଡିଥିଲେ। ଦୁର୍ଘଟଣା...
ଚଳିତ ବର୍ଷ କୃଷି ବିଜ୍ଞନ କେନ୍ଦ୍ର ରେ ଅକ୍ଷୟ ତୃତୀୟା ଓ କୃଷକ ଉତ୍ସବ ହେଲାନି ତିର୍ତୋଲ ୩୦/୪ କୃଷି ଭିତିକ ପର୍ବ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଚଳିତ ବର୍ଷ ତିର୍ତୋଲ ସ୍ଥିତ କୃଷି ବିଜ୍ଞାନ ପରିସରରେ ନହେବାକୁ ଜିଲ୍ଲା ପ୍ରଶାସନ ବାରଣ କରି ଆଳିପିଙ୍ଗଳ ବ୍ଲକ ଜୋରକୂଳ ଠାରେ କରିବାକୁ ଆୟୋଜନ କରିଛି ଦୀର୍ଘ ଦିନ ଧରି ଜଗତସିଂହପୁର ଜିଲ୍ଲା ପ୍ରଶାସନ ତିର୍ତୋଲ ର ନିମକଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଏହି ଦିବସ ପାଳନ ହୋଇ ଆସୁଥିଲା ମାତ୍ର ଚଳିତ ବର୍ଷ ଏହାର ବ୍ୟତିକ୍ରମ ଘଟି ଜୋର...
ଗୋପବନ୍ଧୁ ଚୌଧରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ * ଜଗତସିଂହପୁର, ତା ୨୯/୦୪ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଖେରସ ଛକ ଏବଂ ବଙ୍ଗଳା ଛକ ରେ ଥିବା ଗୋପବନ୍ଧୁ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସର ରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା,...
ପି ଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ, ଖୋର୍ଦ୍ଧାର ୧୯ ତମ ବାର୍ଷିକ ଉତ୍ସବ ପାଳିତ l ଜେ ଏନ୍ ଭି ଏକ ବିଦ୍ୱାନ ଅନୁଷ୍ଠାନ: ପ୍ରଫେସର ଶୁଭଙ୍କର ବେଦାନ୍ତ l ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ) ଜବାହର ନବୋଦୟ ବିଦ୍ୟାଳୟ ଭାରତ ବର୍ଷରେ ଗାଆଁ ଗହଳିରେ ମେଧା ଚାତ୍ର ଛାତ୍ରୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା କରାଇ ଭଲ ମଣିଷ ଗଢି ତୋଳିବା ରେ ଅଗ୍ରଣୀ ଭୂମିକା ନିର୍ବାହ କରିବାସହ ଜବାହର ନବୋଦୟ ବିଦ୍ୟାଳୟ ଏକ ବିଦ୍ୱାନ ଅନୁଷ୍ଠାନ ଓ ସଂଘ ଭାବେ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି ବୋଲି ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା...
ଥାନା ଗଡ଼ା ଗୋପିନାଥ_ମେଲଣ ଉଦଯାପିତ -ତିର୍ତ୍ତୋଲ-୨୯/୪-(ରିପୋର୍ଟ-ଟୁକନ ସେଠୀ)-ଦୀର୍ଘ ୧୩୦ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଚାଲିଆସୁଥିବା ଆମ ଅଞ୍ଚଳର ସର୍ବପୁରାତନ ଯାତ୍ରା ଅନୁଷ୍ଠାନ ଯାହାକି ଗୋପୀନାଥ ମେଲଣ ନାମରେ ନାମିତ, ବିଧି ଅନୁଯାଇ ଦୋଳ ପୂର୍ଣ୍ଣିମା ସମୟରେ ଦୋଳ ଗାଁ ରେ ବୁଲିସାରି ନିଜ ବାସସ୍ଥାନ କୁ ଫେରି ବାହାରେ ବସନ୍ତି ଯେ ପର୍ୟ୍ୟନ୍ତ ଦୋଳ ଗ୍ରାମ୍ୟ ପରିକ୍ରମା କରି ଭୋଗ ଅର୍ପଣ କରି ଯାତ୍ରା ନ ଦେଖନ୍ତି ସେଥିପାଇଁ ଏହାର ନାମ ଦୋଳ ମେଲଣ, ତା ପରେ ପ୍ରଭୁଙ୍କୁ ଯମୁନା ସ୍ନାନ ହୁଏ ଓ ନିଜ ଗର୍ଭ ଗୃହକୁ ବିଜେ କରନ୍ତି।।।। ସମୟର ଚକ୍ରରେ ବହୁତ ଘାତ...
ପହେଲାଗାଁ ସନ୍ତ୍ରାସ ବାଦୀ ଆକ୍ରମଣ ରେ ପ୍ରାଣ ହରାଇ ଥିବା ବ୍ୟକ୍ତି ଲାଗି ବୋଧେଇ ପଂଚାୟତ ରେ ଶ୍ରଦ୍ଧାଞ୍ଜଳି,ଓ କ୍ୟାଣ୍ଡେଲ ଯାତ୍ରା ତିର୍ତୋଲ 29/4 ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ବୋଧେଇ ପଞ୍ଚାୟତ ନୂଆପୋଖରୀ ଠାରେ ପାହେଲେଗାଁ ସନ୍ତ୍ରାସ ବାଦୀ ଆକ୍ରମଣ ରେ ପ୍ରାଣ ହରାଇ ଥିବା ସାଧାରଣ ନାଗରିକ ମାନଙ୍କ ଆତ୍ମା ର ସଦଗତି ପାଇଁ ବୋଧେଇ ପଂଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀ ପୁର୍ଣ ଚନ୍ଦ୍ର ସ୍ୱାଇଁ,ବର୍ତମାନ ସରପଞ୍ଚ ଙ୍କ ପ୍ରତିନିଧି ଅଭିରାମ ଆଚର୍ଯ୍ୟ, ନୃସିଂହ ଚରଣ ନାୟକ, ପଦନ ବିଶ୍ୱାଳ, ସମରେନ୍ଦ୍ର ସାମଲ, ନାରାୟଣ ଚନ୍ଦ୍ର ଦାଶ, ଦୀନବନ୍ଧୁ ମହାନ୍ତି, ନେତୃତ୍ୱ ରେ ଏକ କ୍ୟାଣ୍ଡେଲ...
ପ୍ରସିଦ୍ଧ ମୁଖାପିନ୍ଧା ତାଳଢିହ ରାମଲୀଳା ଆରମ୍ଭ ଟାଙ୍ଗୀ, ୨୯|୦୪ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରତନପୁର ଗ୍ରାମପଞ୍ଚାୟତ ତାଳଢିହ ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ପୀଠରେ ପ୍ରସିଦ୍ଧ ରାମଲୀଳା ପୌରାଣିକ ଗାଥା ଆନନ୍ଦ ହୁଲ୍ଲାସ ର ସହିତ ଆରମ୍ଭ ହୋଇଯାଇଛି | ଏହି ଅଞ୍ଚଳର ଗ୍ରାମବାସୀ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଠାରୁ ଆରମ୍ଭ ହୋଇ ରାଜ୍ୟାଭିଶେକ୍ଷ ଯାଏଁ ସଙ୍କଳ୍ପରେ ରହି ପୌରାଣିକ ଆଖ୍ୟାନ ସମ୍ବଳିତ ପ୍ରସଙ୍ଗ ଉପରେ ପ୍ରସ୍ତୁତ ନାଟକ ପରିବେଷଣ କରନ୍ତି | ବୈଶାଖ କୃଷ୍ଣ ଦ୍ଵାଦଶୀ ତିଥିରେ ଶୁକ୍ରବାର ଦିନ ରଘୁନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅନଙ୍ଗନରେନ୍ଦ୍ରଙ୍କ ରଚିତ ରାମଲୀଳା ନାଟକ ପରିବେଷଣ...
ମଟରସାଇକେଲ ଦୁର୍ଘଟଣାରେ ୨ ଗୁରୁତର ବୁଗୁଡା,୨୯/୦୪(ସୋରେନ କୁମାର ପ୍ରଧାନ): ବୁଗୁଡ଼ା-କରସିଙ୍ଗି ରାସ୍ତାରେ ବିରଞ୍ଚିପୁର ଗ୍ରାମ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଗୁରୁତର ଦ୍ବୟ ହେଲେ ବିରଞ୍ଚିପୁର ଗ୍ରାମର ସୁରେନ୍ଦ୍ର ନାଇକ (୬୦) ଓ ସିମାଞ୍ଚଳ ବେହେରା (୨୫) ଏବଂ ଆହତ ଜଣକ ହେଲେ ଶିବରାମ ସେଠୀ (୨୨)। ପ୍ରକାଶ ଯେ, ସୋମବାର ରାତି ପ୍ରାୟ ସାଢେ ୯ଟା ବେଳେ ଶିବରାମ ଓ ସିମାଞ୍ଚଳ ମଟରସାଇକେଲରେ ବୁଗୁଡାରୁ ବିରଞ୍ଚିପୁର ଗାଁକୁ ଯାଉଥିବା ବେଳେ ଗାଁ ପୂର୍ବରୁ ରାସ୍ତାରେ...
କେଜିବିଭି ପ୍ରଧାନଶିକ୍ଷୟତ୍ରୀମାନଙ୍କ ବୈଠକ ଛାତ୍ରୀମାନଙ୍କୁ ସମସ୍ତ ସୁବିଧା ଦେବା ପାଇଁ ପରାମର୍ଶ - ଡିଇଓ ରାଇରଙ୍ଗପୁର :- ଓସେପା ନିର୍ଦେଶ ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷୟତ୍ରୀ,ହିସାବରକ୍ଷକ ଓ ୱାର୍ଡେନମାନଙ୍କୁ ନେଇ ଧନପୁର କେଜିବିଭି ଠାରେ ଜିଲ୍ଲା ବାଳିକା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୈଠକ ଅନୁଷ୍ଠିତ ହୋଇଯାଇଛି Iଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗ ଦେଇ ପିଲାମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇବା ସହିତ ପ୍ରବଳ ଗ୍ରୀଷ୍ମ ଅବକାଶ ଥିବାରୁ ସରବତ ଓ ଲେମ୍ବୁ ପାଣି...
ରାଇରଙ୍ଗପୁର ଟାଉନ ଥାନା ପରିସରରେ ଆୟୋଜିତ ହେଲା ଚବିଶ ପ୍ରହର ହରିନାମ ସଂକୀର୍ତ୍ତନ : ହରିନାମ ଭଜନ କୀର୍ତ୍ତନରେ ପାପ ନାଶ ହେବା ସହିତ ସମାଜରେ ସୁଖଶାନ୍ତି ମିଳିଥାଏ l ପ୍ରତିବର୍ଷ ପରି ସମାଜର କଲ୍ଯାଣ ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ଟାଉନ ଥାନା ପରିସରରେ ଚବିଶ ପ୍ରହର ହରିନାମ ସଂକୀର୍ତ୍ତନ ଆୟୋଜିତ ହୋଇଯାଇଛି l ଗତ ୨୮ ତାରିଖ ଅଧିବାସ ପୂଜା, ୨୯ ତାରିଖ ସଂନ୍ଧ୍ଯା ୫ ଘଟିକାରେ ହରିନାମ ସଂକୀର୍ତ୍ତନ ଆରମ୍ଭ ହୋଇ ଆସନ୍ତା ମେ...
ପହଲଗାମ ମୃତକ ଙ୍କ ପାଇଁ ନୀଳାଚଳ ପରିବାର ର ଶ୍ରଦ୍ଧାଞ୍ଜଳି ସଭା ଖଇରା ,29/4 ଜମ୍ମୁ କାଶ୍ମୀର ର ପହଲଗାମ ଠାରେ ଆତଙ୍କବାଦୀ ଙ୍କ ଦ୍ଵାରା ୨୭ ପର୍ଯ୍ୟଟକ ମାନଙ୍କ ଉପରେ ହେଇଥିବା ଆକ୍ରମଣ ଓ ନୃଶଂସ ହତ୍ୟାକାଣ୍ଡ ର ପ୍ରତିବାଦରେ ଓଡ଼ିଆ ସାମାଜିକ ସଂଗଠନ ନୀଳାଚଳ ପରିବାର ଓ ଆୟୁଷ୍ମlନ୍ ଫାଉଣ୍ଡେସନ ଦ୍ୱାରା ଗୁରୁଗ୍ରାମ ସ୍ଥିତ କାଦିପୁର କମ୍ୟୁନିଟି ସେଣ୍ଟର ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅମର ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ସମୂହ ଦ୍ବୀପ ପ୍ରଜ୍ୱଳନ ସହ ଶତାଧିକ ସଦସ୍ୟ ଓ ବିଭିନ୍ନ ସାମାଜିକ ସଂଗଠନ ଭାରତ ମାତା କି ଜୟ ନାରା...
: ଜାତୀୟ ସ୍ତରରେ ପୁରସ୍କୁତ ହାଟବାଦଡା ସରପଞ୍ଚ ସବିତା ସୋରେନଙ୍କୁ ସମ୍ଭର୍ନ୍ଧନା : ଆଦିବାସୀ ବହୁଳ ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ ର ହାଟବାଦଡା ପଞ୍ଚାୟତ ଏବେ ଚର୍ଚ୍ଚାରେ l ଏହି ହାଟ ରାଜସ୍ବ ଆଦାୟ କ୍ଷେତ୍ରରେ ଗତ ଆର୍ଥିକ ବର୍ଷରେ ୯୨,୩୬,୭୧୮ ଟଙ୍କା ଆୟ କରି ଦେଶରେ ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପୁରସ୍କୁତ ହୋଇଛି l...