ଆଦର୍ଶ ଶିକ୍ଷକଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ। ନାଉଗାଁ ୨୯/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଅନ୍ତର୍ଗତ ବିଲିପଡା ପ୍ରାଇମେରୀ ସ୍କୁଲର କାର୍ଯ୍ୟରତ ତଥା କୋତମାଳୀ ପୁର ଗ୍ରାମର ଆଦର୍ଶ ଶିକ୍ଷକ ସତ୍ୟନାରାୟଣ ମହାନ୍ତିଙ୍କ ଅକାଳ ବିୟୋଗ ଘଟିଥିଲା। ଆଜି କୋତମାଳୀ ପୁର ଗ୍ରାମରେ ଶ୍ରୀ ମହାନ୍ତିଙ୍କ ଅକାଳ ବିୟୋଗରେ ଏକ ସ୍ମୃତିସଭା ଜଗତସିଂହପୁର ଜିଲ୍ଲା ଓଷ୍ଟାର ମାର୍ଗ ଦର୍ଶକ ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତିଙ୍କ ସଭାପତିତ୍ବରେ ଓ ବିଦାୟୀ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁକ୍ଷ୍ୟ ଅତିଥି ଭାବେ ପୃର୍ବତନ ବିଧାୟକ ଡଃ ଲଲାଟେନ୍ଦୁ...
ଲକ୍ଷପତି ଦିଦି ସୃଷ୍ଟି ରେ ଜଗତସିଂହପୁର ଜିଲ୍ଲା ରାଜ୍ୟରେ ଦ୍ବିତୀୟ l (ପୁରସ୍କୃତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ) ଜଗତସିଂହପୁର, ତା ୨୯/୫ ସଶକ୍ତ ମହିଳା, ବିକଶିତ ଓଡ଼ିଶା ଆଧାର ରେ ମହିଳା ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଭାରତ ସରକାର ତଥା ଓଡ଼ିଶା ସରକାର ଙ୍କ ଦ୍ଵାରା ଆଗତ ଲକ୍ଷପତି ଦିଦି ଯୋଜନା ରେ ସାରା ରାଜ୍ୟ ରେ ଜଗତସିଂହପୁର ଜିଲ୍ଲା ଦ୍ଵିତୀୟ ସ୍ଥାନ ଅଧିକାର କରିଛି। ଆଜି ପୂର୍ବାହ୍ନ ରେ ମିଶନ ଶକ୍ତି ବିଭାଗ ଦ୍ୱାରା ଲୋକସେବା ଭବନ ରେ ଆୟୋଜିତ ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫ ରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ...
ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ* * ଜଗତସିଂହପୁର,/ତିର୍ତୋଲ ୨୯ /୦୫ କେନ୍ଦ୍ରୀୟ କୃଷି, କିସାନ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ମାନ୍ୟବର ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଆହ୍ୱାନରେ ଆଜି (୨୯ ମଇ) ଠାରୁ ଦେଶବ୍ୟାପୀ "ବିକଶିତ କୃଷି ସଂକଳ୍ପ ଅଭିଯାନ" ଆରମ୍ଭ ହେଉଛି । ଏହି ଅଭିଯାନ ୧୨ ଜୁନ୍ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ, ରାଜ୍ୟ କୃଷି ବିଭାଗ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR) ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିବେ । ଏହି ଅଭିଯାନ ଅଧୀନରେ ସାରା ଭାରତର ୭୦୦ରୁ ଅଧିକ ଜିଲ୍ଲାରେ ପ୍ରାୟ ୨୦୦୦ ବୈଜ୍ଞାନିକ...
କୁଜଙ୍ଗଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ବଜ଼ାର ରେ ଟିକେ ବର୍ଷା ରେ ବର୍ଷା ପାଣି ରେ ବେହାଲ -ପାରାଦ୍ୱୀପ ରୁ ପ୍ରମୋଦ ଦାସ ଙ୍କ ରିପୋର୍ଟ କୁଜଙ୍ଗ ବଜ଼ାର ଏବେ ବର୍ଷା ପାଣି ରେ ପରିପୂର୍ଣ କୁଜଙ୍ଗ ବଜ଼ାର ଠୁ କୁଜଙ୍ଗ ମେଡିକାଲ ପର୍ଯ୍ୟନ୍ତ ଖାଲି ବର୍ଷା ପାଣି ରେ ଭରପୁର ଲୋକଙ୍କୁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ପ୍ରଶାସନ କୁ ଯେତେ କହିଲେ ବି କିଛି ପ୍ରତିକାର ହେଇପାରୁନି ମେଡିକାଲ କୁ ଜଣେ ରୋଗୀ ଆସି ମେଡ଼ିସିନ ପାଇଁ ଯିବାକୁ ହେଲେ ବର୍ଷା ପାଣି ରେ ପଶିକି ଯିବାକୁ ପଡୁଛି ସରକାର ବର୍ଷା...
ଲକ୍ଷାଧିକ ଟଙ୍କାର ଫଳଦୋକାନ ଜାଳିଦେବା ଘଟଣାରେ ଥାନାରେ ଲିଖିତ ଅଭିଯୋଗକୁ ୧୫ଦିନ ବିତିଯାଇଥିଲେ ସୁଧା ପୋଲିସର କାର୍ଯ୍ୟାନୁଷ୍ଠାନ ଶିଥିଳତା ଅଭିଯୋଗ* ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ତିର୍ତ୍ତୋଲଥାନା ଅନ୍ତର୍ଗତ ଜଇପୁର ବଜାରର ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଫଳ ଦୋକାନରେ ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତମାନେ ନିଆଁ ଲଗାଇଦେଇଥିଲେ, ହୁତୁହୁତୁ ହୋଇ ଫଳ ଦୋକାନଘର ପୋଡି ଯାଉଥିଲା, ଏହି ସମୟରେ ପିସିଆର ଗାଡି ଯାଉଥିବା ବେଳେ ଏ ଘଟଣା ନଜରକୁ ଆସିଥିଲା, ପିସିଆରରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଜରିଆରେ ଫଳ ଦୋକାନୀ ମାଲିକ ତପନ ଓଝାଙ୍କୁ ଖବର ଦେଇଥିଲେ, ଏହି ଫଳ ଦୋକାନରେ ଆଗରୁ...
ନାଉଗାଁ ବ୍ଲକରେ ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ, ବ୍ଲକ ଉପାଧ୍ୟକ୍ଷଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର ନେଇ ଗୃହରେ ହଟ୍ଟଗୋଳ ନାଉଗାଁ, ୨୮।୫ /ବିକ୍ରମ ଓଡିଶା ନିୟଜୁ,ନାଉଗାଁ ପଞ୍ଚାୟତ ସମିତି କାର୍ଯାଳୟର ସମ୍ମିଳନୀ କକ୍ଷରେ ଆଜି ବିକଶିତ ଗାଁ ବିକଶିତ ଓଡିଶା ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ଆଶୁତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥିରୂପେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣ ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଁଣ, ଜିଲ୍ଲାପରିଷଦ ସଭ୍ୟା ଅମିତା ସ୍ୱାଇଁ, ସାଂସଦ ଙ୍କ ପ୍ରତିନିଧି...
ସ୍ଲଗ୍: ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାର ଅବ୍ଯବସ୍ଥା ନେଇ ଗଣ ବିକ୍ଷୋଭ ଆଙ୍କର: ସୂଚନାଯୋଗ୍ଯ, ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ଅନ୍ତର୍ଗତ ଖନ୍ତ ପଞ୍ଚାୟତ ମଦନଶିଳା ଗ୍ରାମର ଶଙ୍କର ନାଏକ ତାଙ୍କର ମୂତକ ସ୍ତ୍ରୀ ନନ୍ଦିନୀ ନାଏକ(୨୧) ପ୍ରସବ ବେଦନା ହେବାରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ୧୦୮ ଆମ୍ବୁଲେନ୍ସ ଯୋଗେ ମେ ମାସ ୧୯ ତାରିଖ ଚିକିତ୍ସା ନିମନ୍ତେ...
'ଅପରେସନ ସିନ୍ଦୂର' ସଫଳତା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା ଟାଙ୍ଗୀ, ୨୭|୦୫ : ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଗୁଡ଼ିକୁ ଭାରତୀୟ ସେନାବାହିନୀ ଧ୍ଵଂସକରି ଅପରେସନ ସିନ୍ଦୂରରେ ସଫଳତା ହାସଲ କରିଥିବାରୁ ସେମାନଙ୍କ ମନୋବଳ ବଢାଇବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ତ୍ରିରଙ୍ଗା ଶୋଭାଯାତ୍ରାରେ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକମାନେ, ସେନାର ଅବସରପ୍ରାପ୍ତ କର୍ମଚାରୀମାନେ ଓ ସାଧାରଣ ଜନତାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ | ଏହି ଅବସରରେ ଚିଲିକା ପୂର୍ବ ସେନାନୀ ସଂଘର ସଦସ୍ୟ ମାନଙ୍କୁ ଅତିଥିଭାବେ ...
ଶିକ୍ଷା ସଚେତନ ପାଇଁ ବୁଗୁଡ଼ା ବିଇଓଙ୍କ ଅଭିନବ ପ୍ରୟାସ ବୁଗୁଡ଼ା,୨୮/୦୫(ସୋରେନ କୁମାର ପ୍ରଧାନ): ଗ୍ରୀଷ୍ମ କାଳୀନ ଅବକାଶରେ ଶିକ୍ଷା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଦିଗରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ରଙ୍କ ଅଭିନବ ପ୍ରୟାସ ପ୍ରଶଂସନୀୟ ହୋଇପାରିଛି । ବୁଗୁଡ଼ା ବ୍ଲକ ଅଧୀନସ୍ଥ ବାଲିପଦର ଅଞ୍ଚଳର ବିଭିନ୍ନ ଗ୍ରାମାକୁ ବିଇଓ ଅଚାନକ ପରିଦର୍ଶନରେ ଯାଇ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚି ସେମାନଙ୍କ ଅଭିଭାବକମାନଙ୍କ ସହ ଆଲୋଚନା କରି ପିଲାଙ୍କ ପଢ଼ାପଢି ବିଷୟରେ ପଚାରି ବୁଝିବା ସହ ଆବଶ୍ୟକ ସ୍ଥଳେ ଶିକ୍ଷାଦାନ ମଧ୍ୟ କରିଥିଲେ । ଗ୍ରୀଷ୍ମ ଅବକାଶରେ ବିଇଓଙ୍କ ଏତାଦୃଶ କାର୍ଯ୍ୟକଳାପ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ...
ମଦ ବିକ୍ରିକୁ ନେଇ ବିଧାୟକ ଓ ମଦ ବ୍ୟବସାୟୀ ମୁହାଁମୂହି। ମଦ ଦୋକାନ ମାନଙ୍କରେ ତାଲା ମାରିଲେ ବିଧାୟକ ବିଧାୟକଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବି ପତ୍ର ଦେଲେ ମଦ ବ୍ୟବସାୟୀ କୋରାପୁଟ: ମଦ ବିକ୍ରିକୁ ନେଇ ଲକ୍ଷ୍ମୀପୁର ବିଧାୟକ ଓ ମଦ ବ୍ୟବସାୟୀଙ୍କ ମଧ୍ୟରେ ଦେଖା ଦେଇଛି ବିବାଦ। ଗୋଟିଏ ପଟେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ନିଜ ଅଞ୍ଚଳର ମଦ ଭାଟି ମାନଙ୍କରେ ନିମ୍ନ ମାନର ଓ ଅପମିଶ୍ରିତ ମଦ ତିଆରି ଅଭିଯୋଗ କରି ତାଲା ପକାଇଥିବା ବେଳେ ଅନ୍ୟ ପଟେ ମଦ ବ୍ୟବସାୟୀ ମାନେ ବିଧାୟକଙ୍କ ବିରୋଧରେ ମାସିକ ଏକ ଲକ୍ଷ୍ୟ ଟଙ୍କା...
ଗଞ୍ଜାମ ଜିଲ୍ଲା ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ତୁର୍କୀର ସାମଗ୍ରୀ ବର୍ଜନ ପାଇଁ ରାଲି ବୁଗୁଡ଼ା, ୨୭/୦୫(ସୋରେନ କୁମାର ପ୍ରଧାନ): ଗଂଜାମ ଜିଲ୍ଲା ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ତୁର୍କୀ ଦେଶର ସମସ୍ତ ସାମଗ୍ରୀକୁ ବର୍ଜନ କରିବା ଉଦ୍ଦେଶ୍ୟରେ ଏକ ରାଲୀ ବୁଗୁଡ଼ା ସହରରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଯୁବ ସ°ଯୋଜକ ସୁନୀଲ ପଣ୍ଡା ଙ୍କ ନେତୃତ୍ୟରେ ଏକ ରାଲି ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଆର୍. ପବିତ୍ରା, ଛାତ୍ର ନେତା ରାକେଶ ଜେନା, ଜିଲ୍ଲା ପ୍ରଶିକ୍ଷକ ସ୍ବାଗତ କୁମାର ତ୍ରିପାଠୀ,ବୁଗୁଡ଼ା ନଗର ସୋସିଆଲ ମିଡ଼ିଆ ସଂଯୋଜକ ସୋରେନ କୁମାର ...
ଜଳଭଣ୍ଡାର ନିର୍ମାଣ ଦାବୀ ସମାବେଶ ଶିବିର ଜୁନ 1ରେ | ଅନ୍ତିମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ | ~~~~~~~~~~~~~ ଜଗତସିଂହପୁର /ନିଆଳି 27/5/2025 ଜଳଭଣ୍ଡାର ନିର୍ମାଣ ଦାବୀ ସମାବେଶ ଶିବିର କୁ ସଫଳ କରିବା ପାଇଁ ଶେଷ ପ୍ରସ୍ତୁତି ବୈଠକ ପହଙ୍ଗା ବଢ଼େଇ ସାହି କୁତ୍ତାମଚଣ୍ଡୀ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା |ଏହି ବୈଠକ ରେ ସରୋଜ ନାୟକ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଧର ରାଉତ.ଜଇରାମ ବାରିକ. ଧୂଳେଶ୍ୱର ମଲ୍ଲିକ କ୍ଷୀରୋଦ ବେହେରା ପରୀକ୍ଷିତ ପଳାଉର. ପ୍ରଦୀପ୍ତ ସ୍ୱାଇଁ. ସୁବାଷ ସ୍ୱାଇଁ. ଜ୍ୟୋତି ରଞ୍ଜନ ପରିଡା ତପନ କୁମାର ରାଉତରାୟ ରମେଶ ଚନ୍ଦ୍ର ମହାନ୍ତି ଲୋକନାଥ ସାହୁ ଅକ୍ଷୟ ଦାସ ପ୍ରମୁଖ ଅଂଶ ଗ୍ରହଣ...