Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ପ୍ରାଚୀ ବ୍ୟବସାୟୀ ସଂଘର ନୂତନ କାର୍ଯ୍ୟକର୍ତା ଗଠନ।

କାକଟପୁର | 30/05/2025 | ବିକ୍ରମ ଓଡ଼ିଶା ନିୟୁଜ

ପ୍ରାଚୀ ବ୍ୟବସାୟୀ ସଂଘର ନୂତନ କାର୍ଯ୍ୟକର୍ତା ଗଠନ। କାକଟପୁର:୩୦/୦୫ ( ତୁଷାର ଦୀକ୍ଷିତ ) କାକଟପୁର ବଜାର ରେ ସୋମେଶ୍ୱର ମନ୍ଦିର ଠାରୁ ମେଡିକାଲ ଛକ, ଲକ୍ଷ୍ମୀବଜାର, ଗଣେଶ ବଜାର,ପ୍ରାଚୀ ବଜାର, ଚନ୍ଦନ ବଜାର ଭଳି ପ୍ରାୟ 1000 ରୁ ଉର୍ଦ୍ଧ ଦୋକାନ ରହିଥିବା ବେଳେ ଏମିତି କି କଲେଜ ଛକ ଓ ନୂଆ ବସଷ୍ଟାଣ୍ଡ ପ୍ରଯ୍ୟନ୍ତ ସବୁ ବଜାର ରେ ଦୋକାନୀ ଙ୍କ ସୁରକ୍ଷା ଓ ଭାଇଚାରା ଉଦେଶ୍ୟ ରେ ପ୍ରତି ବଜାରରେ ସଂଗଠନ କାରାଯାୟୀ ସଂଗଠନ ର ନାମ କରଣ କରା ଯାଇଛି ପ୍ରତ୍ୟେକ ବଜାରରେ ବଜାର ତରଫରୁ ସଭାପତି, ସମ୍ପାଦକ ଓ କୋଷାଧକ୍ଷ ପଦବୀ...

Article Image

ପିପୁଲ୍ସ ହାଇସ୍କୁଲ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ବୁଗୁଡା | 30/05/2025 | ବିକ୍ରମ ଓଡ଼ିଶା ନିୟୁଜ

ପିପୁଲ୍ସ ହାଇସ୍କୁଲ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ବୁଗୁଡା,୩୦/୦୫(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ୧୯୭୨ ମାଟ୍ରିକ ବ୍ଯାଚ୍ ପ୍ରାକ୍ତନ ଛାତ୍ର ସଂଘ ପକ୍ଷରୁ ହାଇସ୍କୁଲ ପରିସରରେ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ଛାତ୍ର ସଂଘର କୈଳାସ ଚନ୍ଦ୍ର ଦାଶଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା, ସମ୍ମାନିତ ଅତିଥି ଭାବେ ଏସ୍ଏମସି ସଭାନେତ୍ରୀ ସୁଜାତା ପାଢୀ , ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ, ଅଭିଭାବକ କିଶୋର ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ମେଧାବୀ ଛାତ୍ରଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ...

Article Image

ଝଙ୍କଡଶ୍ରୀ କାଳିପ୍ରସନ୍ନ ପରିଜlଙ୍କ ଷଷ୍ଠବାର୍ଷିକ ଶ୍ରାଦ୍ଧଉତ୍ସବ

ତିର୍ତ୍ତୋଲ | 30/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଝଙ୍କଡଶ୍ରୀ କାଳିପ୍ରସନ୍ନ ପରିଜlଙ୍କ ଷଷ୍ଠବାର୍ଷିକ ଶ୍ରାଦ୍ଧଉତ୍ସବ ତିର୍ତ୍ତୋଲ-୩୦/୫-(ରିପୋର୍ଟ-ଟୁକନ ସେଠୀ)-ଝଙ୍କଡ଼ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସଦର ପ୍ରତିଷ୍ଠାତା ସଭାପତି ଝଙ୍କଡଶ୍ରୀ କାଳିପ୍ରସନ୍ନ ପରିଜାଙ୍କ ଷଷ୍ଠବାର୍ଷିକ ଶ୍ରାଦ୍ଧଉତ୍ସବ ବର୍ତ୍ତମାନର ସଭାପତି ସଂସ୍କୃତି ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସଭା ପ୍ରାରମ୍ଭରେ ଝଙ୍କଡ଼ ମାଟିର ଆରାଧ୍ୟ ଦେବୀ ମା ଶlରଳା ଓ ମାଟିର ମହାକବି ସାରଳା ଦାସଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଝଙ୍କଡଶ୍ରୀ ପରିଜାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଏହି ଆସରରେ...

Article Image

ଉପଜିଲ୍ଲାପାଳ ଦେଲେ ନ୍ୟାୟ

ତିର୍ତ୍ତୋଲ | 30/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଉପଜିଲ୍ଲାପାଳ ଦେଲେ ନ୍ୟାୟ ତିର୍ତ୍ତୋଲ-୩୦/୫-(ରିପୋର୍ଟ-ଟୁକନ ସେଠୀ)-ଆମ ସାମାଜିକ ଵିଧି ବ୍ୟବସ୍ଥା ଏମିତି ବିଗିଡି ଗଲାଣି ଯେ ବୟସାଧିକ ବାପା ମା ମାନେ ପରିବାର ରେ ପିଲାଙ୍କ ସହିତ ସୁରକ୍ଷିତ ନ ରହି ଅବଶିଷ୍ଟ ଜୀବନ ସୁରକ୍ଷିତ ଓ ଶାନ୍ତି ରେ ରହିବା ପାଇଁ ପ୍ରତିଦିନ ଉପଜିଲ୍ଲାପାଳ ଜଗତସିଂହପୁର ନିକଟରେ ଗୁହାରି କରୁଛନ୍ତି। ରାଜ୍ୟ ର ଅଗ୍ରଣୀ ସେବା ଓ ଆଧ୍ୟାତ୍ମିକ ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ତାର ଦୈନନ୍ଦିନ ସେବା କାର୍ଯ୍ୟ ସହିତ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସଯତ୍ନ ପ୍ରୟାସ ରେ ଜିଲ୍ଲା ପ୍ରଶାସନ ଦ୍ଵାରା ଅନେକ ବାପା ମା ଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ...

Article Image

ଓଭର ଲୋଡିଙ୍ଗ୍ ପାଇଁ ଓଲଟିଲା ଏଲ୍ଆଣ୍ଡ ଟି କ୍ରେନ।

ତିର୍ତ୍ତୋଲ | 30/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଓଭର ଲୋଡିଙ୍ଗ୍ ପାଇଁ ଓଲଟିଲା ଏଲ୍ଆଣ୍ଡ ଟି କ୍ରେନ।* -ତିର୍ତ୍ତୋଲ-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦିପହରେ ଉଲଗଦା ଗ୍ରାମରେ ଗତକାଲି ଦିନ ଦ୍ବିପହରରେ L&T କମ୍ପାନୀ ର ଗୋଟେ ଓଭର ଲୋଡିଙ୍ଗ୍ ପାଇଁ ହାଇବା କ୍ରେନ ଗାଡ଼ି ଓଲଟି ପଡିଥିଲା। ରାସ୍ତା କଡରେ ଥିବା ଲୋକଙ୍କ ଙ୍କ ଘର ପାଖରେ ପଡ଼ିବାରୁ ଅଳ୍ପକେ ଲୋକମାନେ ବଞ୍ଚିଯାଇଥିବା ସୂଚନା ମିଳିଛି।ଯାହାକି ଘର ଉପରେ ପଡ଼ିବା କୁ ଆଉ ମାତ୍ର କିଛି ମିଟର ଘର ବାକିରହିଥିବା ବେଳେ ଏହି ଘଟଣା ପାଇଁ ଏଲ୍ ଆଣ୍ଡଟି କତୁପକ୍ଷକୁ ଲୋକମାନେ ଦାଇ କରିବା ସହିତ ଏ ପର୍ଯ୍ୟନ୍ତ ଗାଡ଼ି ପଡିରହିଥିବା ସୂଚନା...

Article Image

ରାଇରଙ୍ଗପୁର ଅମୃତ ଷ୍ଟେସନରେ କୁଡୁମି ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୃତି ସ୍ଥାପନ ପାଇଁ ଉପଜିଲ୍ଲା ପାଳଙ୍କ ନିକଟରେ ଦାବିପତ୍ର

ରାଇରଙ୍ଗପୁର | 30/05/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ଲଗ୍: ରାଇରଙ୍ଗପୁର ଅମୃତ ଷ୍ଟେସନରେ କୁଡୁମି ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୃତି ସ୍ଥାପନ ପାଇଁ ଉପଜିଲ୍ଲା ପାଳଙ୍କ ନିକଟରେ ଦାବିପତ୍ର ଆଙ୍କର: ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଷ୍ଟେସନ ଅମୃତ ଭାରତ ଷ୍ଟେସନରେ ରୁପାନ୍ତି କରଣ ହୋଇଛି ଏବଂ ଏହି ଷ୍ଟେସନ ରେ...

Article Image

ତିର୍ତ୍ତୋଲ ରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ।

ତିର୍ତ୍ତୋଲ | 30/05/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତ୍ତୋଲ ରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ।* -ତିର୍ତ୍ତୋଲ-୩୦/୫-(ରିପୋର୍ଟ-ଟୁକନ ସେଠୀ)- କେନ୍ଦ୍ରୀୟ କୃଷି କିସାନ କଲ୍ୟାଣ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ମାନ୍ୟବର ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଆହ୍ୱାନରେ ୨୯ ମଇରୁ ଦେଶବ୍ୟାପୀ "ବିକଶିତ କୃଷି ସଂକଳ୍ପ ଅଭିଯାନ" ଆରମ୍ଭ ହୋଇଛି । ଏହି ଅଭିଯାନ ୧୨ ଜୁନ୍ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ, ରାଜ୍ୟ କୃଷି ବିଭାଗ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR) ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିବେ । ଏହି କାର୍ଯ୍ୟକ୍ରମରେ ନୂତନ କୃଷି ପ୍ରଯୁକ୍ତି, ବିଭିନ୍ନ ସରକାରୀ ଯୋଜନା ଏବଂ ଉନ୍ନତ ବୀଜ...

Article Image

ଲଞ୍ଚ ୱିଡଜ୍ କମ୍ପୁଟର ସେଣ୍ଟର ୧୧ ବର୍ଷ ପୂର୍ତ୍ତୀ ଅବସରରେ ସ୍ବେଛାକୁତ ରକ୍ତଦାନ ଶିବିର ଅନୁଷ୍ଠିତ

ରାଇରଙ୍ଗପୁର | 30/05/2025 | ବିକ୍ରମ ଓଡ଼ିଶା ନିୟୁଜ

: ଲଞ୍ଚ ୱିଡଜ୍ କମ୍ପୁଟର ସେଣ୍ଟର ୧୧ ବର୍ଷ ପୂର୍ତ୍ତୀ ଅବସରରେ ସ୍ବେଛାକୁତ ରକ୍ତଦାନ ଶିବିର ଅନୁଷ୍ଠିତ : ରକ୍ତ ଦାନ ମହତ ଦାନ l ରକ୍ତ ଦାନ କରି ଅନ୍ଯର ଜୀବନ ବଞ୍ଚାଇବାର ପ୍ରତିଶୁତି ର ପ୍ରୟାସ ନେଇ ଆଗେଇ ଆସିଛି ଲଞ୍ଚ ୱିଡଜ୍...

Article Image

ସାମନ୍ତରାୟପୁର ବାତ୍ୟା ଆଶ୍ରୟ ସ୍ଥଳି ମରାମତି କାର୍ଯ୍ୟକୁ ନେଇ ବିବାଦ )

ଜଗତସିଂହପୁର | 30/05/2025 | ବିକ୍ରମ ଓଡ଼ିଶା ନିୟୁଜ

( ସାମନ୍ତରାୟପୁର ବାତ୍ୟା ଆଶ୍ରୟ ସ୍ଥଳି ମରାମତି କାର୍ଯ୍ୟକୁ ନେଇ ବିବାଦ ) ଜଗତସିଂହପୁର ତା =30/5/25 1999 ମସିହା ମହାପ୍ରଳୟଙ୍କାରୀ ମହାବାତ୍ୟା ପରେ ଉପକୂଳ ବର୍ତ୍ତୀ ବାଲିକୁଦା ବ୍ଲକ ଓଷାକଣା ପଂଚାୟତ ସାମନ୍ତରାୟପୁର ଅଞ୍ଚଳ ରେ ମହାରାଷ୍ଟ୍ର ସରକାର ଙ୍କ ଦ୍ୱାର ବାତ୍ୟା ଆଶ୍ରୟ ସ୍ଥଳି ନିର୍ମାଣ କରାଯାଇଥିଲା | ତାର ପରବର୍ତ୍ତୀ ସମୟରେ ଓଷକଣା ପଂଚାୟତ ରେ ବିପର୍ଯୟ ପରିଚାଳନା କମିଟି ଗଠନ କରାଯାଇ ବାତ୍ୟା ଆଶ୍ରୟ ସ୍ଥଳି ଗୃହ ର ରକ୍ଷଣା ବେକ୍ଷଣ ଦାଇତ୍ୱ ଗ୍ରାମ ପଞ୍ଚାୟତ କୁ ହସ୍ତାନ୍ତର କରାଯାଇଥିଲା | ହେଲେ ଚଳିତ ବର୍ଷ ଜରୁରୀ କାଳୀନ ବିଭାଗ ପକ୍ଷରୁ ୬ ଲକ୍ଷ୍ୟ ରୁ...

Article Image

୧୯୯୯ ମସିହା ସୋରଣ ଗୁଳିକାଣ୍ଡ ଘଟଣା

ଚିଲିକା | 30/05/2025 | ବିକ୍ରମ ଓଡ଼ିଶା ନିୟୁଜ

୧୯୯୯ ମସିହା ସୋରଣ ଗୁଳିକାଣ୍ଡ ଘଟଣା - # ଚିଲିକା ପାଇଁ ଲଢ଼େଇ କରି ପୋଲିସ ଗୁଳିରେ ସହୀଦ ହୋଇଥିଲେ ୫ ଜଣ ମତ୍ସ୍ୟଜୀବୀ # ଚିଲିକା ମତ୍ସ୍ୟଜୀବୀ ମହାସଂଘ ପାଳନ କଲା ସହୀଦ ଦିବସ ଚିଲିକା ହେଉଛି ମତ୍ସ୍ୟଜୀବୀ ମାନଙ୍କର ଏବଂ ଚିଲିକା ଉପରେ ନିର୍ଭର କରି ମତ୍ସ୍ୟଜୀବୀ ମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ଚିଲିକା ମଧ୍ୟରେ କେତେକ ଅଣ ମତ୍ସ୍ୟଜୀବୀ ଜବରଦସ୍ତ ପ୍ରବେଶ କରି ଚିଲିକା ମଧ୍ୟରେ ଚିଙ୍ଗୁଡି ଘେରି କରି ଜବରଦଖଲ ଚିଙ୍ଗୁଡି ଚାଷ କରି ଅଣ-ମତ୍ସ୍ୟଜୀବୀ ମାଫିଆମାନେ ମାଫିଆରାଜ୍ ଚଳାଇବା ଯୋଗୁଁ ମତ୍ସ୍ୟଜୀବୀମାନେ ଏହାକୁ ବିରୋଧ କଲେ , ଯାହାକୁ...

Article Image

ଷୋହଳ ଦଳିତ ପରିବାର କୁ କ୍ଷତିପୂରଣ ଓ ବସୁନ୍ଧରା ଯୋଜନାରେ ବାସଗ୍ରହ ଯୋଗାଇଦେବାକୁ ଦାବି )

ଜଗତସିଂହପୁର | 29/05/2025 | ବିକ୍ରମ ଓଡ଼ିଶା ନିୟୁଜ

(ଷୋହଳ ଦଳିତ ପରିବାର କୁ କ୍ଷତିପୂରଣ ଓ ବସୁନ୍ଧରା ଯୋଜନାରେ ବାସଗ୍ରହ ଯୋଗାଇଦେବାକୁ ଦାବି ) ଜଗତସିଂହପୁର ତା =29/5/25 ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଂଚାୟତ ବାଲିଘାଇ ଠାରେ ଥିବା ଅନାବାଦୀ ଜାଗାରେ ଷୋହଳ ଦଳିତ ପରିବାର ଦୀର୍ଘ ପଚାଶ ବର୍ଷ ହେବ ଗୃହ ନିର୍ମାଣ କରି ବସତି ସ୍ଥାପନ କରିଥିଲେ | ଜ଼ିଲ୍ଲା ପ୍ରଶାସନ ଚଳିତ ବର୍ଷ ଜାନୁଆରୀ ମାସରେ ଦଳିତ ପରିବାରକୁ ଥଇଥାନ ନ କରି ବଳ ପୂର୍ବକ ଘର ଦ୍ୱାର ଭାଙ୍ଗି ଅନାବାଦୀ ଜାଗାରୁ ଦଳିତ ପରିବାରକୁ ଉଛେଦ କରିଥିଲେ | ବାସଗୃହ ହରାଇ ଷୋହଳ ଦଳିତ ପରିବାର ନିକଟସ୍ଥ ଦଣ୍ଡା ରେ ଅସ୍ଥାୟୀ ଗୃହ...

Article Image

ସଚ୍ଚିଦାନନ୍ଦ ପରିଡା ଙ୍କ ଏକାଦଶରେ ଙ୍କ ସ୍ମୃତି ସଭା।

ନାଉଗାଁ | 29/05/2025 | ବିକ୍ରମ ଓଡ଼ିଶା ନିୟୁଜ

ସଚ୍ଚିଦାନନ୍ଦ ପରିଡା ଙ୍କ ଏକାଦଶରେ ଙ୍କ ସ୍ମୃତି ସଭା। ନାଉଗାଁ /୨୯/୦୫ /ବିକ୍ରମ ଓଡିଶା ନିୟଜୁ,ନାଉଗାଁ ଅଞ୍ଚଳର ବରିଷ୍ଠ ନେତା ନାଉଗାଁ ଓ ବାଂଶ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ପରିଡା ଙ୍କ ଏକାଦଶ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସ୍ମୃତି ଚାରାଣ ସଭା ପୂର୍ବତନ ବିଧାୟକ ଜ୍ୟୋତିଶ ଚନ୍ଦ୍ର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ଏବଂ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ତାଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦ୍ଗତି...