ତିର୍ତୋଲ ବି ଜେଡିରେ ହେବ ଭୁକମ୍ପ, ବିଧାୟକ ଙ୍କୁ ବିରୋଧ କରି ୪ ସଭା ପତି ଛାଡ଼ିବେ ଦଳ, ତିର୍ତୋଲ ୧/୬ ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ଡା ରମାକାନ୍ତ ଭୋଇ ଙ୍କ କାର୍ଯ୍ୟ କଲାପରେ ଅସନ୍ତୁଷ୍ଟ ହୋଇ ୪ ପ୍ରମୁଖ ସଭାପତି ଛାଡ଼ିବେ ଦଳ ବୋଲି ସୂଚନା ମିଳିଛି, ବିଶେଷ ସୂତ୍ରରୁ ଖବର ମିଳିଛି ଅଧୁନା ଚାଲି ଥିବା ବି ଜେ ପି ସରକାର ତିର୍ତୋଲ ବିଧାୟକ ଙ୍କ କାର୍ଯ୍ୟ କଲାପ ଉପରେ ତୀକ୍ଷ୍ଣ ନଜର ରଖିଛି, ତେଣୁ ତିର୍ତୋଲ ବିଧାୟକ ତିର୍ତୋଲ ନିର୍ବାଚନ ମଣ୍ଡଳୀ ମଙ୍ଗୁଆଳ ମାନଙ୍କୁ ଅନୈତିକ କାଯ୍ୟ ଯଥା ବିଭିର୍ନ ପ୍ରୋଜେକ୍ଟ ରୁ...
ଶୈବପୀଠରେ ଶୀତଳ ଷଷ୍ଠି - ତିର୍ତ୍ତୋଲ-୧/୬-(ରିପୋର୍ଟ-ଟୁକନ ସେଠୀ)-ଅଲୋକିକ ଶୈବ ପିଠରେ ଶୀତଳ ଷଷ୍ଠୀ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲ ବ୍ଲକ ଇନ୍ଦରପା ଗ୍ରାମରେ ପ୍ରସିଦ୍ଧ ଶୈବପିଠ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଶୀତଳ ଷଷ୍ଠୀ ଅବସରରେ ଶିବ ପାର୍ବତୀ ବିଭାଗର ଅନୁଷ୍ଠିତ ହୋଇଛି। ପୂର୍ବରୁ ଏହି ମନ୍ଦିରରେ ଅନେକ ଅଲୋକିକ ଘଟଣା ପାଇଁ ସାରା ଜ଼ିଲ୍ଲାରେ ପ୍ରସିଦ୍ଧି ଲାଭକରିଥିବା ବେଳେ ଏବେ ଶୀତଳ ଷଷ୍ଠୀ ପାଳନ କୁ ନେଇ ଚର୍ଚ୍ଚା ରେ ରହିଛି। ହିନ୍ଦୁ ଶାସ୍ତ୍ର ଏବଂ ବ୍ରାହ୍ମଣ ମତ ଅନୁଯାୟୀ ଏହି ମନ୍ଦିରରେ ଶିବ ପାର୍ବତୀଙ୍କ ବିଭାଘର ଅନୁଷ୍ଠିତ ହୋଇଛି। ପ୍ରଭୁ ଆଖଣ୍ଡଳମଣି ଙ୍କୁ...
ପ୍ରାତଃଭ୍ରମଣବେଳେ ମହିଳାଙ୍କଠୁ ଅଳଙ୍କାର ଲୁଟ୍ ଅଭିଯୋଗ ବୁଗୁଡ଼ା,୩୧/୦୫(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ସହର ଉପକଣ୍ଠସ୍ଥ ସ୍ବାଗତ ତୋରଣ ନିକଟରେ ପ୍ରାତଃଭ୍ରମଣରେ ଯାଇଥିବା ଜନୈକା ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଲେ ସ୍ଥାନୀୟ ଶକ୍ତିନଗର ନିବାସୀ ଅଭିମନ୍ୟୁ ସାହୁଙ୍କ ପତ୍ନୀ ସୁକାନ୍ତି ସାହୁ ।ପ୍ରକାଶ ଯେ, ଆଜି ୫ଟା ସମୟରେ ସୁକାନ୍ତି ସାହିର ଅନ୍ୟ ୩ ଜଣ ମହିଳାଙ୍କ ସହ ମିଶି ପ୍ରାତଃଭ୍ରମଣରେ ଯାଇଥିଲେ।ସହର ଉପକଣ୍ଠସ୍ଥ ସ୍ବାଗତ ତୋରଣ ପରେ ତିନି ଜଣ ମହିଳା ଏକ କଲଭର୍ଟଠାରେ ବିଶ୍ରାମ ନେଇଥିଲେ ଏବଂ ସୁକାନ୍ତି ଆଉ ଅଳ୍ପ ଦୂର...
ବେଆଇନ ଗୋଚାଲାଣ,୫ ଗାଈ ଉଦ୍ଧାର,ଜଣେ ଗିରଫ କାକଟପୁର ତା ୩୧ l/୫ ( ତୁଷାର ଦୀକ୍ଷିତ ) କାକଟପୁର ଅଞ୍ଚଳରେ ଦିନକୁ ଦିନ ବେଆଇନ ଗୋଚାଲାଣ ବଢ଼ିବାରେ ଲାଗିଛି l କିଛି ଅସାଧୁ ଗୋ ଚାଲାଣକାରୀ ପୋଲିସ ଆଖିରେ ଧୂଳି ଦେଇ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ କାକଟପୁର ପୋଲିସ ସେମାନଙ୍କୁ କାବୁ କରି ୫ ଟି ଗାଈ ଉଦ୍ଧାର କରି ପୁରୀ ଗୋଶାଳା କୁ ପଠାଇଛି l ସୂଚନା ଅନୁଯାଇ ଆଜି ସକାଳ ୭ ଘଟିକା ସମୟରେ କାକଟପୁର ଥାନା ଅଧିନସ୍ଥ ଆନନ୍ଦ ବଜାର ଛକରୁ ଦହିଖିଆ ଗ୍ରାମର ଲଷ୍ମୀଧର ପରିଡା ଙ୍କ ପୁଅ ରଞ୍ଜିତ ପରିଡା,...
ପଦ୍ମପୁର ଅଞ୍ଚଳ ରେ ବେଶ ଆଡମ୍ବର ଶିବ ପାର୍ବତୀ ଙ୍କ ବିବାହ ଉତ୍ସବ ଅନୁଷ୍ଠିତ । ନାଉଗାଁ ୩୧/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ପଲ୍ଲୀ ପଞ୍ଚାୟତ ର ପଦ୍ମପୁର ଗ୍ରାମରେ ଅନୁଷ୍ଠିତ ହୋଇଛି ଏହି ବିବାହ ଉତ୍ସବ l ଆଶୁତୋଷ ମହାଦେବ ଙ୍କ ପବିତ୍ର ଜୈଷ୍ଠ ମାସ ରେ ଏହି ପୀଠ ରେ ଗତକାଲି ଠାରୁ ମଙ୍ଗନ ଆରମ୍ଭ ହୋଇ ଆଜି ବୈଦିକ ରୀତି ନିତି ଅନୁସାରେ ଧାର୍ଯ୍ୟ ହୋଇଥିବା ସମସ୍ତ କାର୍ଯ୍ୟ ଯେପରି ସକାଳ ବାଡ଼ୁଅପାଣି ଠୁ ଆରମ୍ଭ ହୋଇ ଅଭିଷେକ, ବାଟବରେଣୀ,କନ୍ୟାଅଧିବାସ, ବରଅଧିବାସ, ଅଗ୍ନିସ୍ଥାପନ, ହସ୍ତଗଣ୍ଠି, ବନ୍ଦାପନା ଓ ହୋମଯଜ୍ଞ ପ୍ରତ୍ୟହ ବୈଦିକ ବ୍ରାହ୍ମଣ...
ବିନା ସୂଚନା ଫଳକରେ ଚାଲିଛି ସବ୍ ସେଣ୍ଟର କାମ।* *ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଅର୍ଥ ବାଟମାରଣା।* -ତିର୍ତ୍ତୋଲ-୩୧/୫-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ତୁଳଙ୍ଗ ଓ ଗରାମ ପଞ୍ଚାୟତ ରେ ଏନ୍.ଆର୍.ଏଚ.ଏମ୍.ସଂସ୍ଥା ଦ୍ବାରା ଆରଡ଼ି ଅଧିନରେ ନିର୍ମାଣ ଚାଲିଥିବା ସବ୍ ସେଣ୍ଟର୍ ବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ବିନା ସୂଚନା ଫଳକ ରେ ଚାଲିଛି କାମ ଚାଲିଛି। ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକରେ ଦିତାଲା ଛାତ ପଡ଼ି ସାରିଛି। କିନ୍ତୁ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଙ୍କୁ ଅଭିଯୋଗ ସତ୍ବେ ଦୁଇଟି ସବ୍ ସେଣ୍ଟର ନିର୍ମାଣ କାର୍ଯ୍ୟ ନିକଟରେ ଏ ପର୍ଯ୍ୟନ୍ତ ସୂଚନା ଫଳକ ଲାଗି...
ପରିକ୍ରମା ପକ୍ଷରୁ ମେଧା ସମ୍ଭନ୍ଧନା ମହୋତ୍ସବ ଅନୁଷ୍ଠିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ଅଗ୍ରଣୀ ସାମାଜିକ ଓ ସାଂସ୍କୁତିକ ଅନୁଷ୍ଠାନ ପରିକ୍ରମା ପକ୍ଷରୁ ମେଧା ସମ୍ଭନ୍ଧନା ସମାରୋହ ମୁଖ୍ଯ କାର୍ଯ୍ଯନିର୍ବାହୀ ଅଧିକାରୀ ମନୋଜ କୁମାର ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ଯ କାର୍ଯ୍ଯ ନିର୍ବାହୀ ମନୋଜ କୁମାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ଏଥିରେ ସମ୍ମାନିତ ଅତିଥି ଭାବେ ଚିନ୍ତକ, ସମାଜସେବୀ ଓ ସଂସ୍କୁତି ପ୍ରେମୀ କାମ୍ଯା...
ବିକଶିତ କୃଷି ସଂକଳ୍ପ ଅଭିଯାନର ତୃତୀୟ ଦିନ* ତିର୍ତୋଲ ୩୧ ମଇ ୨୦୨୫: କେନ୍ଦ୍ରୀୟ କୃଷି, କିସାନ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ମାନ୍ୟବର ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଆହ୍ୱାନରେ ୨୯ ମଇରୁ ଦେଶବ୍ୟାପୀ "ବିକଶିତ କୃଷି ସଂକଳ୍ପ ଅଭିଯାନ" ଆରମ୍ଭ ହୋଇଛି । ଏହି ଅଭିଯାନ ୧୨ ଜୁନ୍ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ, ରାଜ୍ୟ କୃଷି ବିଭାଗ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR) ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିବେ । ଏହି କାର୍ଯ୍ୟକ୍ରମରେ ନୂତନ କୃଷି ପ୍ରଯୁକ୍ତି, ବିଭିନ୍ନ ସରକାରୀ ଯୋଜନା ଏବଂ...
ଜୟନାରାୟଣ ପୁର ଶାସନ ରାମେଶ୍ବରମନ୍ଦିର ରେ ଶିବ ପାର୍ବତୀ ବିବାହ ଉତ୍ସଵ ପାଳନ ଓଉପଦା, ତା 31/1ଆଜି ଶନି ବାର ପୂର୍ବାହ୍ନ ଦଶ ଘଟିକା ସମୟରେ ଔପଦାବ୍ଲକ୍ ବଡପୋଖରି ପଞ୍ଚାୟତ ଜୟନାରାୟଣ ଶାସନ ରେ ଥିବା ରାମେଶ୍ବର ମନ୍ଦିର ପରିସରରେ ଶିବପାର୍ବତି ବିବାହ ଉତ୍ସବ ଖୁବ ଧୁମଧାମରେ ପାଳିତ ହୋଇଯାଇଛି। ଏହିଗ୍ରାମର ଜଣେ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଗଣେଶ ଚଂଦ୍ର ପଣ୍ଡା ଙ୍କ ସହଧର୍ମିଣୀ ସୁକାନ୍ତି ପଣ୍ଡା ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ଉତ୍ସବରେ ଭାଗ ନେଇଥିଲେ। ଏଥିରେ ବଧି ଗ୍ରାମର ଗଣେଶ୍ୱର୍ ପାଢି ପରିବାର ବର ପକ୍ଷ ହୋଇଥିବା...
ତିର୍ତୋଲ ନାଉସୀର ଆଖଣ୍ଡଳ ମଣୀ ପୀଠ ରେ ଶିବ ବିବାହ ଅନୁଷ୍ଠିତ l ତିର୍ତୋଲ 31/5 ତିର୍ତୋଲ ବ୍ଲକ ନାଉସୀର ସ୍ଥିତ ପ୍ରଭୁ ଆଖଣ୍ଡଳମଣୀ ମହାଦେବ ଙ୍କର ପବିତ୍ର ଶୀତଳ ଷଷ୍ଠୀ ତିଥିରେ ମହା ଆଡମ୍ବର ରେ ବିବାହ ଉତ୍ସବ ପାଳିତ ହେଉଛି, ଆଜି ସକାଳ ୯ ଘଟିକା ସମୟରେ ପ୍ରଭୂ ଶ୍ରୀ ଆଖଣ୍ଡଳ ମଣୀ ବିରାଟ ପଟୁଆର କରି ତିର୍ତୋଲ, ନାଉସୀର ଗ୍ରାମ ପରୀକ୍ରମା କରି ଆଖଣ୍ଡଳ ମଣୀ ବେଢା ରେ ଥିବା ମା ପାର୍ବତୀ ଦେବୀଙ୍କ ମନ୍ଦିର ରେ ପହଂଚିବା ପରେ, ପୁରୋହିତ ବାଟବରଣ କରି କନକ ବେଦିକୁ ପାଛୋଟି ନେଇଥିଲେ, ମନ୍ଦିର କମିଟି ତରଫରୁ...
କୁଜଙ୍ଗ (ବିକ୍ରମ ଓଡ଼ିଶା) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍। ବାଗୋଇ ପଞ୍ଚାୟତ ରେ ଥିବା ବାଗୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୧୯୯୪ ମସିହା ବ୍ୟାଚ୍ ର ପୁରାତନ ଛାତ୍ର/ଛାତ୍ରୀଙ୍କ ଦ୍ଵାରା ପ୍ରଥମ ବର୍ଷ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଟିତ ହୋଇଯାଉଛି. ଏହି ଉତ୍ସବରେ ୧୯୯୪ ମସିହା ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ, ସର୍ବ ପ୍ରଥମେ ସ୍କୁଲ୍ ପରିସରରେ ଥିବା ଭଗବାନ୍ ଗଣେଶ ପ୍ରତିମୂର୍ତ୍ତି କୁ ପୂଜାକରିଥିଲେ, ପରେ ପ୍ରଦୀପ ପ୍ରଯୋଳନ କରାଯାଇ ଛାତ୍ର ଛାତ୍ରୀଙ୍କ ଦ୍ଵାର ଏକ ସଭାର ଆହୋଜନ କରାଯାଇଥିଲା, ମଞ୍ଚ ସ୍ଥଳକୁ ଅତିଥି ମାନଙ୍କୁ ପାଛୋଟି ନେଇ ପୁଷ୍ପ ଗୋଛ ଓ...
ପଣ୍ଡୁଆ ୟୁକୋ ବ୍ୟାଙ୍କ ଗ୍ରହକଙ୍କୁ ସେବା ଦେଇ ପାରୁନି, ମ୍ୟାନେଜର କ୍ୟାସିଆର ରେ ଚାଲୁଛି ବ୍ୟାଙ୍କ (ମ୍ୟାନେଜର କହିଲେ ମୋ ହାତରେ କିଛି ନାହିଁ l କୁଜଙ୍ଗ 31/5 ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଣ୍ଡୁଆ ପଞ୍ଚାୟତ ଠାରେ ଥିବା ୟୁକୋ ବ୍ୟାଙ୍କ ଗ୍ରହକ ଙ୍କୁ ବ୍ୟାଙ୍କିଙ୍ଗି ସେବା ଯୋଗାଇବାରେ ବହୁ ଅବହେଳା କରୁ ଥିବା ଗ୍ରାହକ ମାନେ ଅଭିଯୋଗ କରୁଛନ୍ତି, ଏସମ୍ପର୍କ ରେ ପଣ୍ଡୁଆ ସାଖା ପ୍ରବନ୍ଧକ ହର ପ୍ରସାଦ ସେଠିଙ୍କୁ ପଚାରି ବାରୁ ଶ୍ରୀ ସେଠି କହିଛନ୍ତି ଆମର ଷ୍ଟାଫ ନାହାନ୍ତି, କେବଳ ମ୍ୟାନେଜର କ୍ୟାସିଆର ଓ ପିଅନ କୁ ନେଇ ଚାଲିଛି ବ୍ୟାଙ୍କ l ମ୍ୟାନେଜର ସେଠି...