Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

କର୍କଟ ରୋଗୀ ବିଷ୍ଣୁଙ୍କ ଅପରେସନ ପାଇଁ ଅର୍ଥ ସାଜିଛି ବାଧକ, ପ୍ରଶାସନ ପକ୍ଷରୁ ସହାୟତା ପାଇଁ ଅନୁରୋଧ ।

ହିଞ୍ଜିଳି | 02/06/2025 | ବିକ୍ରମ ଓଡ଼ିଶା ନିୟୁଜ

କର୍କଟ ରୋଗୀ ବିଷ୍ଣୁଙ୍କ ଅପରେସନ ପାଇଁ ଅର୍ଥ ସାଜିଛି ବାଧକ, ପ୍ରଶାସନ ପକ୍ଷରୁ ସହାୟତା ପାଇଁ ଅନୁରୋଧ । ହିଞ୍ଜିଳି କାଟୁ :-୩୧/୦୫ /୨୫ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକର ବନ୍ଧା ଗୁଡା ପଞ୍ଚାୟତର ବି ଚିପିଲି ଗ୍ରାମର ଜୈନିକ ବ୍ଯକ୍ତି କର୍କଟ ରୋଗରେ ପୀଡିତ ଅଛନ୍ତି । ତାଙ୍କର ଅପରେସନ ପାଇଁ ଅର୍ଥର ଅଭାବ ଯୋଗୁଁ ପ୍ରଶାସନିକ ଅଧିକାରୀଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଏହି ଗ୍ରାମର ବିଷ୍ଣୁ ପ୍ରସାଦ ସ୍ଵାଇଁ ବୟସ ୫୧ବର୍ଷ ,ଯିଏ କି କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ଯାର ଗୋଟିଏ ଥର ଛାତି ପାଖରେ...

Article Image

ରାଜ୍ୟ ପିସିସି ସଭାପତିଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ପ୍ରସ୍ତୁତି ବୈଠକ ,

ଗଞ୍ଜାମ | 02/06/2025 | ବିକ୍ରମ ଓଡ଼ିଶା ନିୟୁଜ

ରାଜ୍ୟ ପିସିସି ସଭାପତିଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ପ୍ରସ୍ତୁତି ବୈଠକ , ହିଞ୍ଜିଳିରୁ ଆରମ୍ଭ ସମ୍ବିଧାନ ବଞ୍ଚାଓ ଅଭିଯାନ । ହିଞ୍ଜିଳି କାଟୁ :-୧/୦୬/୨୫ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଠାରୁ ରାଜ୍ୟ ପିସିସି ସଭାପତିଙ୍କ ସମ୍ବିଧାନ ବଞ୍ଚାଓ ଅଭିଯାନ ଆରମ୍ଭ ନେଇ ଗଞ୍ଜାମ ପଶ୍ଚିମ କଂଗ୍ରେସ କାର୍ଯ୍ଯାଳୟ ଆସ୍କା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ସଭାପତି ରବିନ୍ଦ୍ର ନାଥ ଶର୍ମାଙ୍କ ସଭାପତିତ୍ୱ ବୈଠକରେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା , ପର୍ଯବେକ୍ଷକ ବିଜୟ କୁମାର ପ୍ରଧାନ ବହୁ ବରିଷ୍ଠ...

Article Image

ଡ୍ରେନଜ ଠିକାଦାର ଙ୍କ ଜେସିପି ଚୋଟରେ ନଦିବନ୍ଧ ଦୃର୍ବଳ ହେଲା

ଏରସମା | 02/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଡ୍ରେନଜ ଠିକାଦାର ଙ୍କ ଜେସିପି ଚୋଟରେ ନଦିବନ୍ଧ ଦୃର୍ବଳ ହେଲା ଏରସମା 1/6 ଜଗତସିଂହପୁର ଜିଲ୍ଲା ଡ୍ରେନଜ ବିଭାଗ ଏରସମା ଡ୍ରେନଜ ଉପଖଣ୍ଡ ଅଧୀନରେ ଥିବା ବିଭିର୍ନ ଜଳ ନିଷ୍କାସନ ନାଳି କୁ ସଫେଇ କରିବା ଆଳରେ ବନ୍ଧ ତଳୁ ମାଟି ତଡି ସେହି ବନ୍ଧ ଉପରେ ପକେଇବା ଦ୍ୱାରା ଉଭୟ ପାଖ ବନ୍ଧ ଦୃର୍ବଳ ହୋଇ ଯାଉଛି, ସ୍ଥାନୀୟ ଲୋକେ ବିରୋଧ କଲେ ବି ଠିକାଦାର କାହା କଥା ନଶୁଣି କାମ କରି ଚାଲିଛି, ଏଭଳି ଠିକାଦାର ର କାମ ଦେଖିବାକୁ ମିଳିଛି ଏହି ଡ୍ରେନଜ କେନାଲ ଭିତରେ ରହିଛି ବୃଦ୍ଧା ନଦୀ, ମୁଣ୍ଡିଦା-କୋଷ୍ଟି ପଣ୍ଡୁଆ ପଛ...

Article Image

ନିଆଳିରେ ଏସ‌ୟୂଜେ‌ ପକ୍ଷରୁ ସାମ୍ବାଦିକ ସମ୍ମାନିତ

ଭୁବନେଶ୍ୱର | 01/06/2025 | ବିକ୍ରମ ଓଡ଼ିଶା ନିୟୁଜ

ନିଆଳିରେ ଏସ‌ୟୂଜେ‌ ପକ୍ଷରୁ ସାମ୍ବାଦିକ ସମ୍ମାନିତ ଭୁବନେଶ୍ୱର ୧/୬ ପୁରୀ ଜିଲ୍ଲା ନିଆଳି ବ୍ଳକର ପହଙ୍ଗାସ୍ଥିତ କୁତାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏସୟୁଜେ ପକ୍ଷରୁ ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ, ପ୍ରମୋଦ ମଲ୍ଲିକ, ସୁବାସ ବେହୁରା, ମଳୟ କୁମାର ପାଣି, ନଳୀନିକାନ୍ତ‌ ମଲ୍ଲିକ, ଅରକ୍ଷିତ ସ୍ବାଇଁଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ କରାଯାଇଛି। ନିଆଳି ଆଞ୍ଚଳିକ ବିକାଶ ପରିଷଦ, ଉପକୂଳ ଓଡ଼ିଶା ବିକାଶ ପରିଷଦ ଓ ରାଜ୍ୟ ସାମ୍ବାଦିକ ସଂଘ(ଏସୟୁଜେ)ର ଜଳ ଭଣ୍ଡାର ନିର୍ମାଣ ଦାବୀ ସମାବେଶରେ ଏହି ସାମ୍ବାଦିକମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ସମ୍ବାଦ ପରିବେଷଣ ପାଇଁ ବିଶେଷ ଭାବେ ସମ୍ମାନିତ କରାଯାଇଥିବାର ସୂଚନା ମିଳିଛି। ଏହି ସମାବେଶର...

Article Image

ବୈରୀ ବନ ବିଭାଗ ଚୋରା ମଙ୍କେଡା ପଥର ବୋଝାଇ ଟ୍ରକ ଜବତ।

ଯାଜପୁର | 01/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବୈରୀ ବନ ବିଭାଗ ଚୋରା ମଙ୍କେଡା ପଥର ବୋଝାଇ ଟ୍ରକ ଜବତ। କଟକ ବନଖଣ୍ଡ ଅନ୍ତର୍ଗତ ବୈରୀ ଠାରେ ଥିବା ଡାଳିଯୋଡା ବନାଅଞ୍ଚଳର ପକ୍ଷରୁ ଚୋରା ମାଙ୍କଡ଼ା ପଥର ବୋଝାଇ ଟ୍ରକ ଜବତ କରାଯାଇଛି। ଘଟଣାରୁ ପ୍ରକାଶ ଯେ ବୈରୀ ଫରେଷ୍ଟର ସସ୍ମିତା ସ୍ବାଇଁ ଭୋର ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରକ ମାଙ୍କଡ଼ା ପଥର ବୋଝାଇ କରି ହାଇଲେବୁଲ କେନଲ ରାସ୍ତାର ବୈରୀ ଠାରୁ ବଡଚଣା ଆଡେ ଯାଉଥିବା ବେଳେ ଉପୁଳା ପାଖରେ ଫରେଷ୍ଟର ଅଟକାଇ ମାଙ୍କଡ଼ା ପଥରର କାଗଜପତ୍ର ମାଗିଥିଲେ ।ମାତ୍ର ଗାଡିରେ କୈଣସି କାଗଜପତ୍ର ନଥିବା ରୁ ଗାଡିଟିକୁ ଜବତ କରିବା...

Article Image

କଟରା ରେ ମୋବାଇଲ ସେବା ବିପର୍ଯ୍ୟୟ ।

ତିର୍ତ୍ତୋଲ | 01/06/2025 | ବିକ୍ରମ ଓଡ଼ିଶା ନିୟୁଜ

କଟରା ରେ ମୋବାଇଲ ସେବା ବିପର୍ଯ୍ୟୟ ।* ତିର୍ତ୍ତୋଲ-୧/୬-(ରିପୋର୍ଟ-ଟୁକନ ସେଠୀ)- ବ୍ଳକ ଅନ୍ତର୍ଗତ କଟରା ପଞ୍ଚୟତ ଅଧିନସ୍ତ ରାଜସ୍ୱ ଗ୍ରାମ ବେଗୁନିଆ,ମଠସାହି,କୋର କୋର ଓ ଯଜାଙ୍ଗ ଇତ୍ୟାଦି ଗ୍ରାମରେ ଏଆରଟେଲ ଓ ବି ଏସ ଏନ ଏଲ ସେବା ନଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଭାରତ ର ବୃହତ୍ତମ ସେବା ପ୍ରଦାନକାରି କହୁଥିବା ସଂସ୍ଥା ଏଆରଟେଲ କମ୍ପାନୀ ବେଗୁନିଆ ଓ ମଠସାହି ରେ ସେବା ଦେବାରେ ବିଫଳ ହୋଇଛି । ସେହିଭଳି ଭାରତ ସରକାରଙ୍କ ଦୁରସଂଚାର ସଂସ୍ଥା ବି ଏସ ଏନ ଏଲ କଥା ନ କହିବା ଭଲ କେବେ ଛାତ ଉପରେ ନେଟୱର୍କ ଆସୁଛି ଗୋଟେ...

Article Image

ଦେବୀ ନଦୀରୁ ଯୁବକ ଙ୍କ ଶବ ଉଦ୍ଧାର.

କାକଟପୁର | 01/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଦେବୀ ନଦୀରୁ ଯୁବକ ଙ୍କ ଶବ ଉଦ୍ଧାର. କାକଟପୁର 1/6-:( ତୁଷାର ଦୀକ୍ଷିତ ) କାକଟପୁର ଥାନା ଅଧିନସ୍ତ ବଡକଣ ଦେବିନଦି ରୁ ଆଜି ସକାଳ ୯ଘଟିକାରେ ଏକ ଅଜଣା ମୃତ ଦେହ ଭାସୁଥିବା ଖବର ପାଇ କାକଟପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ଚାରିଛକ ପଠାଇଛନ୍ତି. ଅନୁସନ୍ଧାନ ରୁ ଜଣାପଡିଛି ଯେ ମୃତ ଯୁବକ ହେଉଛନ୍ତି କୈଳାସ ଚନ୍ଦ୍ର ନାୟକ (୫୪)ବଡକଣ ଗ୍ରାମର ବୋଲି ଜଣାପଡିଛି, ଗତ ଦୁଇ ଦିନ ହେବ ସେ ନିଖୋଜ ଥିଲେ ଆଜି ତାଙ୍କ ଶବ ଦେବୀ ନଦୀରୁ ମିଳିଛି. ସେ ଜଣେ ମାନସିକ ବିକାର...

Article Image

ଦେଦମ୍ପତି ଙ୍କ ବିବାହଉତ୍ସବ ଅନୁଷ୍ଠିତ, ହର ହର ମହାଦେବ ଧ୍ଵନରେ କମ୍ପିଲା ସ୍ୱମେଶ୍ୱର ପୀଠ,

କାକଟପୁର | 01/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଦେଦମ୍ପତି ଙ୍କ ବିବାହଉତ୍ସବ ଅନୁଷ୍ଠିତ, ହର ହର ମହାଦେବ ଧ୍ଵନରେ କମ୍ପିଲା ସ୍ୱମେଶ୍ୱର ପୀଠ, କାକଟପୁର ତା ୧/୬ ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁରର ପ୍ରାଚୀନ ଶୈବପୀଠ ପ୍ରଭୁ ସ୍ୱମେଶ୍ୱର ମହାଦେବଙ୍କ ବିବାହ କାର୍ଯ୍ୟ ମହା ଆଡମ୍ବରରେ ସମ୍ପନ୍ନ ହୋଇଯାଇଛି । ସନାତନ ସଂସ୍କୃତି ଅନୁସାରେ ବୈଦିକ ରିତିନିତି ଓ ଵିଧି ବିଧାନରେ ବରବରଣ, ବାଟବରଣ, ପ୍ରଥମ ବରଣ, ଅଧ‌ିବାସ କର୍ମ, ବନ୍ଦାଣ, ଷଡ଼ାର୍ଘ୍ୟ, ଦ୍ବିତୀୟବରଣ, ସମୁଖ୍ୟକରଣ, ମହାବାକ୍ୟ, କନ୍ୟାଦାନ, ହସ୍ତଗଣ୍ଠି, ଦକ୍ଷକନ୍ୟକା, ବିବାହହୋମ ଏବଂ ଶେଷରେ ଦେବଦମ୍ପତିଙ୍କ ବନ୍ଦାପନା କରାଯାଇ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଘଣ୍ଟ ଘଣ୍ଟା, ବାଦ୍ୟ, ଶଙ୍ଖ ଧ୍ଵନିର ତାଳେ...

Article Image

କାକଟପୁରକୁ ଏନଏସି ଘୋଷଣା ପାଇଁ ଦାବୀ

କାକଟପୁର | 01/06/2025 | ବିକ୍ରମ ଓଡ଼ିଶା ନିୟୁଜ

କାକଟପୁରକୁ ଏନଏସି ଘୋଷଣା ପାଇଁ ଦାବୀ କାକଟପୁର,ତା୧/୬ ( ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲାର କାକଟପୁର ମା’ମଙ୍ଗଳାଙ୍କ ପ୍ରସିଦ୍ଧ ପୀଠସ୍ଥଳୀ। ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ମା’ମଙ୍ଗଳାଙ୍କ ସଂସ୍କୃତି ଓ ପରମ୍ପରାର ନିବିଡ଼ ସମ୍ପର୍କ ରହିଅଛି । ପ୍ରତିଦିନ ମା’ମଙ୍ଗଳାଙ୍କ ଦର୍ଶନ ପାଇଁ ଶହଶହ ଶ୍ରଦ୍ଧାଳୁ ଭକ୍ତ ଏଠାକୁ ଆସିଥାନ୍ତି। ସହରାଞ୍ଚଳ ପାଇଁ କାକଟପୁର ଏକ ଜନଗହଳିପୂର୍ଣ୍ଣ ବଜାର। ଭୌଗୋଳିକ ଓ ଜନସଂଖ୍ୟା ଦୃଷ୍ଟିରୁ କାକଟପୁରକୁ ଏନଏସି ଘୋଷଣା କରାଯିବା ପାଇଁ ଦୀର୍ଘବର୍ଷ ହେଲା ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ସ୍ତରରେ ଦାବି କରାଯାଇ ଆସୁଅଛି। ବିଗତ ଦିନରେ କାକଟପୁରକୁ ଏନଏସି କରିବା ପାଇଁ ପ୍ରଶାସନ ତରଫରୁ ଚିଠା ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ...

Article Image

ମୁଚୁକୁନ୍ଦ ମହାଦେବଙ୍କ ବିବାହ ଉତ୍ସବ ଧୁମ୍ ଧାମରେ ପାଳିତ)

ଜଗତସିଂହପୁର | 01/06/2025 | ବିକ୍ରମ ଓଡ଼ିଶା ନିୟୁଜ

(ମୁଚୁକୁନ୍ଦ ମହାଦେବଙ୍କ ବିବାହ ଉତ୍ସବ ଧୁମ୍ ଧାମରେ ପାଳିତ) ଜଗତସିଂହପୁର ତା 1/6/25 ଶିବ, ପାର୍ବତୀ ଦେବଦମ୍ପତି ଙ୍କ ବିବାହ ଉତ୍ସବ ମହା ସମାରୋହ ରେ ପାଳିତ କୋଇଯାଇଛି।ଏହି ଉତ୍ସବ ପାଳନ ନିମନ୍ତେ ଜିଲ୍ଲା ସଦର ମହକୁମା ଚଳ ଚଞ୍ଚଳ ହୋଇପଡିଛି। ଜଗତସିଂହପୁର ସ୍ଥିତ ମୁଚୁକୁନ୍ଦ ସୋମନାଥ ମହାଦେବ ଓ ଜଗତମତା ପାର୍ବତୀଙ୍କ ବିବାହ ଉତ୍ସବ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି। ହାଟବଜାର ସ୍ଥିତ ମୁଚୁକୁନ୍ଦ୍ ସୋମନାଥ ମହାଦେବଙ୍କ ପୀଠ ସ୍ଥଳୀରେ ପାରମ୍ପରିକ ରୀତିନୀତି ଅନୁସାରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ବାଜା ବାଣ ରୋଷଣିରେ କମ୍ପୁଛି ସହର।ମହାଦେବ ମୁଚୁକୁନ୍ଦ ସୋମନାଥ ଙ୍କ ବିବାହ...

Article Image

ରାଇରଙ୍ଗପୁରରେ ଶିବ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ରାଇରଙ୍ଗପୁର | 01/06/2025 | ବିକ୍ରମ ଓଡ଼ିଶା ନିୟୁଜ

: ରାଇରଙ୍ଗପୁରରେ ଶିବ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ଆଜି ପବିତ୍ର ଶୀତଳ ଷଷ୍ଠୀ l ଓଡିଶାର କୋଣ ଅନୁକୋଣରେ ଶିବ ପାର୍ବତୀଙ୍କର ବିବାହ ସମ୍ପନ୍ନ ହେଉଅଛି l ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ସମେତ ସମସ୍ତ ବ୍ଲକମାନଙ୍କରେ ଶିବ ପାର୍ବତୀ ବିବାହ ଉତ୍ସବ ପରିଲକ୍ଷିତ ହୋଇଥିଲା l ରାଇରଙ୍ଗପୁର ସହରସ୍ତ କୁଚେଇବୁଢୀ ଅନ୍ତର୍ଗତ ଶ୍ରୀ ପୂର୍ଣ୍ଣେଶ୍ବର ମନ୍ଦିର ଠାରେ ଶିବ ପାର୍ବତୀଙ୍କର ବିବାହ ମନ୍ଦିର କମିଟୀ ସଭାପତି ସ୍ଥାନୀୟ ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ପରିଚାଳନାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଇରଙ୍ଗପୁର...

Article Image

ସାଂସଦ ତିର୍ତ୍ତୋଲ ବ୍ଳକ ପ୍ରତିନିଧି ଙ୍କ ଉପରେ ଆକ୍ରମଣ !

ତିର୍ତ୍ତୋଲ | 01/06/2025 | ବିକ୍ରମ ଓଡ଼ିଶା ନିୟୁଜ

ସାଂସଦ ତିର୍ତ୍ତୋଲ ବ୍ଳକ ପ୍ରତିନିଧି ଙ୍କ ଉପରେ ଆକ୍ରମଣ ! ତିର୍ତ୍ତୋଲ-୧/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଳକ ର ନୂତନ ରୂପେ ହୋଇଥିବା ସାଂସଦ ପ୍ରତିନିଧି ଗତ କିଛି ଦିନ ହେଲା ତିର୍ତ୍ତୋଲ ରୁ କେଉଁ ଆଡେ ଅନ୍ତରଧ୍ୟାନ ହୋଇ ଯାଇଛନ୍ତି । ବହୁ ଦଳୀୟ ଲୋକ ସୁବେଛା ଦେବାକୁ ଆସୁଥିବା ବେଳେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହଁ କିଛି ହାତ ଗଣତି ନେତାଙ୍କ ଫୋନ ଉଥାଉଥିବା ବେଳେ ସାଧାରଣ ଲୋକଙ୍କ ଠାରୁ ଦୂରରେ ରହିଥିବା ଶୁଣିବାକୁ ମିଳୁଛି । ସ୍ଥାନୀୟ ମଣିଜଙ୍ଗା ଏରସମା ରାସ୍ତାର ନୂଆପାଖରୀ କିଛି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି...