Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ଜଳ ଭଣ୍ଡାର ନିର୍ମାଣ ଦାବୀ. ସାମ୍ବାଦିକ ମେଳି ଅନୁଷ୍ଠିତ |

ଜଗତସିଂହପୁର | 03/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଳ ଭଣ୍ଡାର ନିର୍ମାଣ ଦାବୀ. ସାମ୍ବାଦିକ ମେଳି ଅନୁଷ୍ଠିତ | ବିଧାୟକ ଛବି ମଲ୍ଲିକ ଓ ଅମରେନ୍ଦ୍ର ଙ୍କ ସହଯୋଗ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଭଟିବା ପାଇଁ କମିଟି ଗଠନ | ~~~~~~~~~~~~~ ଜଗତସିଂହପୁର 3/6/2025ଦେବୀ ନଦୀରେ ଦେବୀଦୋଳ ଓ କନ୍ଦଳ ନଦୀରେ ବିଳାଶୁଣି (ବାଲିକୁଦ )ଠାରେ ଜଳଭଣ୍ଡାର ଓ ଚେକ ଡ୍ୟାମ ନିର୍ମାଣ କରିବା ପାଇଁ ଜୁନ ଏକ ତାରିଖରେ ଏକ ବିରଳ ଦାବୀ. ସମାବେଶ ବରିଷ୍ଠ ସାମ୍ୱାଦିକ ଗଗନ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା |ଉକ୍ତ ସମାବେଶ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ. ବିଧାୟକ ଛବି ମଲ୍ଲିକ ଓ ଅମରେନ୍ଦ୍ର ଦାସ ଙ୍କ ନିକଟକୁ ତିନୋଟି ପୃଥକ ଦରଖାସ୍ତରେ...

Article Image

ଦୀର୍ଘ ବର୍ଷ ହେଲାଣି ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ୨୫ ପରିବାର

କାକଟପୁର | 03/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଦୀର୍ଘ ବର୍ଷ ହେଲାଣି ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ୨୫ ପରିବାର କାକଟପୁର ୩/୬ ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ର ଆଦିକନ୍ଦ ପୁର ଗ୍ରାମ ଯେଉଁଠି ବାସକରୁଛନ୍ତି ୨୫ ବ୍ରାହ୍ମଣ ପରିବାର। ଦୀର୍ଘ ଦିନ ଧରି ଗ୍ରାମ ପାଣି ସମସ୍ୟା ଲାଗି ରହିଥିବା ବେଳେ ପ୍ରଶାସନ ଦ୍ୱାରା କିଛି ସ୍ଥାୟୀ ସମାଧାନ କରାନଯିବାରୁ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ। ଗ୍ରାମ ରେ ଅନେକ ନଳକୂପ ଅଛି କିନ୍ତୁ ସେ ସବୁରୁ ଆଇରନ ମିଶା ଲୁଣି ପାଣି ବାହାରୁ ଥିବାରୁ ପାଇପ ସପ୍ଲାଇ ଏବଂ ଗ୍ରାମ ରେ ଥିବା ଏକ ମାତ୍ର...

Article Image

ଲୁଟେରା ଙ୍କ ଟାର୍ଗେଟ ରେ ମଠ ମନ୍ଦିର ପୋଲିସ ଦ୍ୱାରା ଜଣେ ଅଟକ

କାକଟପୁର | 03/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଲୁଟେରା ଙ୍କ ଟାର୍ଗେଟ ରେ ମଠ ମନ୍ଦିର ପୋଲିସ ଦ୍ୱାରା ଜଣେ ଅଟକ କାକଟପୁର 3/6 ( ତୁଷାର ଦୀକ୍ଷିତ ) କାକଟପୁର ବ୍ଲକ ଅଧୀନରେ ଥିବା ପ୍ରଭୁ ମାଧବନାନନ୍ଦ ଙ୍କ ରୁପାର ଆଖି ଓ ପ୍ରାୟ ତିରିଶ ହଜାର ଟଙ୍କାର ରୁପା ହାର ଚୋରୀ କରି ନେଇଯାଇଛନ୍ତି ଦୁର୍ବୁତ୍ତ, ଦିନକୁ ଦିନ ଦୁର୍ବୁତ୍ତ ଙ୍କ ଟାର୍ଗେଟ ରେ ମଠ ଓ ମନ୍ଦିର ପ୍ରାୟ ଦୁଇ ତିନି ମାସ ହେଲାଣି ଦୁର୍ବୁତ୍ତ ମାନେ ବିଭିନ୍ନ ଜାଗାରେ...

Article Image

କୋଲର ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଆରମ୍ଭରୁ କେଁ ଦେଖା ଦେଲାଣି

ତିର୍ତ୍ତୋଲ | 03/06/2025 | ବିକ୍ରମ ଓଡ଼ିଶା ନିୟୁଜ

କୋଲର ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଆରମ୍ଭରୁ କେଁ ଦେଖା ଦେଲାଣି ତିର୍ତୋଲ, 3/6 ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା କୋଲର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଟି ବିପଦ ପୁର୍ଣ ଗୃହରେ ଚାଲୁ ଥିବାରୁ ସରକାର ଏଥିପାଇଁ ନୂତନ ଗୃହ ନିର୍ମାଣ ଲାଗି ଟେଣ୍ଡର କରିଥିଲେ ଯାହାର ମୂଲ୍ୟ ୩ କୋଟି ୫୦ ହଜ଼ାର ଟଙ୍କା, ଜଗତସିଂହପୁର ଗୃହକୋଠାବାଡି ବିଭାଗ ଏହାକୁ ଜନୈକ ଅଣ ଓଡିଶା ଠିକାଦାର କୁ ପ୍ରଦାନ କରି ମଣିଜଙ୍ଗା ଅର ଆଣ୍ଡ ବି ଉପଖଣ୍ଡ ନିର୍ବାହି ଯନ୍ତ୍ରୀ ଙ୍କୁ ତଦାରଖ ଦାଇତ୍ୱ ଦେଇଛି, ମାତ୍ର ମଣିଜଙ୍ଗା ପୂର୍ତ୍ତ ଉପଖଣ୍ଡ...

Article Image

କୋଲର ମେଡିକାଲ ରେ ଡାକ୍ତର ଙ୍କ ମନମାନି ସେବା

ତିର୍ତ୍ତୋଲ | 03/06/2025 | ବିକ୍ରମ ଓଡ଼ିଶା ନିୟୁଜ

କୋଲର ମେଡିକାଲ ରେ ଡାକ୍ତର ଙ୍କ ମନମାନି ସେବା ତିର୍ତୋଲ 3/6 ତିର୍ତୋଲ ବ୍ଲକ କୋଲର ପଞ୍ଚାୟତ ଠାରେ ଥିବା ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଙ୍କ ମନ ମାନୀରେ ଆସୁଥିବାରୁ ଚିକିତ୍ସା ସେବା ବ୍ୟାଘାତ ହେଉଥିବା ଅଭିଯୋଗ ହେଉଛି, ବାସ୍ତବରେ ସ୍ଥିତି ପରଖିଲା ବେଳେ ସତ୍ୟ ନଜରକୁ ଆସିଛି ଡାକ୍ତର ସିଟି ଫାଙ୍କା ପଡିଛି, ରୋଗୀ ଡାକ୍ତର ଙ୍କ ସେବା ନପାଇ ଫେରୁ ଛନ୍ତି, ଏ ସମ୍ପର୍କରେ ମଣିଜଙ୍ଗା ମେଡିକାଲ ଇନଚାର୍ଜ କୁ ପଚରିବାରୁ ଇନଚାର୍ଚ୍ଚ ଡ଼. ମହାନ୍ତି କହୁଛନ୍ତି ବୁଝିବା, ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ, (ବିକ୍ରମ ଓଡିଶା )

Article Image

ଦୀର୍ଘ ୬୨ବର୍ଷ ହେଲା ଉପର ମହଲାରେ ଭଡାରେ ନିରାକାରପୁର ଉପ ଡାକ ଘର | ଅସୁବିଧା ଭୋଗ କରୁଛନ୍ତି ପେନସନ ଧାରୀ ବରିଷ୍ଠ ନାଗରିକ |

ନିରାକାରପୁର | 03/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଦୀର୍ଘ ୬୨ବର୍ଷ ହେଲା ଉପର ମହଲାରେ ଭଡାରେ ନିରାକାରପୁର ଉପ ଡାକ ଘର | ଅସୁବିଧା ଭୋଗ କରୁଛନ୍ତି ପେନସନ ଧାରୀ ବରିଷ୍ଠ ନାଗର : ଦିନ ଥିଲା ଯେତେବେଳେ ସ୍ମାର୍ଟ ଫୋନ କି ଇଣ୍ଟରନେଟ ନଥିଲା |ପ୍ରତ୍ୟକ ବ୍ୟକ୍ତି ଆବଶ୍ୟକ ସମୟରେ ନିଜର ଜରୁରୀ ବାର୍ତ୍ତାକୁ ଡାକରେ ପଠାଇବାକୁ ବାଧ୍ୟ ହେଉଥିଲେ |ହେଲେ ବିଜ୍ଞାନ ଯୁଗରେ ଇଣ୍ଟରନେଟ ଓ ମୋବାଇଲର ସୁବିଧା ସତେ ଡାକଘର କାର୍ଯ୍ୟର ଗୁରୁତ୍ୱ କମିନି |ଏହା କେନ୍ଦ୍ର ସରକାରଙ୍କର ଏକ ଜରୁରୀ କାଳୀନ ଦାୟିତ୍ୱ ସମ୍ପନ୍ନ ସଂସ୍ଥା | ହେଲେ ଆଜିବି ଅନେକ ଡାକ ଘର ଅବହେଳିତ ଅବସ୍ଥାରେ ପଡ଼ିରହିଛି...

Article Image

ଗଙ୍ଗାଧର ବିଶ୍ୱାଳ ଛାଡ଼ିବେ ବିଜେଡି ଅନ୍ୟ ଦଳକୁ ମାରିବେ ଡିଆଁ l

ତିର୍ତ୍ତୋଲ | 03/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଗଙ୍ଗାଧର ବିଶ୍ୱାଳ ଛାଡ଼ିବେ ବିଜେଡି ଅନ୍ୟ ଦଳକୁ ମାରିବେ ଡିଆଁ l ତିର୍ତୋଲ ୨/୬ ତିର୍ତୋଲ ବ୍ଲକ ବିଜୁ ଜନତା ଦଳର, ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ଛାଡ଼ିବେ ବିଜେଡି, ଏନେଇ ସ୍ପଷ୍ଠ ସୂଚନା ମିଳିଛି, ତିର୍ତୋଲ ବିଧାୟକ ଡ ରମାକାନ୍ତ ଭୋଇଙ୍କ କାର୍ଯ୍ୟ କଳାପରେ ଶ୍ରୀ ବିଶ୍ୱାଳ ଅତିଷ୍ଠ ହେବା ପରେ ଏପରି ନିଷ୍ପତି ନେଇଥିବା ସୂଚନା ଆସିଛି, ରାଜ୍ୟ ରେ ବିଜେଡିର ମିଟର ନିନ୍ମଗାମୀ ହେଉଥିବାରୁ ଓ ୨୦୨୪ ନିର୍ବାଚନରେ ଚିଟିପଟ୍ଟାଙ୍ଗ ମାରିବା ପରେ ତିର୍ତୋଲ ର ବରିଷ୍ଠ ନେତୃତ୍ୱ ନେଇଥିବା ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଓ କର୍ମୀ ମାନେ ଡା ରମାକାନ୍ତ ଭୋଇଙ୍କୁ ମୁକୁଟ...

Article Image

ଘରେ ସୋଇଥିବା ସମୟରେ ଛୁରୀ ଭୁସି ହତ୍ୟା

କବିସୂର୍ଯ୍ୟନଗର | 02/06/2025 | ବିକ୍ରମ ଓଡ଼ିଶା ନିୟୁଜ

: ଘରେ ସୋଇଥିବା ସମୟରେ ଛୁରୀ ଭୁସି ହତ୍ୟା : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ହରିଜନ ସାହି ରେ ଘଟିଛି ବିଭତ୍ସ ହତ୍ୟା କାଣ୍ଡ l ଘରେ ସୋଇଥିବା ସମୟରେ ଜଣେ ବ୍ୟକ୍ତି କୁ ଛୁରୀ ଭୁସି ହତ୍ୟା କରାଯାଇଛି l ମୃତ ବ୍ୟକ୍ତି କାଳିଆ ସେଠି ହୋଇଥିବା ବେଳେ ସେ ରାତିରେ ଘରେ ସୋଇଥିବା ସମୟରେ ତାଙ୍କୁ ଧାରୁଆ ଛୁରୀ ରେ ଛାତି ଓ ହାତ କୁ ଆକ୍ରମଣ କରି ହତ୍ୟା କରାଯାଇଛି l ତେବେ ହତ୍ୟା କାଣ୍ଡ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ କୁ...

Article Image

ଜ୍ଞାନପ୍ରଭା ମିଶନ ଦ୍ଵାରା କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ।

ନାଉଗାଁ | 02/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଜ୍ଞାନପ୍ରଭା ମିଶନ ଦ୍ଵାରା କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ । ନାଉଗାଁ ୦୨/୦୬; ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ ଅବଦଲପୁର ସ୍ଥିତ ହରିହାରାନନ୍ଦ ମାତୃ ଅଶ୍ର୍ରମ ଠାରେ ଜ୍ଞାନପ୍ରଭା ମିଶନ ଆନୁକୂଲ୍ୟରେ ମାଆ ଗୁରୁ ପ୍ରେମାନନ୍ଦଜୀଙ୍କର ଜୟନ୍ତୀ ଅବସରରେ ଏକ କର୍କଟ ରୋଗ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଟି ବାଗଚି ଶ୍ରୀ ଶଙ୍କରା ହସ୍ପିଟାଲର ଅଭିଜ୍ଞ ଚିକିତ୍ସକ ଡ଼ଃ ଅଭିଷେକ ଦଣ୍ଡପାଟ ଓ ଡ଼ଃ ନିହାରିକା ଦାସଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ରୂପରେଖ ଓ ଆଜିର ସମାଜରେ କର୍କଟ ରୋଗର ଭୟଭହିତ...

Article Image

ବୁଗୁଡ଼ାରେ ୭ଟି ୟୁପିଏସକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଘୋଷିତ

ବୁଗୁଡ଼ା | 02/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବୁଗୁଡ଼ାରେ ୭ଟି ୟୁପିଏସକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଘୋଷିତ ବୁଗୁଡା,୦୨/୦୬(ସୋରେନ କୁମାର ପ୍ରଧାନ): ରାଜ୍ୟସରକାର ପକ୍ଷରୁ ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କ ଗୁଣାତ୍ମକ ଶୈକ୍ଷିକର ବୃଦ୍ଧି ନିମନ୍ତେ ବ୍ଲକ ସ୍ତରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବରେ କିଛି ବିଦ୍ୟାଳୟକୁ ଘୋଷଣା କରାଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୁପାରିସ କ୍ରମେ ବୁଗୁଡା ବ୍ଲକର ୭ଟି ଗୋଟି ବିଦ୍ୟାଳୟକୁ ସ୍ଥାନ ଦିଆଯାଇଥିବା ଜଣାଯାଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବାଲିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ଏବଂ...

Article Image

ଖୋର୍ଦ୍ଧା ସହର ବ୍ରାଉନସୁଗାର ର ହବ୍ ପାଲଟିଥିବା ବେଳେ, ଏବେ ଏହି ଧଳା ଜହର କାରବାର ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି

ଖୋର୍ଦ୍ଧା | 02/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଖୋର୍ଦ୍ଧା ସହର ବ୍ରାଉନସୁଗାର ର ହବ୍ ପାଲଟିଥିବା ବେଳେ, ଏବେ ଏହି ଧଳା ଜହର କାରବାର ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ଏହାର ଆଖପାଖ ଗ୍ରାମାଞ୍ଚଳ। ଖୋର୍ଦ୍ଧା ପୋଲିସ ଆଜି ଏକ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଜଙ୍କିଆ ଥାନା ଛଣଗିରି ଅଞ୍ଚଳରୁ ଦୁଇଶହ ଅଠାବନ ଗ୍ରାମ ବ୍ରାଉନସୁଗାର ବରାମଦ କରିବାରେ ସଫଳ ହୋଇଛି । ଏହି ଘଟଣାରେ ଦୁଇଜଣ ପେଶାଦାର ବ୍ରାଉନସୁଗାର ବ୍ୟବସାୟୀଙ୍କ ସମେତ ଗୋଟିଏ ବୁଲେଟ ମୋଟର ସାଇକେଲକୁ ଜବତ କରିଛି ପୋଲିସ। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ପଚିଶ ଲକ୍ଷରୁ ଉର୍ଦ୍ଧ ଟଙ୍କାର ହେବ ବୋଲି ଜଣା ପଡ଼ିଛି। ସେହିପରି...

Article Image

ଓଁ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ପ୍ରଥମ ଜନ୍ମ ବାର୍ଷିକ ଓ ବିଶ୍ୱଶାନ୍ତି ମହାଯଜ୍ଞ

ଜଗତସିଂହପୁର | 02/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଓଁ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ପ୍ରଥମ ଜନ୍ମ ବାର୍ଷିକ ଓ ବିଶ୍ୱଶାନ୍ତି ମହାଯଜ୍ଞ* ଜଗତସିଂହପୁର, ୧/୬/୨୦୨୫ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧୀନ କୋଲର ପଞ୍ଚାୟତ ଅଢାପତି ଗ୍ରାମସ୍ଥିତ ଖେଳ ପଡିଆ ଠାରେ ଅବସ୍ଥିତ ଓଁ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ପ୍ରଥମ ଜନ୍ମ ବାର୍ଷିକୀ ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ଗତ ୨୯/୫ଗୁରୁବାର ଠୁ ଆରମ୍ଭ ହୋଇ ୧/୬/୨୦୨୫ରବିବାର ପଯ୍ୟନ୍ତ ଚାଲିଥିଲା, ଗୁରୁବାର ଅଙ୍କୁରାରୋପଣ କରାଯାଇଥିବା ବେଳେ ଶୁକ୍ରବାର କଳସ ଯାତ୍ରା କରାଯାଇ ବୈଦିକ ବ୍ରାହ୍ମଣ ଓ ପଣ୍ଡିତମାନଙ୍କ ଦ୍ୱାରା ଯଜ୍ଞ ଆରମ୍ଭ ହୋଇ ଆହୁତି ପ୍ରଦାନ କରାଯାଇଥିଲା, ଶନିବାର ମଧ୍ୟ ଯଜ୍ଞାହୁତି କରାଯାଇଥିବା ବେଳେ, ରବିବାର...