: ୪୩ ପରିବାରଙ୍କୁ କ୍ଷତିପୂରଣ ଦାବୀରେ ଗଣଧାରଣା ବିରାମ ହେଲା : ସୂଚନାଯୋଗ୍ଯ, ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଅଧିନସ୍ତ ଏୟାରଷ୍ଟ୍ରିପ ସଂପ୍ରସାରଣ ନାମରେ ରାଇରଙ୍ଗପୁର ବ୍ଲକର ପୁରୁଣାପାଣି ଗ୍ରାମପଞ୍ଚାୟତର ପୋଖରିଆ ଗାଁର ୪୩ ଗୋଟି ଆଦିବାସୀ ପରିବାରଙ୍କୁ ରାଇରଙ୍ଗପୁର ତହସିଲଦାର ବେଆଇନ ଭାବେ ଉଚ୍ଚେଦ କରିଥିଲେ l ଏ ନେଇ ରାଇରଙ୍ଗପୁର ସହରସ୍ତ କଚେରୀ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପଶ୍ଚିମ ମୟୂରଭଞ୍ଜ କଂଗ୍ରେସ ଦଳ କମିଟୀ ପକ୍ଷରୁ ଭିଟାମାଟି ହକ ପାଇଁ ଲଢେଇ ଅଭିଯାନ ପୂର୍ବକ ଆନ୍ଦୋଳନାତ୍ମକ ଡାକରା ଦେଇ ଗତ ୨ ତାରିଖ ଠାରୁ ସମବେତ ହୋଇଥିଲେ l କଂଗ୍ରେସ କର୍ମୀଗଣ ନାନା...
ସମାଜସେବୀ ଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ସଭା* ତିର୍ତ୍ତୋଲ-୪/୬-(ରିପୋର୍ଟ-ଟୁକନ ସେଠୀ)-ଅବିଭକ୍ତ ତିର୍ତୋଲ ଗ୍ରାମ ପଞ୍ଚାୟତ ତଥା ଏବେର ତେନ୍ତୁଳିପଦା ଗ୍ରାମ ପଞ୍ଚାୟତ ତେନ୍ତୁଳିପଦା ଗ୍ରାମ ର ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ପ୍ରଦୀପ୍ତ ପରିଜା (ପଦି) ଙ୍କ ଦେହାନ୍ତ ପରେ ଆଜି ତାଙ୍କ ଦ୍ଵାଦଶାହ ଦିବସରେ ଶ୍ରୀଯୁକ୍ତ ବିଜୟ ନାୟକ, ପୂର୍ବତନ ସରପଞ୍ଚ (କନକପୁର ଗ୍ରାମ ପଞ୍ଚାୟତ) ଙ୍କ ସଭାପତିତ୍ୱ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ଇଂ ହିମାଂଶୁ ଭୂଷଣ ମଲ୍ଲିକ, ଦେବ ପ୍ରସାଦ ନାୟକ, ପ୍ରତିମା ମଲ୍ଲିକ, ସରପଞ୍ଚ ସରୋଜିନୀ ପରିଜା, ସରପଞ୍ଚ ସଫି ଆଜମ, ରାଜେଶ ସାହାଣୀ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା, ପୂର୍ବତନ...
ବରିଷ୍ଠ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା କାକଟପୁର ୪/୬: ( ତୁଷାର ଦୀକ୍ଷିତ ) କାକଟପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଫୁରୁସିପଡ଼ା ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରକ୍ଷକ କୁମାର ସ୍ଵାଇଁଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଅମୀୟ ନାୟକଙ୍କ ସଭାପତିତ୍ଵରେ ଆଜି( ବୁଧବାର)ଅନୁଷ୍ଠିତ ହୋଇଯାଉଛି। ଏହି ସଭାରେ କାକଟପୁର ମଣ୍ଡଳ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଦାୟୀ ଶିକ୍ଷକଙ୍କ ଶିକ୍ଷା , ସାଂଗଠନିକ ଦକ୍ଷତା ଓ କର୍ମକୁଶଳତାକୁ ପ୍ରସଂଶା କରିବା ସହ ପିଲାମାନଙ୍କୁ କର୍ମଯୋଗୀ ହେବାପାଇଁ ପରାମର୍ଶ ଦେଇଥିଲେ। ବିଦାୟି ଶିକ୍ଷକ ୨୦୦୫...
, ମହିଳା ମଙ୍ଗଳ ଯୋଜନା ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତହୋଇଯାଇଅଛି,ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଭୁତୁମୁଣ୍ଡାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ସାମାଜିକ ଏବଂ ପରିବେଶ ସଙ୍ଘଠନ ଓ ମା ଫାଉଣ୍ଡେସନ ଚାରିବାଟିଆ ଚୌଦ୍ୱାର କଟକ ଜରିଆରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି. ଏହି କାର୍ଯ୍ୟକ୍ରମ ରେ ମହିଳା ମଙ୍ଗଳ ଯୋଜନା ର ମେମ୍ବର ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା, ଏହି ବୈଠକ ରେ ମୁଖ୍ୟ ଅତିଥି ଭୁତୁମୁଣ୍ଡାଇ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଲୋହିତ କୁମାର ଜେନା ଉଦ୍ଘାଟନ କରିଥିଲେ, ଅନ୍ୟ...
ତିର୍ତୋଲ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ସୁମିତି ଦାସ ଙ୍କ ସ୍ପଟୋକ୍ତି, ମୋ ନାଁ ରେ ବ୍ଲକ ସଭାପତି ଭୁଲ ତଥ୍ୟ ଦେଇଛନ୍ତି, ପୋଜିସନ ଗଲେବି ଦଳ ଛଡିବିନି, ତିର୍ତୋଲ 4/5 ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ତିର୍ତୋଲ ନିର୍ବାଚନ ମଣ୍ଡଳୀ ସଭାପତି ସୁମିତି ଦାସ ବିଜେଡି ଦଳ ଛାଡି ଅନ୍ୟ ଦଳକୁ ଯିବା ଖବରକୁ ମିଥ୍ୟ ବୋଲି ସ୍ପଟୋ କ୍ତି ପ୍ରଦାନ କରି ଛନ୍ତି, ତିର୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ ପ୍ରେସ କୁ ଦେଇଥିବା ସୂଚନା ତାଙ୍କର ନିଜସ୍ୱ ମତ ଏଥିରେ ତିର୍ତୋଲ ବିଜେଡି କୌଣସି ସୂଚନା ପ୍ରଦାନ କରିନି, ତିନି ମାସ...
ନୂର ଖାନ ଏୟାରବେସ ଇସଲାମାବାଦଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ଏବଂ ପାକିସ୍ତାନ ବାୟୁସେନାର ଏକ ପ୍ରମୁଖ କେନ୍ଦ୍ର। ଏହା ସି-୧୩୦ ହରକ୍ୟୁଲିସ ଏବଂ ଆଇଏଲ-୭୮ ମିଡ-ଏୟାର ରିଫ୍ୟୁଏଲର ପରି ପରିବହନ ବିମାନ ସ୍କୱାଡ୍ରନର ଆଧାର ସ୍ଥଳ ଭାବେ କାର୍ଯ୍ୟ କରେ। ଏହା ବେନଜୀର ଭୁଟ୍ଟୋ ଆନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନର ମଧ୍ୟ କେନ୍ଦ୍ର। ଗୁଲଙ୍କ ଅନୁସାରେ, ଆମେରିକୀୟ ବିମାନଗୁଡ଼ିକ ଏହି ଏୟାରବେସରେ ନିୟମିତ ଅବତରଣ କରୁଛି, କିନ୍ତୁ ସେଗୁଡ଼ିକ କ'ଣ ବୋହୁଛି, ତାହାର କୌଣସି ସ୍ପଷ୍ଟ ତଥ୍ୟ ନାହିଁ। ସେ ପ୍ରଶ୍ନ ଉଠାଇଛନ୍ତି ଯେ ଏହି ଗୋପନୀୟତା ପଛରେ କାରଣ କ'ଣ। ଏହି ଅଭିଯୋଗ...
ରାତି ଅଧରେ ମାଟିରେ ମିଶିଲା ବହୁ ମୁଖୀ ବାତ୍ୟା ସ୍ଥଳୀ ଯାଜପୁର ଜିଲ୍ଲାର ପଣସା ପଞ୍ଚାୟତ ଅନ୍ତର୍ଗତ ରଘୁନାଥ ପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବହୁ ମୂଖୀ ବାତ୍ୟା ସ୍ଥଳୀକୁ ଡୋଜର ଲଗେଇ ସମ୍ପୂର୍ଣ ମାଟିରେ ମିଶେଇ ଦେଇଛନ୍ତି କାହାର ଅନୁମତିରେ କିଏ କାହିଁକି ଭାଙ୍ଗି ଚୁରମାର କରି ପୁରୁଣା ଲୁହା ରଡ଼ ଓ ଇଟା କୁ ବିକ୍ରି କରି ଅର୍ଥ କୁ ଆତ୍ମ ସାତ କରିବା ପଛରେ କାହାର ହାତ ଅଛି ସମସ୍ତ ଗ୍ରାମର ଜନ ସାଧାରଣ ଙ୍କୁ ଚକିତ କରିଛି, ଯଦି କୌଣସି ପରିସ୍ଥିତି ରେ ବାତ୍ୟା ଓ ବନ୍ୟା ଆସେ ଲୋକେ ମୁଣ୍ଡ...
ବାଣିଜ୍ୟ ଓ ପରିବହନ ବିଭାଗ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ* ପାରାଦ୍ଵୀପ, ତା ୩/୦୬/୨୫:ଆଜି ଲୋକସଭା ଭବନ କନଭେନସନ ହଲରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କ ଦ୍ଵାରା ବାଣିଜ୍ୟ ଓ ପରିବହନ ବିଭାଗ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଭାସି ଜରିଆରେ ଏକ ବୈଠକ ପାରାଦୀପ ସ୍ଥିତ ଓଡ଼ିଶା ମାରିଟାଇମ୍ ଏକାଡେମୀ ରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହାର ପ୍ରତିକାର ପାଇଁ ସର୍ବଦା ଗାଡ଼ି ନେଇ ଗଲାବେଳେ ହେଲମେଟ ପିନ୍ଧିବା,...
ଯାଜପୁର ଜିଲ୍ଲା ଟପ୍ପର ହେଲେ ଆରୋପ୍ରୀୟା ମହାନ୍ତି ଯାଜପୁର: ଚଳିତବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ ଯୁକ୍ତ ଦୁଇ କଳା ପରୀକ୍ଷାରେ ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ର ପଣସା ଗ୍ରାମପଞ୍ଚାୟତ ପାଟପୁର(ରଘୁନାଥପୁର) ଗ୍ରାମର ଅତିଶ କୁମାର ମହାନ୍ତି ଓ ତୀକ୍ତିମା ମହାନ୍ତି ଙ୍କ ସୁକନ୍ୟା ଆରୋପ୍ରିୟା ମହାନ୍ତି +୨ ପରୀକ୍ଷାରେ ୫୯୩ ନମ୍ବର ରଖି ରାଜ୍ୟରେ ଦ୍ବିତୀୟ ତଥା ଯାଜପୁର ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଛନ୍ତି l ସେ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ର ଛାତ୍ରୀ l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ତାର ଉଜ୍ୱଳ ଭବିଷ୍ୟତର କାମନା କରୁଛୁ
ତିର୍ତ୍ତୋଲ ବିଜେପି କାର୍ଯ୍ୟକର୍ତ୍ତା ସମ୍ମୀଳନୀରେ, ଜିଲ୍ଲା ସଭାପତିଙ୍କୁ ବିରୋଧ । ତିର୍ତ୍ତୋଲ ତା ୪/୦୬ ତିର୍ତ୍ତୋଲ ବିଣାପାଣି ମଣ୍ଡପ ଠାରେ ତା ୦୧/୦୬ ରିଖରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟ କର୍ତ୍ତା ସମ୍ମୀଳନୀ ସାଂସଦ ବିଭୁପ୍ରସାଦ ତରେଇ ଙ୍କ ତତ୍ତ୍ଵାବଧାନର ଅନୁଷ୍ଠିତ ହୋଇଯାଇଅଛି । ନିର୍ବାଚନର ଏକ ବର୍ଷ ପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରତାପ ମିଶ୍ରଙ୍କ ଏବଂ ତିର୍ତ୍ତୋଲ ବ୍ଳକର ଚାରିଟି ଜୋନ ସଭାପତି ସମେତ କେତେଜଣ ହାତଗଣତି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତି ପ୍ରତାପ ମିଶ୍ରଙ୍କ ଭାଷଣ ଆରମ୍ଭ ହେଉ ହେଉ କିଛି କାର୍ଯ୍ୟକର୍ତ୍ତା ବିରୋଧ କରିଥିଲେ...
ଏ ହେଉଛି କଟକ ଜିଲ୍ଲାର କୁଣ୍ଡିମୁଂହ ବ୍ରିଜ ରୁ ପହଙ୍ଗା କୁ ସଂଯୋଗ କରୁଥିବ ଦେବୀ କନ୍ଦଳ ନଦୀବନ୍ଦ ପୋଖରୀଗାଁ ଗ୍ରାମ ପଞ୍ଚାୟତ ଅଧୀନ କାନପୁର ପାଖରଦୃଶ୍ୟ ଯେଉଁ ଥୀ ନାଳ ବନ୍ଦ ରେ ବ୍ରିଜ ନିର୍ମାଣ ହୋଇଥିବା ବେଳେ ଆଜି ଯାଏଁ ଛାତ ପଡ଼ି ପାରିଲା ନାହିଁ ଆଉ ନଦୀବନ୍ଦ ର ଦୃଶ୍ୟ ଏମିତି ଜେ ସଧାରଣ ବାଟଇ ଟୀଏ ନାହିଁ ନଥିବାଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ବର୍ଷା ଟିକେ ହେଲେ ରାସ୍ତା ଅବସ୍ଥା ଯାହା ରାସ୍ତା ରେ ଗଡ଼ିଆ ରେ ପାଣି ଏହି ବାଟ ଦେଇ ଅନେକ ଗାଡ଼ି ମଟର ସାଙ୍ଗକୁ ସହ ସହ ଲୋକ...
ଏ ହେଉଛି କଟକ ଜିଲ୍ଲାର କୁଣ୍ଡିମୁଂହ ବ୍ରିଜ ରୁ ପହଙ୍ଗା କୁ ସଂଯୋଗ କରୁଥିବ ଦେବୀ କନ୍ଦଳ ନଦୀବନ୍ଦ ପୋଖରୀଗାଁ ଗ୍ରାମ ପଞ୍ଚାୟତ ଅଧୀନ କାନପୁର ପାଖରଦୃଶ୍ୟ ଯେଉଁ ଥୀ ନାଳ ବନ୍ଦ ରେ ବ୍ରିଜ ନିର୍ମାଣ ହୋଇଥିବା ବେଳେ ଆଜି ଯାଏଁ ଛାତ ପଡ଼ି ପାରିଲା ନାହିଁ ଆଉ ନଦୀବନ୍ଦ ର ଦୃଶ୍ୟ ଏମିତି ଜେ ସଧାରଣ ବାଟଇ ଟୀଏ ନାହିଁ ନଥିବାଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ବର୍ଷା ଟିକେ ହେଲେ ରାସ୍ତା ଅବସ୍ଥା ଯାହା ରାସ୍ତା ରେ ଗଡ଼ିଆ ରେ ପାଣି ଏହି ବାଟ ଦେଇ ଅନେକ ଗାଡ଼ି ମଟର ସାଙ୍ଗକୁ ସହ ସହ ଲୋକ...