: ସଂକଟମୋଚନ ହନୁମାନ ମନ୍ଦିର ପରିସରରେ ଶିନି ବାବାଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଅଧିନସ୍ତ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ କୁଚେଇବୁଢୀରେ ବିରାଜମାନ ସଂକଟମୋଚନ ହନୁମାନ ମନ୍ଦିର ପରିସର ଶନି ମନ୍ଦିର ପ୍ରାଣ ପ୍ରତିଷ୍ଠା ଲାଭ କରିଅଛନ୍ତି l ଗତ ୨୫ ତାରିଖ ୨୫ ଗୋଟି ଘଟରେ ମହିଳାମାନେ ସ୍ଥାନୀୟ ବଡବନ୍ଧ ଠାରେ ପ୍ରଭୁଙ୍କର ପୂଜାର୍ଚ୍ଚନା ପରେ ...
ରାଇରଙ୍ଗପୁର ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକ : ରାଇରଙ୍ଗପୁର ପୌରପାଳିକା ବସ୍ ଷ୍ଟାଣ୍ଡସ୍ଥିତ ଘରୋଇ ବସ୍ ମାଲିକ ସଂଘର କାର୍ଯ୍ଯାଳୟରେ ସଭାପତି ତପନ କୁମାର ପରିଡାଙ୍କ ସଭାପତିତ୍ବରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ସଂଘର ସଦସ୍ଯ ସଦସ୍ଯାମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା ହୋଇଥିଲା l ବିଭିନ୍ନ ବସର ସମୟ ସାରଣୀ ସମସ୍ଯା ସହ ତାର ସମାଧାନର ସୂତ୍ରପାତ ବାହାରିଥିଲା l ସୂଚନାଯୋଗ୍ଯ ଯେ, ଅନ୍ଯତମ ସଂଘ ବାମନଘାଟୀ ବସ ସିଣ୍ଡିକେଟର ୪ଜଣ ଆଗଧାଡିର ମାଲିକ ଏବଂ କର୍ମଚାରୀ ଯଥା ୧ ବୀର କିଶୋର ମହାପାତ୍ର...
ଦିବ୍ୟାଙ୍ଗ ସତ୍ୟବାନ ପାଇଁ ସଂଘର୍ଷ କରୁଛନ୍ତି ଜଣେ ନିଆରା ସାବିତ୍ରୀ କାକଟପୁର ୨୫/୫ ( ତୁଷାର ଦୀକ୍ଷିତ ) -ଆସିଛି ସାବିତ୍ରୀ, ପୁରାଣ ଯୁଗରୁ ଆମ ହିନ୍ଦୁ ଧର୍ମ ର ଅନନ୍ୟ ପରମ୍ପରା ସାବିତ୍ରୀ ବ୍ରତ, ପ୍ରତ୍ୟେକ ହିନ୍ଦୁ ସଧବା ମହିଳା ଏହି ଦିନ ପାରମ୍ପରିକ ବ୍ରତ ପୂଜା କରି ନିଜ ସ୍ୱାମୀ ଙ୍କର ଆୟୁଷ ପାଇଁ ପୂଜା କରନ୍ତି,କିନ୍ତୁ ଆଜି ସମାଜ ରେ ଅନ୍ୟ ଏକ ପ୍ରକାର ସାବିତ୍ରୀ ମଧ୍ୟ ବାହାରି ଛନ୍ତି ଯାହାଙ୍କ ଦୃଶ୍ୟ ଆମେ ଅନେକ ସମୟ ରେ ଦେଖୁଚୁ ଆଉ ଶୁଣୁଛୁ ବି, କିନ୍ତୁ ଆମ ଖବର ରେ ଆଜି ଆମେ ଏଭଳି ଏକ...
ପୁରା ଅଞ୍ଚଳ ରଛାତ୍ର ଛାତ୍ରୀ, ଅଭିଭାବକ ସମସ୍ତେ ଝୁରୁଛନ୍ତି ତାଙ୍କ ପ୍ରିୟ ନିରଞ୍ଜନ ସାର ଙ୍କୁ, ଶାରୀରିକ ଅକ୍ଷମ ହୋଇ ମଧ୍ୟ କରୁଥିଲେ ଶିକ୍ଷା ଦାନ କାକଟପୁର ୨୫/୫ ( ତୁଷାର ଦୀକ୍ଷିତ ) ବିଧିର ବିଧାନ କେ କରିବ ଆନ ଯାହାର କବଳ ରେ କବଳିତ ହୋଇଯାଥିଲେ ଅସ୍ତରଙ୍ଗ ବ୍ଲକ ସରିପୁର ପଞ୍ଚାୟତ ମୁଦୁଗଲ ଗ୍ରାମର ସେତେବେଳର ଉଚ୍ଚ ଶିକ୍ଷିତ ନିରଞ୍ଜନ ଦୀକ୍ଷିତ। ହସ ଖୁସିର ସଂସାର ରେ ଘୋଟି ଆସିଲା କଳା ବାଦଲ କାକଟପୁର ରୁ ତାଙ୍କ ଜେଜେ ପୁଅ ହୋଇ ମୁଦୁଗଲ ଗ୍ରାମ କୁ ଯାଇଥିଲେ ମୁଦୁଗଲ ଗ୍ରାମରେ ସେ ବଂଶlନୁ କ୍ରମେ ନିଜ ଗ୍ରାମର...
୨୦୧୨ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀ ଙ୍କ ବନ୍ଧୁମିଳନ।* - ତିର୍ତ୍ତୋଲ:-୨୫/୫(ରିପୋର୍ଟ-ଟୁକନ ସେଠୀ)- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ର ବଟମଙ୍ଗଳl ବିଦ୍ୟାପୀଠ, ର ୨୦୧୨ ମସିହା ବ୍ୟାଚ ମାଟ୍ରିକ ଛାତ୍ର ଙ୍କ ବନ୍ଧୁମିଳନ ଧଳତଙ୍ଗ ଗଡ ଜଙ୍ଗଲ ନିକଟରେ ଅନୁଷ୍ଠିତ ହୋଇଯାଇଅଛ,ଏହାପରେ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ରେ ପଢୁଥିବା ସମୟର ଅନୁଭୂତି ବଖାଣିବା ସହିତ ଦୀର୍ଘ ବର୍ଷ ପରେ ସମସ୍ତେ ଏକାଠି ହୋଇଥିବାରୁ ବେଶ୍ ଖୁସି ପ୍ରକାଶ କରିଥିଲେ। ଆଗାମୀ ବନ୍ଧୁମିଳନ ପଢିଥିବା ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଗ୍ରହଣରେ ପାଳନ କରିବେ ବୋଲି ସମସ୍ତ ଛାତ୍ର ମତ...
ବିକ୍ଷିପ୍ତା ସାହିତ୍ୟ ଅନୁଷ୍ଠାନର ଆବାହନୀ ସଂଗୀତ ଲୋକାର୍ପଣ ଓ ସାହିତ୍ୟ ସଭା ଅନୁଷ୍ଠିତ ବୁଗୁଡ଼ା,୨୫/୦୫(ସୋରେନ କୁମାର ପ୍ରଧାନ):ବିକ୍ଷିପ୍ତା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆବାହନୀ ସଂଗୀତ ଲୋକାର୍ପଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ର ତତ୍ୱାବଧାନରେ ଏବଂ ଶ୍ରୀ ସୁପ୍ରଜିତ ସାହୁଙ୍କ ଉଦଘୋଷଣାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଶଶୀ ଭୂଷଣ ରଥ ସରକାରୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ଆଗଧାଡିର ସାହିତ୍ୟିକ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆବାହନୀ ସଂଗୀତ ବିକ୍ଷିପ୍ତା ଆମର ଗର୍ବ ବିକ୍ଷିପ୍ତା ଆମରି ସ୍ୱାଭିମାନ ଲୋକାର୍ପଣ ହୋଇଥିଲା। ଉଦଘାଟକ...
ମନ୍ତ୍ରୀ ବାଣ୍ଟିଲେ ସାବିତ୍ରୀ ଲୁଗା ଓ ଟଙ୍କା ବୁଗୁଡ଼ା,୨୫/୦୫(ସୋରେନ କୁମାର ପ୍ରଧାନ):ଆମ ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ସାବିତ୍ରୀ ଅମାବାସ୍ୟା ଏକ ଅତୁଟ ବନ୍ଧନ ଏହି ପରିପ୍ରେକ୍ଷୀରେ ଆଜି ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଲକର ସଙ୍ଗମ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ବିଶେଷ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭଉଣୀଙ୍କ (ପ୍ରିୟ ମିଟୁ ଭାଇ )ଯୋଗଦେଇ ଦଳର କାର୍ଯ୍ୟକର୍ତ୍ତା ଭଉଣୀ, ଏମ୍ ବି କେ,ସି ଆର ପି, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ବ୍ୟାଙ୍କ ମିତ୍ର ଭଉଣୀ ମାନଙ୍କୁ ସାବିତ୍ରୀ ଭେଟି ତାଙ୍କ ଶ୍ରମ ଓ ସେବାକୁ ନମନ କରି ଏକ ଖଣ୍ଡ ଲୁଗା,...
: ଆର କେ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ଲହାଶିଳାର ଛାତ୍ରଛାତ୍ରୀ କୁତିତ୍ବ ସହ ଉତ୍ତୀର୍ଣ୍ଣ : ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ଲୁହାଶିଳା ଠାରେ ଗଢିଉଠିଥିବା ରଜନୀକାନ୍ତ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟର ଛାତ୍ରଛାତ୍ର ଗତ ବର୍ଷ ପରି ଏବର୍ଷ ମଧ୍ଯ ସୁନମ୍ବର ରଖି କୁତିତ୍ବ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି l ୨୦୨୪- ୨୫ ଶିକ୍ଷାବର୍ଷ ଉଚ୍ଚ ମାଧ୍ଯମିକ ପରୀକ୍ଷା...
ରାଇରଙ୍ଗପୁର ମହିଲା ମହାବିଦ୍ୟାଳୟରେ ଓ ଏସ ଓ ୟୁ ର ସ୍ବାଗତ ସମାରୋହ ରାଇରଙ୍ଗପୁର 25/05/25 ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଓଡ଼ିଶା ରାଜ୍ଯ ମୁକ୍ତ ବିଶ୍ବବିଦ୍ୟାଳୟର ନୁତନ ଶୀକ୍ଷାର୍ଥୀ ମାନଙ୍କ ଉଦ୍ଦେଶ୍ଯ ରେ ଏକ ସ୍ବାଗତ ସମାରୋହ ଆୟୋଜିତ ହୋଇ ଯାଇଛି।ଅଧ୍ୟକ୍ଷ ରବିଶଙ୍କର ସତପଥିଙ୍କ ମାର୍ଗଦର୍ଶନ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ କୋର୍ଡିନେଟର ବିଜୟ କୁମାର ରାମ ସଭାପତିତ୍ବ କରି ଅତିଥି ପରିଚୟ ଓ ସ୍ବାଗତ ସଂଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଲ କେ କଲେଜ ବାଙ୍ଗିରିପୋଷିର ରିଡର ଶ୍ରୀ ଅଶୋକ କୁମାର ମହାପାତ୍ର ମୁଖ୍ଯ ଅତିଥିରୁପେ ଉପସ୍ଥିତ ରହି ଓ ଏସ ...
: ଟାଟାନଗର-ବାଦାମପାହାଡ ରେଳପଥ ବିକାଶ ଦାବି : ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ର ଟାଟା- ବାଦାମପାହାଡ ରେଳ ରୁଟ ନିରୀକ୍ଷଣରେ ଆସି ରାଇରଙ୍ଗପୁର ରେଳଷ୍ଟେସନ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯର ସମୀକ୍ଷା କରିଛନ୍ତି l ଏହି ଅବସରରେ ଜେନେରାଲ ମ୍ଯାନେଜରଙ୍କୁ ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ କୁମାର ମହାନ୍ତି ଓ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତୀ ସାକ୍ଷାତ କରି ଟାଟାନଗର- ବାଦାମପାହାଡ ରେଳରୁଟର ବିକାଶ ପାଇଁ...
: ରାତି ପାହିଲେ ସାବିତ୍ରୀ ଅମାବାସ୍ଯା : ରାତି ପାହିଲେ ସାବିତ୍ରୀ ଅମାବାସ୍ଯା l ମୟୂରଭଞ୍ଜ ଜିଲ୍ଲା ଅଧିନସ୍ତ ରାଇରଙ୍ଗପୁର ସହରରେ ଫଳ ବଜାରରେ ମୂଲ୍ଯ ଅହେତୁକ ବୁଦ୍ଧି ସତ୍ଯବାନଙ୍କ ଚିନ୍ତା ବଢାଇଛି l ଆଜିଠାରୁ ସମସ୍ତ ଫଳ ଦୋକାନରେ ଭିଡ ଲାଗିଥିବା ବେଳେ ଆସନ୍ତାକାଲି ଦର ଆହୁରି ବୁଦ୍ଧି ଆଶଙ୍କା...
35ବର୍ଷ ପରେ ଗାଁ କୁ ଫେରିଲେ ଯୁଗଳ | ଆଧାର କାର୍ଡ ଓ ଭୋଟର କାର୍ଡ ନଥିବାରୁ ସରକାରୀ ସୁବିଧା ରୁ ବଞ୍ଚିତ ଯୁଗଳ ଖଟୁଆ ଜଗତସିଂହପୁର ତା=25/5/25 ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ରାହାଣ ପଂଚାୟତ ରାହାଣ ଗ୍ରାମର ଯୁଗଳ ଖଟୁଆ ବୟସ (55 ବର୍ଷ ) ସରକାରୀ ସୁବିଧା ରୁ ବଞ୍ଚିତ | ଆଧାର କାର୍ଡ ଓ ଭୋଟ ପରିଚୟ ପତ୍ର ନଥିବାରୁ ସରକାରଙ୍କର ବିଭିନ୍ନ ଯୋଜନାରୁ ଅନ୍ତଭୁତ ହୋଇପାରୁନାହାନ୍ତି | ଵର୍ତମାନ ସେ ଅସହାୟ ଅବସ୍ଥାରେ ରହୁଛନ୍ତି | ପୂର୍ବରୁ ଯୁଗଳ ଖଟୁଆ ଗାଁ ଛାଡି ଦୀର୍ଘ 35 ବର୍ଷ ହେବ ବାହାର...