Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ସୁକାନ୍ତ ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା:

ଜଗତସିଂହପୁର | 25/05/2025 | ବିକ୍ରମ ଓଡ଼ିଶା ନିୟୁଜ

ସୁକାନ୍ତ ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା: ଜଗତସିଂହପୁର ତା=25/5/25 ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ଙ୍କ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଜଗତସିଂହପୁର ଜିଲ୍ଲାରେ ଶ୍ରୀଯୁକ୍ତ ପ୍ରଧାନ ଦୀର୍ଘ 13 ବର୍ଷ 9 ମାସ ଧରି ଡେପୁଟି ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଭାବେ କାର୍ଯ୍ୟ କରୁଥିଲେ l ତାଙ୍କର କେନ୍ଦ୍ରାପଡା ଜିଲ୍ଲା ବଦଳି ହେବା କାରଣରୁ ଶ୍ରୀଯୁକ୍ତ ପ୍ରଧାନଙ୍କୁ ବଦଳିକାଳୀନ ସମ୍ବର୍ଦ୍ଧନା ଯଥା ସମ୍ମାନର ସହ ପ୍ରଦାନ କରାଯାଇଛି l ଶ୍ରୀଯୁକ୍ତ ପ୍ରଧାନ ଏହି ଦୀର୍ଘବର୍ଷ ଅବଧି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ସହ ଅନ୍ୟାନ୍ୟ ବିଭାଗ ଯଥା ସ୍ତ୍ରୀ ଓ ପ୍ରସୂତୀ...

Article Image

ଏବେବି ମୌଳିକ ସୁବିଧାରୁ ବଞ୍ଚିତ ଜନସାଧାରଣ,

ଜଗତସିଂହପୁର | 25/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଦୀର୍ଘ ବର୍ଷ ହେବ କଣ୍ଟାପଡା ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଅଭିଯୋଗ କଲେ କଣ୍ଟାପଡା ଅଧିବାସୀ* ଜଗତସିଂହପୁର, ୨୪/୫/୨୦୨୫ ଏବେବି ମୌଳିକ ସୁବିଧାରୁ ବଞ୍ଚିତ ଜନସାଧାରଣ, ଆମେ କହୁନୁ ଦର୍ଶକ ବନ୍ଧୁ ଯାହା ସାଧାରଣ ଲୋକମାନେ କହୁଛନ୍ତି,ରାଜ୍ୟରେ ସରକାର ବଦଳୁଛି ସତ ହେଲେ କଣ୍ଟାପଡା ହରିଜନ ସାହିକୁ ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଧା ଭଲ ରାସ୍ତା ଖଣ୍ଡେ ହୋଇପାରିନାହିଁ, ବର୍ଷା ହେଲେ ଜରୁରୀ ସମୟରେ ଆମ୍ବୁଲାସ ଠୁ ଆରମ୍ଭ କରି ଅଟୋଟିଏ ବି ଆସିବାକୁ ରାଜି ହେଉନାହାନ୍ତି ଏହି ଗ୍ରାମକୁ,ଦୟନୀୟ ଅବସ୍ଥାରେ ବସବାସ କରୁଛନ୍ତି ଲୋକେ, କେବେ ପଡିବ ସରକାରୀ ବାବୁମାନଙ୍କ ଏଥିପ୍ରତି ନଜର, ରାଜ୍ୟରେ...

Article Image

ପୁଣିଥରେ ଧାରୁଆ ଅସ୍ତ୍ରରେ ମରଣାତ୍ମକ ଆକ୍ରମଣ।

କୁଜଙ୍ଗ | 25/05/2025 | ବିକ୍ରମ ଓଡ଼ିଶା ନିୟୁଜ

ପୁଣିଥରେ ଧାରୁଆ ଅସ୍ତ୍ରରେ ମରଣାତ୍ମକ ଆକ୍ରମଣ।* କୁଜଙ୍ଗ ୨୪.୦୫.୨୦୨୫ ରେ ନମିତା ଜୟସିଂହ, ପତ୍ନୀ- ଭାବାଗ୍ରାହୀ ଜୟସିଂହ, ବାଗୋଇ, ପିଏସ୍- କୁଜଙ୍ଗା, କୁଜଙ୍ଗାର ମାମଲା ନମ୍ବର ୧୮୮/୨୫ ରେଜିଷ୍ଟ୍ରେସନ୍ କରାଯାଇଛି। ତଦନ୍ତ ସମୟରେ ଜଣାପଡ଼ିଛି ଯେ ୨୩/୨୪ ରାତିରେ ସେ ପ୍ରକୃତିର ଡାକରେ ଯୋଗ ଦେବାକୁ ଯାଇଥିଲେ। ସେହି ସମୟ ମଧ୍ୟରେ ସେ ଏକ ବଡ଼ ଶବ୍ଦ ଶୁଣି ବାହାରକୁ ଆସି ଦେଖିଲେ ଯେ ପୂର୍ବ ଶତ୍ରୁତା ଯୋଗୁଁ ତପନ କୁମାର ପଣ୍ଡା, ପୁଅ କାନହୁ @ ସଚ୍ଚିଦାନନ୍ଦ ପଣ୍ଡା ତାଙ୍କ ଗାଡ଼ିର କାଚ ଭାଙ୍ଗି ଦେଉଛନ୍ତି। ଯେତେବେଳେ ସେ ବିରୋଧ କଲେ, ଅଭିଯୁକ୍ତ ତାଙ୍କୁ ଧମକ ଦେଇଥିଲେ...

Article Image

ସାବିତ୍ରୀ ବେଭାର ନେଇ ଝିଅ ଘରକୁ ଯିବା ବାଟରେ ହୃଦ୍ ଘାତ ରେ ପରଲୋକ

ତିର୍ତ୍ତୋଲ | 24/05/2025 | ବିକ୍ରମ ଓଡ଼ିଶା ନିୟୁଜ

ସାବିତ୍ରୀ ବେଭାର ନେଇ ଝିଅ ଘରକୁ ଯିବା ବାଟରେ ହୃଦ୍ ଘାତ ରେ ପରଲୋକ ତିର୍ତ୍ତୋଲ-୨୪/୫-(ରିପୋର୍ଟ-ଟୁକନ ସେଠୀ)-ପ୍ରସିଦ୍ଧ ଝଙ୍କଡ଼ ସାରଳା ମନ୍ଦିରର ଭଣ୍ଡାରଘରିଆ ମୂରଲୀଧର ପଣ୍ଡା (୫୭) ଗତ ଶନିବାର ଦିନ ମାଆଙ୍କ ଭଣ୍ଡାର ରକ୍ଷକ ଭାବରେ ସୁଚାରୁ ରୁପେ ନୀତି କାନ୍ତି ସମ୍ପନ୍ନ କରିବା ପରେ, ନଜିମତ ପ୍ରସାଦ ବଣ୍ଟନ କରିସାରି, ନିଜ ସ୍ତ୍ରୀ ଙ୍କୁ ସାଙ୍ଗରେ ନେଇ, ଏକ ସ୍କୁଟିଗାଡ଼ିରେ ନିଜର ଝିଅ ସ୍ୱାଗତିକା ପଣ୍ଡା ଙ୍କ ସାବିତ୍ରୀ ବ୍ରତ ପାଳନ ନିମନ୍ତେ ଶାଢ଼ୀ ଫଳମୂଳ...

Article Image

ଶସ୍ୟ ଆମଦାନୀ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ

ନାଉଗାଁ | 24/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଶସ୍ୟ ଆମଦାନୀ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ ନାଉଗାଁ, ୨୪/୫: ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ସେବା ସମବାୟ ସମିତି ପରିସରରେ ପୁତ୍ତ ବିଭାଗ ଅଧୀନ ରାସ୍ତା ଓ ଗୃହନିର୍ମାଣ ବିଭାଜନ ପକ୍ଷରୁ ଚାଷୀ ମାନଙ୍କ ପାଇଁ ଶସ୍ୟ ଆମଦାନୀ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧ୍ୟାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଫଳକର ଶୁଭ ଉଦଘାଟନ କରିଥିବା ବେଳେ ତାଙ୍କ ସହିତ ସମ୍ମାନୀତ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟା ଅମିତା ସ୍ବାଇଁ, ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସର୍ବେନ୍ଦୁ ସୁତାର, ସମିତି ସଭାପତି ବସନ୍ତ କୁମାର ପାଢ଼ୀ, ସମ୍ପାଦକ ମଙ୍ଗଳାକାନ୍ତ ମହାନ୍ତି,...

Article Image

କାକଟପୁରରେ ଗୋଟେ ସପ୍ତାହ ଭିତରେ ଦୁଇ ବାଇକ ଓ ଗୋଟିଏ ପିକଅପ ଚୋରୀ, ପୋଲିସ ର ହାତ ଖାଲି

କାକଟପୁର | 24/05/2025 | ବିକ୍ରମ ଓଡ଼ିଶା ନିୟୁଜ

କାକଟପୁରରେ ଗୋଟେ ସପ୍ତାହ ଭିତରେ ଦୁଇ ବାଇକ ଓ ଗୋଟିଏ ପିକଅପ ଚୋରୀ, ପୋଲିସ ର ହାତ ଖାଲି କାକଟପୁର 24/5 ( ତୁଷାର ଦୀକ୍ଷିତ ) ଗତ କିଛି ଦିନ ହେଵ କାକଟପୁର ରେ କେଉଁଠି ଲୁଟେରା ମାନେ ଛିନତାଇ କରି ଖସି ପଳାଇବାରେ ସକ୍ଷମ ହେଉଛନ୍ତି ତ କେଉଁଠି ବାଇକ ଓ ଚାରି ଚକିଆ ଯାନ ଚୋରୀ କରି ଅନ୍ୟାୟସରେ ଖସି ଯାଉଛନ୍ତି l କିନ୍ତୁ କାକଟପୁର ପୋଲିସ ତାର ଟେର ପାଉନି ଯାହା ଫଳରେ ସାଧାରଣ ଲୋକେ ପୋଲିସ ଉପରୁ ଆସ୍ଥା ତୁଟିବାରେ ଲାଗିଛି l କିଛିଦିନ ତଳେ ସେବାୟତ ପରିବାର ର...

Article Image

ଜିଲାରେ +୨ କଳା ଛାତ୍ରୀଙ୍କ ସଫଳତାକୁ ନେଇ ଚର୍ଚ୍ଚାରେ ଆର୍ଟ ଏକାଡେମୀ କୋଚିଂ ସେଣ୍ଟର )

ଜଗତସିଂହପୁର | 24/05/2025 | ବିକ୍ରମ ଓଡ଼ିଶା ନିୟୁଜ

( ଜିଲାରେ +୨ କଳା ଛାତ୍ରୀଙ୍କ ସଫଳତାକୁ ନେଇ ଚର୍ଚ୍ଚାରେ ଆର୍ଟ ଏକାଡେମୀ କୋଚିଂ ସେଣ୍ଟର ) ଜଗତସିଂହପୁର ତା=24/5/25 ଚଳିତ ବର୍ଷ +୨ କଳାରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ଜଗତସିଂହପୁର ସ୍ଥିତ ଆର୍ଟସ ଏକାଡୀମି କୋଚିଂ ସେଣ୍ଟର ।ଏହି କୋଚିଂ ସେଣ୍ଟରରେ କଳା ବିଭାଗରେ ଦୁଇଶହ ଛାତ୍ରଛାତ୍ରୀ କୋଚିଂ ନେଉଥିଲେ।ଜିଲାର ସର୍ବପୁରାତନ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ କଳା ବିଭାଗରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ବେଶ ଭଲ ସଫଳତା ପାଇଛନ୍ତି।ଆର୍ଟସ ଏକାଡିମି କୋଚିଂ ସେଣ୍ଟର ରେ ପଢ଼ୁଥିବା ୨୦୮ ଜଣ କଳା ବିଭାଗର ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ପ୍ରଥମ...

Article Image

ଗରାମ ପଞ୍ଚାୟତରେ ପରାକ୍ରମ ଶୋଭା ଯାତ୍ରା ଅନୁଷ୍ଠିତ,

ତିର୍ତ୍ତୋଲ | 24/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଗରାମ ପଞ୍ଚାୟତରେ ପରାକ୍ରମ ଶୋଭା ଯାତ୍ରା ଅନୁଷ୍ଠିତ, ତିର୍ତୋଲ,୨୪/୫ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଗରାମ ପଂଚାୟତ ଠାରେ ରାଜ୍ୟ କୃଷକ ମୋର୍ଚା ସଂଯୋଜିକା ଜୟଲଷ୍ମୀ ମହାନ୍ତି ଓ ଜିଲ୍ଲା ମହିଳା ମୋର୍ଚା ସଦସ୍ୟ ପ୍ରତିମା ମହାନ୍ତି, ଜଗନ୍ନାଥ ପୁର ପଂଚାୟତ ର ଯୁବ ନେତୃତ୍ୱ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଅପରେସନ ସିନ୍ଦୁର ବିଜୟ ପାଇଁ ଏକ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଏହି ଶୋଭା ପୁରା ଗରାମ ପଞ୍ଚାୟତ ପରୀକ୍ରମା କରି ନୀଳମାଧବ ମନ୍ଦିର ନିକଟରେ ଶେଷ ହୋଇ ଥିଲା, ଗରାମ ପଂଚାୟତ ର ଶତାଧିକ ଏସ ଏଚ ଜି ମହିଳା...

Article Image

ଆମ ସଂସ୍କୃତି ଆମ ପରମ୍ପରା

ତିର୍ତ୍ତୋଲ | 24/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଆମ ସଂସ୍କୃତି ଆମ ପରମ୍ପରା -ତିର୍ତ୍ତୋଲ-୨୪/୫-(ରିପୋର୍ଟ-ଟୁକନ ସେଠୀ)-ଆଜି ତିର୍ତ୍ତୋଲସ୍ଥିତ ପିନାକିଲ କୋଚିଂ ସେଣ୍ଟର ପରିସରରେ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ତରଫରୁ " ଆମ ସଂସ୍କୃତି ଆମ ପରମ୍ପରା ରେ ବଉଳଲୋ ରଜ ଆସୁଛି ଶୀର୍ଷକ ରେ କଲେଜ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ! ସମାଜ ସୁଧାରକ ଡ଼ଃ ଅରୁଣ କୁମାର ପାଣି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଏବଂ ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ମୁଖ୍ୟ ଅତିଥି ଭାବେ ଆଧ୍ୟାତ୍ମିକ ଗୁରୁ ନଳିନୀ ଜୀ ମହାରାଜ , ସମ୍ମାନିତ ଅତିଥି ଭାବେ ପ୍ରିୟ ଓଡ଼ିଆ...

Article Image

ଆମ ସଂସ୍କୃତି ଆମ ପରମ୍ପରାରେ ବଉଳଲୋ ରଜ ଆସୁଛି ଶୀର୍ଷକ କଲେଜ ସ୍ତରୀୟ ପ୍ରତିଯୋଗିତା

ଜଗତସିଂହପୁର | 24/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଆମ ସଂସ୍କୃତି ଆମ ପରମ୍ପରାରେ ବଉଳଲୋ ରଜ ଆସୁଛି ଶୀର୍ଷକ କଲେଜ ସ୍ତରୀୟ ପ୍ରତିଯୋଗିତା* ଜଗତସିଂହପୁର, ଆଜି ତିର୍ତ୍ତୋଲସ୍ଥିତ ପିନାକିଲ କୋଚିଂ ସେଣ୍ଟର ପରିସରରେ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ତରଫରୁ "ଆମ ସଂସ୍କୃତି ଆମ ପରମ୍ପରାରେ ବଉଳଲୋ ରଜ ଆସୁଛି" ଶୀର୍ଷକରେ କଲେଜ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି,ସମାଜ ସୁଧାରକ ଡ଼ଃ ଅରୁଣ କୁମାର ପାଣିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏବଂ ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମୁଖ୍ୟ ଅତିଥିଭାବେ ଆଧ୍ୟାତ୍ମିକ ଗୁରୁ ନଳିନୀ ଜୀ ମହାରାଜ, ସମ୍ମାନିତ ଅତିଥିଭାବେ ପ୍ରିୟ ଓଡ଼ିଆ ସାହିତ୍ୟ ସଂସଦ ସଭାପତି ରମେଶ ଚନ୍ଦ୍ର ବେହେରା,...

Article Image

ଭିଜିଲାନ୍ସ ଜାଲ ରେ ବାଂକୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ। ଏକ କେସ ଡାଇରୀ ରୁ ନା ହଟାଇବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ଟିମ।

ଖୋର୍ଦ୍ଧା | 24/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଖୋର୍ଦ୍ଧା,୨୩।୫ : ଖୋର୍ଦ୍ଧା ଭିଜିଲାନ୍ସ ଜାଲ ରେ ବାଂକୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ। ଏକ କେସ ଡାଇରୀ ରୁ ନା ହଟାଇବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ଟିମ। ଉଭୟଙ୍କୁ ଭିଜିଲାନ୍ସ ଖୋର୍ଦ୍ଧା ପରେ ଭୁବନେଶ୍ବର କୁ ନେଇ ଯାଇଛି ଭିଜିଲାନ୍ସ ଡିଏସପି ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ଥାନାରେ ଲାଞ୍ଚ ନେଉଥିବା ବେଳେ ଟିମ ତାଙ୍କୁ କାବୁ କରିଥିଲା। ପ୍ରକାଶ ତୁଷାର ନିକଟରେ...

Article Image

ତିର୍ତ୍ତୋଲ କଲେଜ ଟପ୍ପର ସତ୍ୟବ୍ରତଙ୍କୁ ସମ୍ବର୍ଦ୍ଧନା

ତିର୍ତ୍ତୋଲ | 23/05/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତ୍ତୋଲ କଲେଜ ଟପ୍ପର ସତ୍ୟବ୍ରତଙ୍କୁ ସମ୍ବର୍ଦ୍ଧନା ତିର୍ତ୍ତୋଲ ୨୩/୫-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟାଳୟର +୨ ବାଣିଜ୍ୟ ବିଭାଗରେ ସତ୍ୟବ୍ରତ ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା କରାଯାଇଛି l ସତ୍ୟବ୍ରତ ସୁଦୂର ଏରସମା ପଞ୍ଚାୟତ ବାଲିଠୁତ ଅଞ୍ଚଳର ବାସୁଦେବ ସାହୁ ଓ ମିନରଭା ସାହୁଙ୍କ ସୁପୁତ୍ର ଅଟନ୍ତି l ସତ୍ୟବ୍ରତ ତିର୍ତ୍ତୋଲ ସରଣୀ ସ୍ଥିତ ସନାତନ ଇନଷ୍ଟଚୁଟରେ ଅଧୟନ କରୁଛନ୍ତି l ଅନୁଷ୍ଠାନର ଅଧକ୍ଷ ସନାତନ ସାହୁଙ୍କୁ ଗାଇଡ୍ୟାନ୍ସରେ ସତ୍ୟବ୍ରତ କଠିନ ପରିଶ୍ରମ କରି +୨ ବାଣିଜ୍ୟରେ ସର୍ବାଧିକ ୫୨୧ (୮୬. ୮୩) ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ଅଧିକୃତ କରିପାରିଛନ୍ତି l ଅନୁଷ୍ଠାନ ପକ୍ଷରୁ...