Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ଜଣେ ଅସହାୟ ଓ ଜଣେ ମାନସିକ ଭିନ୍ନକ୍ଷମ ଉଦ୍ଧାର ଓ ଥଇଥାନ, ବ୍ୟାସ ଫାଉଣ୍ଡେସନ

ତିର୍ତ୍ତୋଲ | 23/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଣେ ଅସହାୟ ଓ ଜଣେ ମାନସିକ ଭିନ୍ନକ୍ଷମ ଉଦ୍ଧାର ଓ ଥଇଥାନ, ବ୍ୟାସ ଫାଉଣ୍ଡେସନ ,ତିର୍ତ୍ତୋଲ-୨୩/୫-(ରିପୋର୍ଟ-ଟୁକନ ସେଠୀ)-ସେବା ଓ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମି ସଂଗଠନ ବ୍ୟାସ ଫାଉଣ୍ଡେସନ ସମାଜ କଲ୍ୟାଣକାରୀ କାର୍ଯକ୍ରମ ମାଧ୍ୟମରେ ଜିଲ୍ଲା ପ୍ରଶାସ ନ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ନିକଟରେ ନିଜର ପରିଚୟ ସୃଷ୍ଟି କରି ପାରିଛି। ବାଲିକୁଦା ଅରିଲୋ ଗ୍ରାମର ଜନୈକା ମହିଳା ମାନସିକ ସନ୍ତୁଳନ ହରାଇବା ଦ୍ଵାରା ଭାଙ୍ଗିଗଲା ତାର ସୁଖର ସଂସାର। ଅନେକ ଚିକିତ୍ସା ପରେ ତାର ମାନସିକ ଉନ୍ନତି ନ ହେବା ଦ୍ବାରା ଶେଷରେ ଶାଶୁ ଘରୁ ତଡା ଖାଇଲା। ପରେ ପରେ ତାର ବାପା,...

Article Image

ମଙ୍ଗଳା ଙ୍କର ଚନ୍ଦନ ଯାତ୍ରାରେ ଆରମ୍ଭ ହଳଦୀ ପାଣିରେ ଶେଷ

କାକଟପୁର | 23/05/2025 | ବିକ୍ରମ ଓଡ଼ିଶା ନିୟୁଜ

ମଙ୍ଗଳା ଙ୍କର ଚନ୍ଦନ ଯାତ୍ରାରେ ଆରମ୍ଭ ହଳଦୀ ପାଣିରେ ଶେଷ କାକଟପୁର 23/5 ଦୀର୍ଘ 21 ଦିନ ବ୍ୟାପି ମା ମଙ୍ଗଳା ମନ୍ଦିର ବେଢା ଭିତରେ ଥିବା ପ୍ରଭୁ ରାଧା କୃଷ୍ଣ ଙ୍କ ମୂର୍ତ୍ତି କୁ ଏକ ସୁସଜ୍ଜିତ ବିମାନ କୁ ସଜା ଜାଇ ପୂଜା ପଣ୍ଡା ସେବାୟତ ଙ୍କ ଦ୍ୱାରା ମୂର୍ତ୍ତି ଙ୍କୁ ଅଣା ଯିବା ପରେ ଘଣ୍ଟ, ଘଣ୍ଟା, ଛତ୍ରୀ, ଛତା, ଆଲଟ, ଚାମର ଏବଂ ସେବାୟତ ମାନଙ୍କର ପଖୁଜ ଓ ଘଣ୍ଟ ନାଦରେ ସମସ୍ତ ଦେଖଣା ହାରି ମାନେ ମଜଗୁଲ ହୋଇଥିବା ବେଳେ ପାରମ୍ପରିକ ଗୋଛାୟତ ସେବାୟତ ମାନେ ଢୋଲ, ପଖୁଜ, କାହାଳି ବଜାଇ...

Article Image

ଧରାପଡିଲେ ଲୁଟେରା, ସୁନା ଅଳଙ୍କାର ସହ କାର ଜବତ

କୁଜଙ୍ଗ | 23/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଧରାପଡିଲେ ଲୁଟେରା, ସୁନା ଅଳଙ୍କାର ସହ କାର ଜବତ କୁଜଙ୍ଗ 23/5 ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପକଂପାଳ ଗ୍ରାମ୍ୟ ଉର୍ନୟନ ଯନ୍ତ୍ରୀ ମାନସ ରଞ୍ଜନ ସାହୁ ଙ୍କୁ କିଛିଦୃବୁତ ଅପହରଣ କରି ମାଡ ମାରି ତାଙ୍କ ଠାରୁ ଅଳଙ୍କାର ଲୁଟିନେଇଥିବା ୪ ଜଣ ଦୃବୁର୍ତ୍ତ ଙ୍କୁ ଓ ତାଙ୍କ ବ୍ୟବହୃତ କାରno o2BX 7623 ଏବଂ ଲୁଟୁ ଅଳଙ୍କାର ସହ କୁଜଙ୍ଗ ପୋଲିସ ଏମାନଙ୍କୁ ଗିରଫ କରିଛି ଅଭିଯୁକ୍ତ ମାନେ ହେଲେ ଯାଜପୁରୁ ଟାଉନ ଥାନା ଅନ୍ତର୍ଗତ ବିର୍ଜାପୁର ଗ୍ରାମର ରାଜିବୀ ଦାସ, ଓରଫ ସିପୁନ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଅନ୍ତର୍ଗତ ଯେମଦେଇପୁର ଗ୍ରାମର ଶଙ୍କର ମହାପାତ୍ର,...

Article Image

କାକଟପୁର ବିଜେପି ପକ୍ଷ୍ୟରୁ ତ୍ରିରଙ୍ଗା ଶୋଭାଯାତ୍ରା

କାକଟପୁର | 23/05/2025 | ବିକ୍ରମ ଓଡ଼ିଶା ନିୟୁଜ

କାକଟପୁର ବିଜେପି ପକ୍ଷ୍ୟରୁ ତ୍ରିରଙ୍ଗା ଶୋଭାଯାତ୍ରା ସାମିଲ ହେଲେ ହଜାର ହଜାର ଲୋକ କାକଟପୁର 23/5 ପେହେଲେଗାଁ ରେ ଆତଙ୍କବାଦୀ ଦ୍ୱାରା ଆକ୍ରମଣ ର ଶିକାର ହୋଇ ଭାରତୀୟ 26 ଜଣ ପର୍ଯଟକ ଙ୍କୁ ନୃଶଂସ ଭାବେ ହତ୍ୟା କରି ମା ମାନଙ୍କର ମଥା ରୁ ସିନ୍ଦୁର କୁ ଏହି ନୃଶଂସକାରି ଆତଙ୍କବାଦୀ ମାନେ ପୋଛି ଦେଇଥିଲେ ଯାହାକି ଏହା ସମଗ୍ର ଭାରତ ବାସୀ ଙ୍କ ମନକୁ କ୍ଷତ ବିକ୍ଷତ କରିଦେଇଥିଲା, ଏହାର ଜବାବ ଦେବା ଲାଗି ସବୁ ସେନା ର ମୁଖ୍ୟ ଙ୍କ ସହିତ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ଗୃହ ମନ୍ତ୍ରୀ ଅମିତ ସାହା...

Article Image

ଦିର୍ଘବର୍ଷ ଧରି ତପସ୍ୟା ପରିଶ୍ରମ ଓ କାର୍ଯ୍ୟ କୁ ନେଇ ଡକ୍ଟରେଟ ଲାଭ କଲେ ସସ୍ମିତା ସାହୁ

ଜଗତସିଂହପୁର | 23/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଦିର୍ଘବର୍ଷ ଧରି ତପସ୍ୟା ପରିଶ୍ରମ ଓ କାର୍ଯ୍ୟ କୁ ନେଇ ଡକ୍ଟରେଟ ଲାଭ କଲେ ସସ୍ମିତା ସାହୁ ସସ୍ମିତା ସାହୁ, ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜଗତସିଂହପୁରରେ ହସ୍ପିଟାଲ ମ୍ୟାନେଜର ଭାବେ ତିନି ବର୍ଷ ରୁ ଉର୍ଦ୍ଧ କାମ କରି ଆସୁଛନ୍ତି l ଏହା ପୂର୍ବରୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲ ରେ କ୍ୱାଲିଟି ପରିଚାଳନା ଦୀର୍ଘ ତିନି ବର୍ଷରୁ ଅଧିକା କାମ କରିବା ସହ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ ଷ୍ଟାଫ ନର୍ସ ଭାବେ ଦୀର୍ଘ ପାଞ୍ଚ ବର୍ଷ କାମ...

Article Image

ସମାଜ ସେବୀ ଭାଗିରଥି ସାହୁ ଙ୍କୁ ଆମ ପରିଚୟ ସାମ୍ମାନ।

ନାଉଗାଁ | 23/05/2025 | ବିକ୍ରମ ଓଡ଼ିଶା ନିୟୁଜ

ସମାଜ ସେବୀ ଭାଗିରଥି ସାହୁ ଙ୍କୁ ଆମ ପରିଚୟ ସାମ୍ମାନ। ନାଉଗାଁ/୨୩/୦୫/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବିଶିଷ୍ଟ ସମାଜସେବୀ, ଆଧ୍ୟାତ୍ମିକବାଦୀ ତଥା ଯୁବନେତା ଭାଗିରଥି ସାହୁ ଙ୍କୁ ଆମ ପରିଚୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶ୍ରୀ ସାହୁ ଜଗତସିଂହପୁର ଜିଲ୍ଲାର ଜଣେ ସୁସଂଗଠକ ଅଟନ୍ତି। ତାଙ୍କର ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପାକ୍ଷିକ ଖବର କାଗଜ ଆମ ପରିଚୟର ୨୦ବର୍ଷ ପୂର୍ତ୍ତି ଅବସରରେ ତଥା ଆମ ପରିଚୟର ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ଜଗନ୍ନାଥ ଧର୍ମ ସଂସ୍କୃତି ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ଙ୍କ କରକମଳରେ ଶ୍ରୀ ସାହୁ ଙ୍କ ସମ୍ବର୍ଦ୍ଧନା ଦିଆଯାଇଥିଲା ଉକ୍ତ ସମ୍ବର୍ଦ୍ଧନା...

Article Image

ପାରିବାରିକ କଳହ କୁ ନେଇ ଯୁବକ ର ଆତ୍ମହତ୍ୟା, ପୋଲିସ ର ଅପମୃତ୍ୟ ମାମଲା ରୁଜୁ l

ନାଉଗାଁ | 23/05/2025 | ବିକ୍ରମ ଓଡ଼ିଶା ନିୟୁଜ

ପାରିବାରିକ କଳହ କୁ ନେଇ ଯୁବକ ର ଆତ୍ମହତ୍ୟା, ପୋଲିସ ର ଅପମୃତ୍ୟ ମାମଲା ରୁଜୁ l ନାଉଗାଁ ୨୩/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ,ସୂଚନା ମୁତାବକ ନାଉଗାଁ ଥାନା ଅଞ୍ଚଳ ର ତିରୁଣା ଗ୍ରାମରେ ଭରତ ଚନ୍ଦ୍ର ବେହେରା ଙ୍କର 30 ବର୍ଷୀୟ ପୁଅ ସନ୍ତୋଷ ବେହେରା ପାରିବାରିକ କଳହ କୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତ୍ରିରେ ବେକରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ, ପରିବାର ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ l...

Article Image

ରାଜନୀତି ବିଜ୍ଞାନ ରେ ତ୍ରୁଟିପୂର୍ଣ୍ଣ ମୁଲୟନ କୁ ନେଇ ଅଧ୍ୟକ୍ଷ ଙ୍କୁ ଦାବିପତ୍ର ପ୍ରଦାନ l

ନାଉଗାଁ | 23/05/2025 | ବିକ୍ରମ ଓଡ଼ିଶା ନିୟୁଜ

ରାଜନୀତି ବିଜ୍ଞାନ ରେ ତ୍ରୁଟିପୂର୍ଣ୍ଣ ମୁଲୟନ କୁ ନେଇ ଅଧ୍ୟକ୍ଷ ଙ୍କୁ ଦାବିପତ୍ର ପ୍ରଦାନ l ନାଉଗାଁ ୨୩/୦୫/ନାଉଗାଁ ବିକ୍ରମ ଓଡିଶା ନିୟଜୁ,ରାଜନୀତି ବିଜ୍ଞାନ ପରୀକ୍ଷା ରେ ଖାତା ଦେଖା ରେ ତ୍ରୁଟି,ପୃର୍ଣ ମୁଲୟନ କୁ ନେଇ କଲେଜ ଅଧ୍ୟକ୍ଷ ଙ୍କ ନିକଟରେ ଅଭିଯୋଗ ଆଣିଲେ ଛାତ୍ରୀ l ସୂଚନା ମୁତାବକ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ବିଭାଗ ରେ ଅଧୟନ କରୁଥିବା ଛାତ୍ରୀ ବର୍ଷା ପ୍ରିୟ ଦର୍ଶିନୀ ଭୋଇ ଙ୍କର ଦ୍ୱିତୀୟ ବର୍ଷ ଯୁକ୍ତ ଦୁଇ କଳା ବିଭାଗ ର ରାଜନୀତି ବିଜ୍ଞାନ ର ଇଣ୍ଟେରନାଲ ପରୀକ୍ଷା ରେ ଆକ୍ରୋଶ ମୂଳକ ଭାବେ...

Article Image

ଗୋପାଳପୁର ଗ୍ରା:ପ ବିଜେପି ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ

ତିର୍ତ୍ତୋଲ | 23/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଗୋପାଳପୁର ଗ୍ରା:ପ ବିଜେପି ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ* - ତିର୍ତ୍ତୋଲ-୨୩/୫-(ରିପୋର୍ଟ-ଟୁକନ ସେଠୀ)-ତିର୍ତୋଲ ବ୍ଲକ ଅଧୀନ ଗୋପାଳପୁର ଶଙ୍ଖେଶ୍ୱର ଗ୍ରାମପଞ୍ଚାୟତର ବିଜିପୁର ଠାରେ ତା 21/05/2025 ବୁଧବାର ଦିନ ଭାରତୀୟ ଜନତା ପାର୍ଟି ତତଫରୁ ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଜେପି ପୂର୍ବତନ ମଣ୍ଡଳ ସଭାପତି ମନୋରଞ୍ଜନ ଦାଶ ଙ୍କ ସଭାପତିତ୍ୱ ରେ ଗୋପାଳପୁର ଗ୍ରାମପଞ୍ଚାୟତର ପ୍ରତେକଟି ୱାର୍ଡର ବିକେପିର ବରିଷ୍ଠ କର୍ମକର୍ତ୍ତା,ମାତୃଶକ୍ତି ଓ ଯୁବକ ଭାଇ ମାନେ ବହୁ ସକ୍ଷାରେ ସାମିଲ ହୋଇଥିଲେ। ଉକ୍ତ ସାଙ୍ଗଠନିକ ବୈଠକରେ ଦାଇଁଲୋ ଗ୍ରାମପଞ୍ଚାୟତର ବିଜେପି ପ୍ରଭାରୀ ପ୍ରଶାନ୍ତ କୁମାର ପଣ୍ଡା ଉପସ୍ଥିତ ସହିତ ଅନ୍ୟମାନଙ୍କ ମଧ୍ୟରେ ଦାଇଁଲୋ...

Article Image

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ରେ ଦି ସ୍କଲାର କୋଚିଂ ସେଣ୍ଟର ଛାତ୍ର ଛାତ୍ରୀ ମାନଙ୍କ ଅଦ୍ଭୁକ୍ତ ପୂର୍ବ ସଫଳତା)

ଜଗତସିଂହପୁର | 23/05/2025 | ବିକ୍ରମ ଓଡ଼ିଶା ନିୟୁଜ

( ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ରେ ଦି ସ୍କଲାର କୋଚିଂ ସେଣ୍ଟର ଛାତ୍ର ଛାତ୍ରୀ ମାନଙ୍କ ଅଦ୍ଭୁକ୍ତ ପୂର୍ବ ସଫଳତା) ଜଗତସିଂହପୁର ତା =23/5/25 ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ବଡ଼ବଜାର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍କଲାର କୋଚିଂ ସେଣ୍ଟର ଛାତ୍ର ଛାତ୍ରୀ ମାନେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅଦ୍ଭୁତ ପୂର୍ବ ସଫଳତା ଅର୍ଜନ କରିଥିବାରୁ ଦି ସ୍କଲାର କୋଚିଂ ସେଣ୍ଟର ନିର୍ଦେଶକ ଦିଲ୍ଲୀପ କୁମାର ଜେନା ତତ୍ଵାବଧାନ ରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା | ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ରେ...

Article Image

ଖଇରା ଥାନାରେ ନୂତନ ଭାବେ ସବ୍ ଇନ୍ସପେକ୍ଟର ଓ ସହକାରୀ ସବ୍ ଇନ୍ସପେକ୍ଟରଙ୍କ ଯୋଗଦାନ,

ଖଇରା | 23/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଖଇରା ଥାନାରେ ନୂତନ ଭାବେ ସବ୍ ଇନ୍ସପେକ୍ଟର ଓ ସହକାରୀ ସବ୍ ଇନ୍ସପେକ୍ଟରଙ୍କ ଯୋଗଦାନ, ବାଲେଶ୍ଵର ଜିଲ୍ଲା ଖଇରା ଥାନାରେ ଗତକାଲି ସବ୍ ଇନ୍ସପେକ୍ଟର ବିକ୍ରମ ମହାପାତ୍ରଙ୍କ ବଦଳି ପରେ ତାଙ୍କ ସ୍ଥାନରେ ବଦଳି ହୋଇ ଆସିଥିବା କେନ୍ଦୁଝର ଜିଲ୍ଲା ଟାଉନ ଥାନାରୁ ଶ୍ରୀ ଯୁକ୍ତ ତପନ କୁମାର ଜେନା ଆଜି ଖଇରା ଥାନାରେ ନିଜ କାର୍ଯ୍ୟରେ ଦ୍ବାୟୀତ୍ବ ଗ୍ରହଣ କରିଛନ୍ତି, ସେହିପରି ଭୁବନେଶ୍ବର ରାଜଧାନୀ ଥାନାରୁ ବଦଳି ହୋଇ ଆସିଥିବା ସହକାରୀ ସବ୍ ଇନ୍ସପେକ୍ଟର ଶ୍ରୀ ସଞ୍ଜୀବ କୁମାର ଖୁଣ୍ଟିଆ ଆଜି ମଧ୍ୟ ଖଇରା ଥାନାରେ ଯୋଗଦାନ କରିଛନ୍ତି, ପୂର୍ବରୁ ଖଇରା ଥାନାରେ ଦୁଇଜଣ...

Article Image

ଶାରଳା ବିଜ୍ଞାନ ଆବାସିକ କଲେଜ ର ସଫଳତା

କାକଟପୁର | 23/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଶାରଳା ବିଜ୍ଞାନ ଆବାସିକ କଲେଜ ର ସଫଳତା କାକଟପୁର 22/5 ( ତୁଷାର ଦୀକ୍ଷିତ ) ପ୍ରତିବର୍ଷ ପରି ଚଳିତ ବର୍ଷ +2 ବାର୍ଷିକ ପରୀକ୍ଷାରେ ଶାରଳା ବିଜ୍ଞାନ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଦଭୂତ ପୂର୍ବ ସଫଳତା ହାସଲ କରିଛି, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ +2 ବାର୍ଷିକ ପରୀକ୍ଷାରେ ମୋଟ 102 ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ 90 ଜଣ ପ୍ରଥମ ସ୍ଥାନ ପାଇବା ପରେ ସାରା କାକଟପୁର, ଅସ୍ତରଙ୍ଗ, ନୂଆହାଟ, କୋଣାର୍କ, ଚାରିଛକ, ଗୋପ ଅଞ୍ଚଳ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ଯାହାକି ଅଭିଵାବକ ମଧ୍ୟରେ ଏକ...