।। ଶ୍ରୀମନ୍ଦିରରେ ରଥ ନିର୍ମାଣର ଅନୁକୂଳ ।। ଆଜି ପବିତ୍ର ବୈଶାଖ ଶୁକ୍ଲ ତୃତୀୟା ତଥା ଅକ୍ଷୟ ତୃତୀୟା ତିଥିରେ ଶ୍ରୀମନ୍ଦିରରେ ପରମ୍ପରା କ୍ରମେ ରଥ ନିର୍ମାଣର ଅନୁକୂଳ ନୀତି ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ତିନୋଟି ଆଜ୍ଞାମାଳକୁ ତିନି ଜଣ ପୂଜାପଣ୍ଡା ସାମନ୍ତ ସ୍ୱହସ୍ତରେ ଧାରଣ କରି ଚନ୍ଦନ ଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାନ୍ତି। ରଥଖଳାରେ ଥିବା ତିନୋଟି ଧଉରା କାଠ ଗଣ୍ଡିରେ ଲାଗି କରାନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯାଗ ପଦ୍ଧତିରେ ପୂଜା ସମ୍ପାଦନା କରିବାର ବିଧି ରହିଛି । ଏହା...
ଲିପ୍ସା ପ୍ରିୟଦର୍ଶିନୀ. ପି ଏଚ ଡି ପାଇଲେ ~~~~~~~~~~ ଜଗତସିଂହପୁର /ନିଆଳି 1/5/2025 ଜଗତସିଂହପୁର ସଦର ମହକୁମା ସଂଲଗ୍ନ ସିଠାଳ ଦୀପାଞ୍ଚଳ ଶାସନପଡା ଗ୍ରାମର ସୁରେନ୍ଦ୍ର ସାହୁ ଙ୍କ ଝିଅ ଲିପ୍ସା ପ୍ରିୟଦର୍ଶିନୀ ଵୟୋଲୋଜି ରେ ପି ଏଚ ଡି ଉପାଧି ପାଇଲେ |ଜାତୀୟ ଗବେଷଣା ଅନୁଷ୍ଠାନ "ଏକାଡିମ ଅଫ ସାଇନ୍ସ ଆଣ୍ଡ ଏନୋଭେଟିବ ରିସର୍ଚ୍ଚ "ରୁ ଏହି ଉପାଧି ପାଇଛନ୍ତି |ସି ଏସ ଆଇ ଆର ର ପୂର୍ବତନ ନିର୍ଦେଶକ ଡକ୍ଟର ଜି ନରହରୀ ଶାସ୍ତ୍ରୀ ଙ୍କ ତତ୍ୱାବଧାନ ରେ ସେ ଗବେଷଣା କରୁଥିଲେ |ତାଙ୍କର ଏହି ସଫଳତା ପାଇଁ ଦୀପାଞ୍ଚଳ ପୂଜ୍ୟପୂଜା କମିଟି ର ସଭାପତି ଶିକ୍ଷାବିତ ଅକ୍ଷୟ...
ଧର୍ମପ୍ରାଣ ବ୍ୟକ୍ତିଙ୍କ ବିୟୋଗ ବଣିତ ରେ ଶୋକ ର ଛାୟା କୁଜଙ୍ଗ 1/5 କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତ ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ଧୁନ ଜେନାଙ୍କ ବିୟୋଗରେ ବଣିତ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ସ୍ବର୍ଗତ ଜେନା ମୃତ୍ୟୁ ବେଳକୁ ୯୦ ବର୍ଷ ହୋଇ ଥିଲା ହୃଦୟରେ ବ୍ୟଥା ଅନୁଭବ କରିବାରୁ ପରିବାର ତରଫରୁ ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିଲା ମାତ୍ର ସାମାନ୍ୟ ସୁସ୍ଥ ପରେ ଘରକୁ ନେବାକୁ ଡାକ୍ତର ପରମର୍ସ ଦେଇ ଥିଲେ, ଘରକୁ ଆସିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇ ଥିଲା l ସ୍ବର୍ଗତ ଧୁନ ଦାଦି ଜଣେ...
ଦାଗରପଡା ଭକ୍ତି ବେଦାନ୍ତ ଆଶ୍ରମରେ ରାଧା କୃଷ୍ଣ ଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ତିର୍ତୋଲ 30/4 ତିର୍ତୋଲ ବ୍ଲକ ବଣିତ ପଂଚାୟତର ଡଗର ପଡା ଗ୍ରାମ ଠାରେ ନବ ନିର୍ମିତ ଭକ୍ତି ବେଦାନ୍ତ ଆଶ୍ରମ ରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି, ସନ୍ଦ୍ୟାରେ ଶ୍ରୀରାଧା ଓ ପ୍ରଭୂ ଶ୍ରୀକୃଷ୍ଣ ଙ୍କ ଚନ୍ଦନ ଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ଗହଳି ହେଇଥିଲା, ଭକ୍ତ ମାନଙ୍କୁ ଭକ୍ତି ବେଦାନ୍ତ ଆଶ୍ରମ ତରଫରୁ ପ୍ରତିଷ୍ଠାତା ବାବା ବନମାଳି ଦାସ ପ୍ରସାଦ ସେବନ ର ଵେବସ୍ଥା କରିଥିଲେ ଏହି ଚନ୍ଦନ ଯାତ୍ରା ଆଗାମୀ ପନ୍ଦର ଦିନଯାଏ...
ଠାକୁର ମୂର୍ତ୍ତିକୁ ନେଇ ଉତେଜନା, ପ୍ରଶାସନ ଦାୟୀତ୍ୱରେ ରହିଲେ ଦେବୀଙ୍କ ପ୍ରତିମା ନାଉଗାଁ, ନାଉଗାଁ ୩୦/୪/ ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକରେ ଏକ ଠାକୁରଙ୍କ ପଥର ପ୍ରତିମାକୁ ନେଇ ଉତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗତମାସ ୩ ତାରିଖରେ ନାଉଗାଁ ବ୍ଲକ ଅନ୍ତର୍ଗତ ସିଖରଘାଟ ସେତୁ ନିକଟରୁ ଏକ କଳା ମୁଗୁନି ପଥରର କାତ୍ୟାୟନୀ ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ଉକ୍ତ ମୂର୍ତ୍ତି ଉଦ୍ଧାର ପଛରେ ଏରସମା ଅଞ୍ଚଳର ଜୈନିକା ମହିଳା ତାଙ୍କୁ ମାଙ୍କ ସ୍ୱପ୍ନାଦେଶ ହୋଇଥିବା କହିବା ଅନୁସାରେ ଗ୍ରାମବାସୀ ମାନଙ୍କ ସହାୟତାରେ ଉକ୍ତ ସେତୁ ତଳୁ ଏକ କଳା ମୁଗୁନି ପଥରର...
ଉପରାଷ୍ଟ୍ରପତି ଙ୍କ ଦ୍ଵାରା ସମ୍ମାନୀତ ଡକ୍ଟର ବିବେକାନନ୍ଦ ସିଂହ ବାୟା ଅବଧୂତ କଲେଜ ର ଅଧ୍ୟକ୍ଷ ରୂପେ ନିଯୁକ୍ତ।* ତିର୍ତ୍ତୋଲ ୩୦/୪- (ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବାୟା ଅବଧୂତ କଲେଜ, କନିମୂଳ (+୨ ସ୍ତର) ର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମରେନ୍ଦ୍ର ଦାସଙ୍କ ଭଦ୍ରକ ନିକଟସ୍ତ ଚରମ୍ପା ଡିଗ୍ରୀ କଲେଜ କୁ ଅଧ୍ୟକ୍ଷ ଭାବରେ ବଦଳି ହେବାରୁ କଲେଜ ର ବରିଷ୍ଠ ରାଜନୀତି ବିଜ୍ଞାନ ବିଭାଗ ର ଅଧ୍ୟାପକ ଡକ୍ଟର ବିବେକାନନ୍ଦ ସିଂହ ପବିତ୍ର ଅକ୍ଷୟ ତୃତୀୟା, ୩୦ ତାରିଖ ଅପରାହ୍ନ ରେ ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଦାୟିତ୍ବ ହସ୍ତାନ୍ତର କାର୍ଯ୍ୟ...
ଅବସର ଗ୍ରହଣ କଲେ ବରିଷ୍ଠ ଶିକ୍ଷକ ବୃନ୍ଦାବନ ଜେନା କାକଟପୁର ୩୦/୪( ତୁଷାର ଦୀକ୍ଷିତ ) ଶିକ୍ଷା ହେଉଛି ଆମ ସମାଜ ଗଠନ ର ଏକ ମୂଳ ମନ୍ତ୍ର, ଭାରତ ବର୍ଷ ଆଜି ଶିକ୍ଷା ଓ ଶିକ୍ଷକତା କୁ ନେଇ ସାରା ବିଶ୍ୱ ଦରବାର ରେ ବେଶ ପରିଚିତ, ସେହି ଶିକ୍ଷା ବ୍ୟବସ୍ଥା କୁ ଶିକ୍ଷକ ମାନେ ଭିନ୍ନ ଭିନ୍ନ ଢାଞ୍ଚା ରେ ଉପସ୍ଥାପନା କରି ଏକ ନୂତନ ସମାଜ ଗଠନ କରିବାରେ ସାରା ଜୀବନ ନିଜ ର ମୂଲ୍ୟବୋଧ କୁ ତ୍ୟାଗ ରୂପକ ବ୍ରତ ଭାବେ ଗ୍ରହଣ କରିଆସୁଛନ୍ତି, ଆଜି ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ତାଳଦା...
: ଆନ୍ତଜାର୍ତିୟ ସମବାୟ ବର୍ଷ ୨୦୨୫ ଜିଲ୍ଲା ସ୍ତରୀୟ ମହେତ୍ସବ ଅନୁଷ୍ଠିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ମହତାବ ଭବନ ଠାରେ ଆନ୍ତଜାର୍ତିୀୟ ସମବାୟ ବର୍ଷ ତଥା ଜିଲ୍ଲା ସ୍ତରୀୟ ମହୋତ୍ସବ ସଭାପତି ଉପନିବନ୍ଧକ ସମବାୟ ସମିତି ସମୂହ ...
ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ। ନାଉଗାଁ ୩୦/୦୪/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଞ୍ଚାୟତ ର ଦହିପାଳ ସ୍ଥିତ ନନ୍ଦକିଶୋର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ନାୟକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବ୍ରାହ୍ମନନ୍ଦ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁକ୍ଷ୍ୟ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଲଲାଟେନ୍ଦୁ ପରିଡ଼ା ବକ୍ତା ଭାବେ ଜିଲ୍ଲା ଓସ୍ତା ସଭାପତି ନାରାୟଣ ଚନ୍ଦ୍ର ବାରିକ, ସମ୍ନାନିୟ ଅତିଥି...
ଶିଶୁ ଅନନ୍ତ ଆଶ୍ରାମରେ ଚତୁର୍ଦ୍ଦଶୀ ମେଳା ଆରମ୍ଭ* ତିର୍ତ୍ତୋଲ-(ରିପୋର୍ଟ-ଟୁକନ ସେଠୀ)୩୦/୪:- ପୁରାଣ ପ୍ରସିଦ୍ଧ ଶ୍ରୀ ଅନନ୍ତ ଧାମ ତଥା ପରିବାରତୀର୍ଥ ଶିଶୁଅନନ୍ତ ଆଶ୍ରମରେ ୫୬ ତମ ବାର୍ଷିକ ଚତୁର୍ଦ୍ଦଶୀ ମେଳା ପ୍ରତିବର୍ଷ ଭଳି ଆଜି ପବିତ୍ର ଅକ୍ଷୟ ତୃତୀୟା ରେ ଆରମ୍ଭ ହୋଇଯାଇଅଛି | ଏହି ଅବସରରେ ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗଦର୍ଶନ ରେ ପ୍ରଭାତରେ ଶ୍ରୀ ଅନନ୍ତ ସୁନ୍ଦରଙ୍କର ପର୍ଶୁରାମ ବେଶ ସଂମ୍ପନ୍ନ ହେବା ସହ ମନ୍ଦିର ଚୂଡାରେ ନୂତନ ପତାକା ଲାଗି କରାଯାଇଥିଲା | ଏଥିସହ ମହାଲକ୍ଷ୍ମୀ ମା' ଜ୍ୟୋତିପ୍ରଭାଙ୍କୁ ପୂଜାର୍ଚ୍ଚନା କରାଯାଇ ଅକ୍ଷୀ ମୁଠି ଅନୁକୂଳ କରାଯାଇଥିଲା | ସମଗ୍ର ରାଷ୍ଟ୍ରରେ ଶାନ୍ତି ପାଇଁ ସାଧୁସନ୍ଥ...
ଦେବିନଦିରୁ ବିପୁଳ ମାତ୍ରାରେ ଚୋରା ବାଲି ଚାଲାଣ, ବିନା ଟ୍ରାଞ୍ଜିଷ୍ଟ୍ ପାସରେ ରାତିଅଧିଆ ଉଠୁଛି ବାଲି, ଅଭିଯୋଗ ପରେବି ନୀରବ ଖଣି ବିଭାଗ । ନାଉଗାଁ, ୩୦/୪/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ତହସିଲ ଅଧିନରେ ଥିବା ଦେବିନଦୀର ଗଳଧାରୀ ବାଲି ସୈରାତରୁ ପ୍ରତିଦିନ ସନ୍ଧ୍ୟା ପରଠାରୁ ସକାଳ ପର୍ଯ୍ୟନ୍ତ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ କରାଯାଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ବାଲି ସୈରାତ ଗୁଡିକର ନିଲାମ ପ୍ରକ୍ରିୟା ସମୟରେ ନିଲାମଧାରି ମାନଙ୍କ ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିବନ୍ଧ ରହିଥାଏ। ଯେମିତିକି ନିଲାମ ଦିଆଯାଇଥିବା ବାଲିଘାଟରୁ ନିଲାମଧାରି ମାନେ ବାର୍ଷିକ କେତେ...
ମା'ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଆରମ୍ଭ।* -ତିର୍ତ୍ତୋଲ-୩୦/୪-(ରିପୋର୍ଟ-ଟୁକନ ସେଠୀ)- ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ବାସିନୀ ମା ଶାରଳା ଙ୍କ ପବିତ୍ର ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ। ଏହି ପବିତ୍ର ଅକ୍ଷୟ ତୃତୀୟା ରେ ମା'ଶାରଳା ଜଗନ୍ନାଥ ଙ୍କ ବେଶ ସହ ଦୃଗାମାଧବକ ବେଶ ମଧ୍ୟ ହୋଇଥାନ୍ତି। ମା'ଙ୍କୁ ଚନ୍ଦନ ଲାଗି ପରେ ସୁସଜ୍ଜିତ ବିମାନରେ ଘଣ୍ଟ, ଘଣ୍ଟା ରେ ମା'ଙ୍କୁ ସେବାୟତ ମାନେ ଚନ୍ଦନ ପୁଷ୍କରଣୀକୁ ନେଇଯାଇ ସେଠାରେ ନୈକା ମାଧ୍ୟମରେ ସେବାୟତ ମାନେ ଗୀତ ବୋଲି ମା'ଙ୍କୁ ଚାପ ଖେଳାଇ ଥାଆନ୍ତି।ଏହାପରେ ଚନ୍ଦନ ପୁଷ୍କରଣୀ ଭିତରେ ଥିବା ମନ୍ଦିରରେ ମା'ବିଶ୍ରାମ କରନ୍ତି।ଏହା...